ସମୁଦ୍ରରେ ଗାଧୋଇବା ହେଲା କାଳ, ଭାସିଗଲେ ଦୁଇ ପର୍ଯ୍ୟଟକ, ଦେଖନ୍ତୁ ଘଟଣାସ୍ଥଳର ପୁରା video

ସମୁଦ୍ରରେ ଗାଧୋଇବା ବେଳେ ଭା-ସି-ଗ-ଲେ ଦୁଇ ଜଣ ପର୍ଯ୍ୟଟକ । ଆଜି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ସୁବର୍ଣ୍ଣପୁର ଦୀପ ତାଳସାରୀ ମୁହାଣରେ ଘଟିଛି ଏହି ଅ-ଘ-ଟ-ଣ । ସମୁଦ୍ରର ଗଭୀରତା ଏବଂ ରହସ୍ୟ ସାଧାରଣ ମଣିଷ ପକ୍ଷେ ବୁଝିବା ଅସାଧ୍ୟ ଅଟେ । ସମୁଦ୍ର ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ସମୁଦ୍ର ମଣିଷ ପାଇଁ ଭଗବାନଙ୍କ ସୃଷ୍ଟିର ଏକ ସୁନ୍ଦର ଉପହାର ସ୍ୱରୂପ । କିନ୍ତୁ ଅନେକ ସମୟରେ ଏହି ସମୁଦ୍ର ହିଁ ମଣିଷ ପାଇଁ ସାଜେ କାଳ ।

ସମୁଦ୍ରରେ ଗାଧୋଇବାକୁ ଲହରୀ ସହ ଖେଳିବାକୁ ସମସ୍ତେ ଭଲ ପାଆନ୍ତି । ସମୁଦ୍ରରେ କିଛି ସମୟ ବିତାଇ ଫେରିବା ପାଇଁ ପର୍ଯ୍ୟଟକ ମାନେ ଦୂର ଦୂରାନ୍ତରୁ ଆସନ୍ତି । କିନ୍ତୁ ଅନେକ ସମୟରେ ସମୁଦ୍ର ମଧ୍ୟରେ ଲୀନ ହୋଇଯାଏ ଏହି ଇଚ୍ଛା । ତେବେ ସମୁଦ୍ରକୁ ନେଇ ଏହିଭଳି ଏକ ଦୁଃଖଦ ଅ-ଘ-ଟ-ଣ ଘ-ଟି-ଛି । ସମୁଦ୍ରରେ ଗାଧୋଇବା ପାଇଁ ଆସିଥିବା ଦୁଇ ପର୍ଯ୍ୟଟକ ଆଉ  ଫେରି ନାହାନ୍ତି । ସମୁଦ୍ରରେ ଗାଧୋଇଇବା ବେଳେ ଘଟିଗଲା ଅ-ଘ-ଟ-ଣ । ତେବେ ଭା-ସି ଯାଇଥିବା ଦୁଇ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି ।

ଏହି ଦୁଇ ପର୍ଯ୍ୟଟକ ଅନ୍ୟ ତିନି ଜଣ ସାଙ୍ଗଙ୍କ ସହ ମଧ୍ୟାହ୍ନ ସମୟରେ ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଗାଧୋଇବା ବେଳେ ହଠାତ ସେମାନେ ଗଭୀର ସମୁଦ୍ର ମଧ୍ୟରେ ଭା-ସି ଯାଇଥିଲେ । ଖବର ପାଇବା ପରେ ମେରିନ ଥାନା ପୋଲିସ ଏବଂ ଅ-ଗ୍ନି-ଶ-ମ କର୍ମଚାରୀ ସେଠାରେ ପହଞ୍ଚି ପର୍ଯ୍ୟଟକ ଯୁବକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କିନ୍ତୁ ଏବେ ପର୍ଯ୍ୟନ୍ତ କାହାକୁ ଉଦ୍ଧାର କରାଯାଇ ନଥିବା ସୂଚନା ମିଳିଛି । ସମୁଦ୍ରରେ ଗାଧୋଇବା ଆଜିକାଲି ବି-ପ-ଦ-ଜନକ ହୋଇ ପ-ଡିଲାଣି । ବର୍ତ୍ତମାନ ବାତ୍ୟା ଗୁଲାବ ପ୍ରଭାବରେ ମଧ୍ୟ ସମୁଦ୍ର ଅନେକ ସ୍ଥାନରେ ଅଶାନ୍ତ ରହିଛି । ସମୁଦ୍ର ଅଧିକ ଅଶାନ୍ତ ଥିବା ସମୟରେ ଏବଂ ସମୁଦ୍ରରେ ଗାଧୋଇବା ବେଳେ ଅଧିକ ଉତ୍ଫୁଲିତ ହୋଇ ବିନା ଲାଇଫ ଗାର୍ଡଙ୍କ ତଦାରଖରେ ବେଶୀ ଭିତରକୁ ଯିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ବି-ପ-ଦ-ଜନକ ହୋଇପାରେ ।

ତେବେ ଶୀଘ୍ର ସେହି ଦୁଇ ପର୍ଯ୍ୟଟକ ଉଦ୍ଧାର କରାଯିବେ ବୋଲି ଆମର ଆଶା ଏବଂ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।