ଆମ୍ବୁଲାନ୍ସ ଡ୍ରାଇଭର ସହ ମିଶି ଘୋଟୋଲା କରିଛନ୍ତି Sandeep, କଲ ଡିଟେଲ ଖୋଲିଦେଲା ସବୁ ରାଜ

ନିଜକୁ ସୁଶାନ୍ତ ସିଂ ରାଜପୁତ ଙ୍କ ସାଙ୍ଗ କହୁଥିବା ସନ୍ଦୀପ ସିଂ ଙ୍କୁ ନେଇ ବହୁତ ବଡ଼ ଖୁଲାସା । ସନ୍ଦୀପ ଲଗାତାର ଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ସମ୍ପର୍କରେ । ଯାହା ସେଦିନ ୧୪ ଜୁନ ରେ ସୁଶାନ୍ତ ଙ୍କୁ ନେବାପାଇଁ ଆସିଥିଲା । ସନ୍ଦୀପ ସିଂ ଆମ୍ବୁଲାନ୍ସ ଡ଼୍ରାଇଭର ଅକ୍ଷୟ ଙ୍କ ସହିତ ଥରେ କି ଦୁଇ ଥର ନୁହଁ ବରଂ ୫ ଥର ଫୋନ କରିଛନ୍ତି ।

ସବୁଠୁ ଆଶ୍ଚର୍ୟ୍ଯ କଥା ହେଉଛି ୧୭ ଜୁନ ମାନେ ସୁଶାନ୍ତ ଙ୍କ ମୃତ୍ୟୁ ର ୨ ଦିନ ପରେ ମଧ୍ୟ ସନ୍ଦୀପ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ସହିତ କଥା ହେଇଥିଲେ । ଏତିକି ନୁହଁ ନିଜକୁ ସୁଶାନ୍ତ ଙ୍କ ଅତି ନିକଟରେ ସାଙ୍ଗ କହୁଥିବା ସନ୍ଦୀପ ସିଂ ଗତ ୧୦ ମାସ ଧରି ସୁଶାନ୍ତ ଙ୍କ ସହିତ ସମ୍ପର୍କରେ ହିଁ ନଥିଲେ । ୧୦ ମାସ ପୂର୍ବରୁ ସୁଶାନ୍ତ ଏବଂ ସନ୍ଦୀପ ଙ୍କ ଝଗଡ଼ା ହୋଇଥିଲା ।

ତାହା ପରେ ସୁଶାନ୍ତ ସନ୍ଦୀପ ଙ୍କ ସହିତ କଥା ହୋଇନଥିଲେ । କିନ୍ତୁ ୧୪ ଜୁନ ରେ ଅଚାନକ ସନ୍ଦୀପ ସିଂ ଆସିଥିଲେ ଏବଂ ସବୁ ବୁଝା ବୁଝି କରିଥିଲେ । ତେବେ କଣ ସନ୍ଦୀପ ସିଂ ହତ୍ୟାକାରୀ ଙ୍କ ସହିତ ମିଶିକି ଏମିତି ନାଟକ କରିଥିଲେ । ସନ୍ଦୀପ ନିଜେ ମଧ୍ୟ ଏହି ପ୍ଲାନ୍ ରେ ଥିଲେ । କଣ କଥା ହେଇଥିଲେ ସନ୍ଦୀପ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ସହିତ । ଚାଲନ୍ତୁ ଜାଣିବା ।

ସନ୍ଦୀପ ସିଂ ଙ୍କ କଲ ଦିଟେଲ ରୁ ବହୁତ୍ କିଛି ସାମ୍ନାକୁ ଆସିଛି । ସନ୍ଦୀପ ଙ୍କ କଲ ଡିଟେଲ୍ ଅନୁସାରେ ସନ୍ଦୀପ ସେହି ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ସହିତ କଥା ବାର୍ତ୍ତା କରୁଥିଲେ ଯିଏ ସେଦିନ ୧୪ ଜୁନ ରେ ସୁଶାନ୍ତ ଙ୍କୁ ନେବାକୁ ଆସିଥିଲା । ୧୪ ଜୁନ ରେ ୩ ଥର ସନ୍ଦୀପ କଥା ହେଇଥିଲେ ଡ୍ରାଇଭର ସହିତ ଏବଂ ଆମ୍ବୁଲାନ୍ସ ଡ଼୍ରାଇଭର ଅକ୍ଷୟ ଙ୍କ ପାଖରେ ସନ୍ଦୀପ ଙ୍କ ପର୍ଶନାଲ୍ ନମ୍ବର ମଧ୍ୟ ଥିଲା ।

