ଆଞ୍ଜେଲ ପ୍ରିୟା ପରେ ଏବେ ଧରା ପଡିଲେ ଆଞ୍ଜେଲ ପିଉ, କଥାରେ ଫଶାଇ ରାତିରେ ଲୋକଙ୍କ ଘରକୁ ଆସୁଥିଲେ ପିଉ, ଆଉ ତା’ ପରେ କରୁଥିଲେ ଏମିତି କାଣ୍ଡ, ଦେଖନ୍ତୁ Video

ଆଞ୍ଜେଲ ପ୍ରିୟା ପରେ ଏବେ ସାମନାକୁ ଆସିଛନ୍ତି ଆଞ୍ଜେଲ ପିଉ । ହ-ନି-ଟ୍ରା-ପ କରି ଲୁ-ଟି-ବା-ର କୌଶଳ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇ ଦେବେ । କେତେବେଳେ ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ ବୋଲି କହୁଥିଲେ ତ ଆଉ କେତେବେଳେ କହୁଥିଲେ ସେ ଜଣେ ଇଂସୁରାନ୍ସ ଏଜେଣ୍ଟ । ନିଜ ପରିଚୟ ଏମିତି ଦେଇ ଆରମ୍ଭ କରୁଥିଲେ ଯୋଗାଯୋଗ । ଆଉ ପରେ ମିଠା ମିଠା କଥା କହି ଆରମ୍ଭ କରୁଥିଲେ ପ୍ରେମ । ପ୍ରଥମେ ବ୍ୟକ୍ତିଙ୍କୁ ନିଜ କଥାରେ ଫ-ସା-ଇ ତାଙ୍କ ବିଶ୍ବାସ ଜିତୁଥିଲେ ଓ ନିଜ ପ୍ରତି ଲୋକଙ୍କୁ ଆ-କୃ-ଷ୍ଟ କରୁଥିଲେ ।

ତା ପରେ ପ୍ର-ଲୋ-ଭ-ନ ଦେଖାଇ ରାତିରେ ଘରକୁ ଯାଉଥିଲେ । ଆଉ ପ୍ରସାଦ ଖାଇବାକୁ ଦେଇ ଲୁ-ଟ କରୁଥିଲେ । ଆପଣ ବି ଶୁଣି ଜାଣି ପାରୁଥିବେ କେତେ ଆଡଭା-ନ୍ସ ଥିଲେ ଏହି ଆଞ୍ଜେଲ ପିଉ । ଏହି ଲୁ-ଟେ-ରୀ ମହିଳାଙ୍କ ପୁରା ନାମ ହେଉଛି ପିଉ ବିଶ୍ବାସ । ପୁରୀର ବଳିଆପଣ୍ଡା ରେ ସେ ରୁହନ୍ତି ।  ବର୍ତ୍ତମାନ ପୋଲିସ କ-ବ-ଜା-ରେ ଅଛନ୍ତି ଏହି ଆଞ୍ଜେଲ ପିଉ । ଏପରି ଘ-ଟ-ଣା-ଟି ଘଟିଛି ବଙ୍କୁଆଲାର ଜଣେ ବ୍ୟକ୍ତିଙ୍କ ସହ । ଏହି ମହିଳା ଜଣକ ତାଙ୍କ ସହ ସୋ-ସି-ଆ-ଲ ମି-ଡି-ଆ-ରେ କଥା ହୋଇଥିଲେ ।

ନିଜକୁ ଜଣେ କଲେଜ କର୍ମଚାରୀ ଏବଂ ଇଂସୁରାନ୍ସ ମଧ୍ୟ କରନ୍ତି ବୋଲି କହିଥିଲେ । ଏଭଳି କହି ବ୍ୟକ୍ତିଙ୍କ ଘରକୁ ଯାଇଥିଲେ ପିଉ । ରାତିରେ ତାଙ୍କ ସହ କିଛି ସମୟ ବିତାଇବା ପରେ ନିଜ ସାଙ୍ଗରେ ଆଣିଥିବା କିଛି ପ୍ରସାଦ ତାଙ୍କୁ ଖାଇବାକୁ ଦେଇଥିଲେ । ପ୍ରସାଦ ଖାଇ ସେ ବେ-ହୋ-ସ ହେବା ପରେ ସୁଯୋଗ ପାଇଁ ଘରୁ ସମସ୍ତ ଟଙ୍କା ଏବଂ ୧୦ ଲକ୍ଷ ଟଙ୍କାର ସୁନା ଚେନ ଓ ଗହଣା ଲୁ-ଟି ସେଠାରୁ ଚ-ମ୍ପ-ଟ ମା-ରି-ଥି-ଲେ ।

ଗତ ଅଗଷ୍ଟ ୧୫ ତାରିଖରେ ଏହି ଘ-ଟ-ଣା-ଟି ଘ-ଟି-ଥି-ଲା । ଯୁବକ ଜଣକ ଏନେଇ ଗତ ଅଗଷ୍ଟ ୨୨ ତାରିଖରେ ଥାନାରେ ଏ-ତ-ଲା ଦେଇଥିଲେ । ଆଉ ତ-ଦ-ନ୍ତ ପରେ ପୋଲିସ ଏବେ ତାଙ୍କୁ ଗି-ର-ଫ କରିଛି । ଏ ଘଟଣା ସମ୍ପର୍କରେ ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।