କାହିଁକି ରାତି ୧୦ ଟା ପରେ କାହାରିକୁ ଭେଟନ୍ତି ନାହିଁ ବସୁନ୍ଧରା ରାଜେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମହିଳା ତଥା ମହିଳା ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ବସୁନ୍ଧରା ରାଜେ ରାଜସ୍ଥାନ ର ରାଜ ପରିବାର ରୁ ଆସିଛନ୍ତି । ରାଜନୀତି ରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ସେ ନିଜ କାର୍ଯ୍ୟ କାଳ ମଧ୍ୟରେ ଅନେକ ଜନମଙ୍ଗଳ କାର୍ଯ୍ୟ ମଧ୍ୟ କରିଛନ୍ତି । ବର୍ତ୍ତମାନ ସମୟରେ ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ସରକାର ଅଛି ।

କିନ୍ତୁ ଲୋକଙ୍କ ହୃଦୟରେ ବସୁନ୍ଧରା ରାଜେ ସମାନ ସ୍ଥାନ ପାଇଛନ୍ତି । ଏତେ ବଡ଼ ଲୋକ ହୋଇମଧ୍ୟ ଯେତେ ଜରୁରୀ ପରିସ୍ଥିତି କାହିଁକି ନହେଉ କାହିଁକି, ରାତି 10 ଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେ କୌଣସି ଲୋକଙ୍କୁ ମଧ୍ୟ ଭେଟନ୍ତି ନାହିଁ । ସେ ଏହା ବିଷୟରେ କିଛି ସମୟ ପୂର୍ବରୁ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସମାଲୋଚକମାନେ ଲୋକଙ୍କ ମଧ୍ୟରେ ଏପରି ଧାରଣା ସୃଷ୍ଟି କରିଛନ୍ତି ।

ବସୁନ୍ଦରା ରାଜେ ଏହା ବିଷୟରେ ପୂର୍ବରୁ କହିଥିବାବେଳେ କହିଥିଲେ ଯେ ଏପରି ଲୋକ ବୁଝିବା ଉଚିତ ଯେ ଜଣେ ମହିଳା ଏବଂ ପୁରୁଷ ନେତାଙ୍କ କାର୍ଯ୍ୟରେ ଭିନ୍ନତା ଅଛି ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ପୁରୁଷ ଲୁଙ୍ଗି ପିନ୍ଧି କାହାକୁ ମଧ୍ୟ ଭେଟି ପାରିବେ କିନ୍ତୁ ମହିଳାମାନେ ରାତିରେ ଲୋକଙ୍କୁ କୌଣସି ଅବସ୍ଥାରେ ଭେଟି ପାରିବେ ନାହିଁ, କାରଣ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ହୁଏ ବୋଲି ସେ କହିଛନ୍ତି ।

ରାଜସ୍ଥାନର ବିକାଶରେ ବସୁନ୍ଦର ରାଜେ ମଧ୍ୟ ନିଜର ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ତେବେ ଶେଷରେ ଏହାର କାରଣ ପ୍ରକାଶ ପାଇଛି ଯେ ବସୁନ୍ଧରା ରାତି 10 ଟା ପରେ କାହିଁକି କାହାକୁ ଭେଟନ୍ତି ନାହିଁ । ଏହି ସମୟ ପରେ କୌଣସି ରାଜ ପରିବାର ର ବୋହୁ, ଝିଅ ଘରୁ ବାହାରକୁ ଯିବା ନିଷେଧ ଅଟେ । ସେ ଏହା ଯୁକ୍ତି କରିଥିଲେ ଯେ ଜଣେ ପୁରୁଷ ଯେପରି ଅବସ୍ଥା ଯେଉଁ ସମୟ ଯେଉଁ ସ୍ଥାନରେ ମଧ୍ୟ କାହାକୁ ଭେଟି ପାରିବ କିନ୍ତୁ ନାରୀ ଏପରି କରି ପାରନ୍ତି ନାହିଁ । ଏହା ମହିଳାଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।