ଏବେ ସବୁଠୁ ବଡ଼ ପ୍ରଶ୍ନ ଏହା ଅଟେ କି ଯଦି ମୁମ୍ବାଇ ପୋଲିସ ସେଦିନ ଆମ୍ବୁଲାନ୍ସ କୁ ଫୋନ କରିକି ଡ଼କାଇଥିଲେ ତେବେ ସନ୍ଦୀପ ଙ୍କ ପାଖରେ ନମ୍ୱର୍ ଆସିଲା କୋଉଠୁ । ଆଊ ଯଦି ନମ୍ବର କେଉଁ ଠାରୁ ମିଲିବିଗଲା ତେବେ କଣ କାମ ଥିଲା ଯେ ସନ୍ଦୀପ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କୁ ୩ ଥର ଫୋନ କରିଥିଲେ, ଯେତେବେଳେ କି ମୁମ୍ବାଇ ପୋଲିସ ସେଠି ଥିଲା ଏବଂ ସବୁକିଛି ମୁମ୍ବାଇ ପୋଲିସ ହିଁ କରୁଥିଲା । ସେଥିପାଇଁ ସନ୍ଦୀପ ସିଂ ଙ୍କୁ ତଦନ୍ତ କରାଯିବ ।

ସନ୍ଦୀପ ସିଂ ୧୪ ଜୁନ ରେ ନୁହଁ ବରଂ ୧୬ ଜୁନ ରେ ମଧ୍ୟ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କୁ କଲ କରିଥିଲେ । ୧୬ ଜୁନ ରେ ଅକ୍ଷୟ ମଧ୍ୟ ସନ୍ଦୀପ ଙ୍କୁ ୨ ଥର କଲ କରିଥିଲା । ତେବେ କାହାକୁ ସନ୍ଦୀପ ସିଂ ବଞ୍ଚାଇବାକୁ ଚାହୁଁଛନ୍ତି । ସନ୍ଦୀପ ମଧ୍ୟ ଏହି ପ୍ଲାନ୍ନିଂ ରେ ଅଛନ୍ତି । ଆଊ ଗୋଟେ କଥା ମଧ୍ୟ ସାମ୍ନାକୁ ଆସିଛି କି ସନ୍ଦୀପ ଯିଏ ନିଜକୁ ସୁଶାନ୍ତ ଙ୍କ ଭଲ ସାଙ୍ଗ ବୋଲି କହିଥିଲେ ସେ ଗତ ୧୦ ମାସ ରୁ ସୁଶାନ୍ତ ଙ୍କ ସହିତ ଗୋଟେ ଥର ମଧ୍ୟ କଥା ହୋଇନାହାନ୍ତି ।

ଏହି ପ୍ରମାଣ ମଧ୍ୟ ସନ୍ଦୀପ ଙ୍କ କଲ ଦିଟେଲ ରୁ ଜଣା ପଡ଼ିଛି । ଶୁଣିବାକୁ ମିଳିଛି କି ୧୦ ମାସ ପୂର୍ବରୁ ସୁଶାନ୍ତ ଏବଂ ସନ୍ଦୀପ ଙ୍କ ଭିତରେ ଝଗଡ଼ା ହୋଇଥିଲା । ଯାହା ପରଠାରୁ ଦୁଇଜଣ ଙ୍କ ଭିତରେ କଥା ବାର୍ତ୍ତା ବନ୍ଦ ହୋଇଯାଇଥିଲା । ଯାହା ସହିତ ୧୦ ମାସରୁ ସୁଶାନ୍ତ ଙ୍କ କୌଣସି ସମ୍ପର୍କ ନଥିଲା ଏବେ ସେହି ସନ୍ଦୀପ ସିଂ କହିଛନ୍ତି କି ସେ ସୁଶାନ୍ତ ଙ୍କ ସବୁଠାରୁ ନିକଟରେ ସାଙ୍ଗ ।

