ଦେଖନ୍ତୁ କେମିତି ମଇଁଷିକୁ ଟାଣିନେଲା କୁମ୍ଭୀର, ଦେଖନ୍ତୁ Exclusive Video

ଆଜି ଆମେ ଆପଣଙ୍କୁ ଗୋଟିଏ କୁମ୍ଭୀର କିପରି ମଇଁଷି ଟିକୁ ପାଣି ଭିତରକୁ ଟାଣି ଟାଣି ନେଇ ଯାଉଛି ତାହା ଦେଖାଇବୁ । ପ୍ରତିବର୍ଷ ଆମ ରାଜ୍ୟରେ ବାତ୍ୟା ଓ ଲଘୁଚାପ କାରଣରୁ ନଈ ବଢି ବା ବନ୍ୟା ଆସିଥାଏ । ଓଡିଶାର ଅଧିକାଂଶ ଜିଲ୍ଲାରେ ମହାନଦୀ ଏବଂ ତାର ଅନେକ ଶାଖାନଦୀ କାୟା ବିସ୍ତାର କରି ରହିଛନ୍ତି । ଅତ୍ୟଧିକ ଜଳ ବୃଦ୍ଧି ହେତୁ ଅନେକ ସ୍ଥାନରେ ନଈ ନାଳ ପୁରି ବନ୍ୟା ଆସେ । ଆଉ ଏହି ବନ୍ୟାରେ ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବା ସହ ସେମାନଙ୍କ ସହ କ-ଷ୍ଟ ପାଆନ୍ତି ଅନେକ ପଶୁପକ୍ଷୀ ।

ତେବେ ନଈରେ ଅନେକ ସମୟରେ ଏହି ବନ୍ୟା ଜଳରେ କୁମ୍ଭୀର ଭାସି ଆସନ୍ତି । ତେଣୁ ବଢନ୍ତା ନଈରେ ପାଣିକୁ ଯେତିକି ଡ-ର ଲାଗେ ଜଳଜୀବଙ୍କୁ ମଧ୍ୟ ସେତିକି ଭୟ ଥାଏ । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ପାଣିରେ ଗୋଟିଏ ମଇଁଷିକୁ କିଭଳି କୁମ୍ଭୀର ଟିଏ ଟା-ଣି ଟା-ଣି ନେଉଛି । ସମସ୍ତେ  ଜାଣିଛୁ କୁମ୍ଭୀର ଦେଖିବାକୁ ଯେତେ ଶାନ୍ତ ଲାଗେ ସେତିକି ଚତୁର ମଧ୍ୟ । କିଛି ନ ଜାଣିବା ଭଳି ପଡି ରୁହେ କିନ୍ତୁ ସୁଯୋଗ ମିଳିଲେ ଥରକେ ଝା-ମ୍ଫ ମା-ରି ଜୀବନ ନେଇଯିବ ।

ତେବେ କୁମ୍ଭୀରଟି ମଇଁଷିକୁ ମା-ରି ପାଣି ଭିତରେ ତାଙ୍କୁ ଟା-ଣି ଟା-ଣି ଭା-ସି ଯାଉଥିବା ବେଳେ କିଛି ଲୋକ ଏହା ଦେଖିଥିଲେ । ଆଉ ସାଙ୍ଗେ ସାଙ୍ଗେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ଆମ ଓଡିଶାର ଭିତର କନିକାରେ କୁମ୍ଭୀର ଅଭୟାରଣ୍ୟ ରହିଛି । ଓଡିଶାରେ ଅଧିକ ସଂଖ୍ୟାରେ କୁମ୍ଭୀର ଦେଖିବାକୁ ମିଳନ୍ତି । କୁମ୍ଭୀର ଗୋଟିଏ ମାଂ-ସା-ହା-ରୀ ଏବଂ ହିଂ-ସ୍ର ଜଳଜୀବ ଅଟେ ।

ସେଥିପାଇଁ ଯେକୌଣସି ନଦୀନାଳ ପାଖକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ । ଆଉ କେଉଁ ଅଜଣା ନଦୀନାଳ ପାଖକୁ ଯିବା ପୂର୍ବରୁ ତାହା ବିଷୟରେ ସଂପୂର୍ଣ୍ଣ ଜାଣିବା ମଧ୍ୟ ଆବଶ୍ୟକ ଅଟେ । ନଚେତ କାହା ସହ କେତେବେଳେ କଣ ଘଟିପରେ କିଏ ବା କହି ପାରିବ । ଓଡିଶାରେ ବର୍ଷା ଋତୁ ସମୟରେ ନଦୀ ସମୁଦ୍ର ଆଡିକୁ ନେଇ ଅନେକ ଦୁ-ର୍ଘ-ଟ-ଣା ଖବର ସାମନାକୁ ଆସୁଛି ।

ଏହି ଭିଡିଓ ଦେଖିବା ପରେ ଆପଣ ନିଶ୍ଚୟ ଜଳପୂର୍ଣ୍ଣ ସ୍ଥାନକୁ ଯିବା ପୂର୍ବରୁ ଥରେ ଚିନ୍ତା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।