ସମୁଦ୍ର କୂଳରେ ବର୍ଗର ଭାବି ଉଠାଇଲେ ପ୍ୟାକେଟ ତାଭିତରୁ ଯାହା ବାହାରିଲା ସମସ୍ତଙ୍କ ହୋସ ଉଡ଼ିଗଲା

ଶୋଇବା ପରେ ସମସ୍ତେ ସ୍ଵପ୍ନ ନିଶ୍ଚିତ ଦେଖିଥାନ୍ତି । ଏମିତିରେ କେତେକ ଲୋକମାନେ ଭଲ ସ୍ଵପ୍ନ ଦେଖିଥାନ୍ତି ତ କେତେକ ଖରାପ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନ ଉପରେ କାହାର ବି ନିୟନ୍ତ୍ରଣ ରୁହେ ନାହିଁ । ଏହା ସହିତ ଏହି ସମସ୍ତ ସ୍ଵପ୍ନ ମଧ୍ୟରୁ ମଣିଷ ଅଧିକାଂଶ ସ୍ଵପ୍ନ ଭୁଲିଯାଏ । କିନ୍ତୁ ଯଦି ବାସ୍ତବ ଜୀବନ ବିଷୟରେ କହିବା ତେବେ ବେଳେ ବେଳେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ଆମକୁ ସବୁଦିନ ପାଇଁ ମନେ ରହିଯାଏ । ଏମିତି ହିଁ ଏକ ଘଟଣାର ଶିକାର ହୋଇଥିଲା ଜିମ ସେଣ୍ଡା ।

ଜିମ ଜଣେ ଆର୍ଟିସ୍ଟ ଅଟନ୍ତି । ସେ ସମୁଦ୍ର କୂଳରେ ମିଳୁଥିବା ସମସ୍ତ ପ୍ରକାରର ଜିନିଷକୁ ନିଜର ଆର୍ଟରେ ବ୍ୟବହାର କରି ଏକ ନୂତନ ଜିନିଷ ତିଆରି କରନ୍ତି । କିନ୍ତୁ କିଛି ଦିନ ପୂର୍ବେ ତାଙ୍କ ସହ ଏମିତି ଏକ ଘଟଣା ଘଟି ଥିଲା ଯାହା ପରେ ସେ କୋମାକୁ ଚାଲି ଯାଇଛନ୍ତି ।

କହିବାକୁ ଗଲେ ଜିମ ସବୁଦିନ ସକାଳୁ ସକାଳୁ କିଛି ନୂଆ ଜିନିଷ ଖୋଜିବା ପାଇଁ ସମୁଦ୍ରର କୂଳକୁ ଯାଆନ୍ତି । କିନ୍ତୁ କିଛି ଦିନ ପୂର୍ବେ ସମୁଦ୍ର କୂଳରେ ତାଙ୍କୁ ଯାହା ମିଳିଥିଲା ତାହା ଏକ ଖରାପ ସ୍ଵପ୍ନ ଭଳି ଅଟେ । ସମୁଦ୍ର କୂଳରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କୁ ଏକ ବର୍ଗର ଭଳି ଜିନିଷ ମିଳିଲା, ଯାହାକି ଏକ ସିଲଭର ପ୍ୟାକଟେରେ ରବର ଦ୍ଵାରା ବନ୍ଧା ହୋଇଥିଲା । କିନ୍ତୁ ଯେତେବେଳ ସେ ପ୍ୟାକେଟ ଖୋଲିଲେ ତେବେ ସେ ଡରି ଗଲେ ।

କହିବାକୁ ଗଲେ ପ୍ୟାକେଟ ମଧ୍ୟରେ କୌଣସି ବର୍ଗର ନ ଥିଲା ଅଥବା ଏକ ମଣିଷର ମସ୍ତିଷ୍କ ଥିଲା । ଏହି ମାମଲା ଆମେରିକାର ଏକ ସମୁଦ୍ର କୁଳର ଅଟେ । ଏହା ପରେ ସେ ଚିତ୍କାର କରିବାକୁ ଲାଗିଲେ ଓ ସଙ୍ଗେ ସଙ୍ଗେ ସେହି ପ୍ୟାକେଟକୁ ଫୋପାଡି ଦେଲେ । ଏହା ପରେ ସେ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରିଥିଲେ । କହିବାକୁ ଗଲେ ସମୁଦ୍ର କୂଳରେ ଆର୍ଟିସ୍ଟକୁ ମିଳିଥିବା ସିଲଭର ପ୍ୟାକେଟରେ ମଣିଷର ମସ୍ତିଷ୍କ ମିଳିବାର ଖବର ବର୍ତ୍ତମାନ ଚାରିଆଡେ ଚର୍ଚାର ବିଷୟ ହୋଇ ଯାଇଛି ।

ଏହା ପରେ ପୋଲିସ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ପହଞ୍ଚି ସେହି ମସ୍ତିଷ୍କକୁ ନିଜ ଅଧୀନରେ ନେଇଥିଲେ । ଏମିତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ କି ଏହା ମଣିଷର ମସ୍ତିଷ୍କ ନା ଅନ୍ୟ କୌଣସି ଜିନିଷ ଅଟେ । ଆପଣଙ୍କୁ କହିଦେଉଛୁ କି ଜିମ ଏହାକୁ ଦେଖିବା ପରେ ଏହା ଚିନ୍ତା କରି ପାରିଲେ ନାହିଁ କି ଏହା ଏକ ସ୍ଵପ୍ନ ଅଟେ ନା ବାସ୍ତବ ଅଟେ, ଏମିତିରେ କିଛି ଦିନ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା ଓ ବର୍ତ୍ତମାନ ସମୟରେ ସେ କୋମାରେ ଅଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।