ଏବଂ ନିଜେ ପୋଲିସ ସହିତ କଥା ହୋଇଥିଲେ, ଆମ୍ବୁଲାନ୍ସ ଡ଼୍ରାଇଭର ସହିତ କଥା ହୋଇଥିଲେ ଏବଂ ନିଜେ ହିଁ ସବୁ ଠିକ୍ କରିକୀ ସୁଶାନ୍ତ ଙ୍କୁ କୋପର ହସ୍ପିଟାଲ୍ ନାଇଥିଲେ । ସେଠି ପାଖରେ ବହୁତ ବଡ଼ ବଡ଼ ହସ୍ପିଟାଲ୍ ଥିଲା କିନ୍ତୁ ସନ୍ଦୀପ ସୁଶାନ୍ତ ଙ୍କୁ କୁପର୍ ହସ୍ପିଟାଲ ନେଇଥିଲେ । ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ହସ୍ପିଟାଲ ଆସିବାକୁ ମନା କରିଥିଲା ଏବଂ କହିଥିଲା କି ଏଥି ବେଶି ଲୋକଙ୍କୁ ଆସିବା ମନା ।

ସନ୍ଦୀପ ସୁଶାନ୍ତ ଙ୍କ ହତ୍ୟାକାରୀ ଙ୍କୁ ରକ୍ଷାକରୁଚନ୍ତି ଏବଂ ନିଜେ ମଧ୍ୟ ସୁଶାନ୍ତ ଙ୍କ ହତ୍ୟା ରେ ସାମିଲ୍ ଅଛନ୍ତି । ସନ୍ଦୀପ ଆଜି ପର୍ଯ୍ୟନ୍ତ ଗୋଟେ ଥର ମଧ୍ୟ କହିନାହାନ୍ତି କି ସୁଶାନ୍ତ ନିଜ ଇଛାରେ କେବେ ଆତ୍ମହତ୍ୟା କରିପାରିବେ ନାହିଁ ବରଂ ସନ୍ଦୀପ ସବୁବେଳେ ଏହା କହିଛନ୍ତି କି ସୁଶାନ୍ତ ଚିନ୍ତା ରେ ଥିଲା ଏବଂ ସେ ଭଲ ନଥିଲା ସେଥିପାଇଁ ସେ ଏମିତି କରିଛନ୍ତି ।

ସୁଶାନ୍ତ ଙ୍କୁ ଈର୍ଷା କରୁଥିଲି ସନ୍ଦୀପ ସେଥି ପାଇଁ ଏହି ହତ୍ୟା ରେ ସାମିଲ୍ ହୋଇଥିବେ ସନ୍ଦୀପ । ଏବେ ସବୁଠାରୁ ବଡ ପ୍ରଶ୍ନ ପ୍ରକୃତ ଆସାମୀ କିଏ ? କିଏ ସେ ବ୍ୟକ୍ତି ଯାହାକୁ ସମସ୍ତେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି? ଏହି କେଶ କୁ CBI ଯାଞ୍ଚ୍ କରୁଛି । CBI ନିଜର ଯାଞ୍ଚ୍ ଆକ୍ସନ ମୋଡ଼ ନେଇସାରିଚି । CBI ନିଜର ୫ ଟି ଟିମ କରି ସୁଶାନ୍ତ ଙ୍କ କେଶ ସଲଭ କରିବାକୁ ଲାଗିପଡିଛି ଏବଂ କହିଛିି ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ଏବଂ ଦୋଷୀ କୁ ଶାସ୍ତି ମଧ୍ୟ ମିଳିବ କାରଣ ସୁଶାନ୍ତ ଙ୍କ କେଶ ଖୁବ ଶୀଘ୍ର ସଲଭ ହେବାକୁ ଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।