ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବା ଥାନା ଅଧିକାରିଣୀ ଙ୍କୁ ପଡିଲା ମହଙ୍ଗା, ଦେଖନ୍ତୁ Video

ପୋଲିସ ମ୍ଯାଡମ ଜଣକ ବହୁତ ଉତପାତ ହେଉଥିଲେ । ଆଉ ଏମିତି ଉତ୍ପାତ ହେଉଥିଲେ ଯେ ସାଧାରଣ ଲୋକେ ତାଙ୍କୁ ଭୟ କରୁଥିଲେ । ଏ ପୋଲିସ ମ୍ୟାଡମ ଜଣକ କୁଆଡେ ଏଭଳି ସବୁ ଦିନ ଉତପାତ ହେଉଥିଲେ । ଯେବେ ଏ ମ୍ଯାଡମ ଙ୍କର ଉତ୍ପାତ ସାମ୍ବାଦିକ ଙ୍କ ଆଖି ଆଗରେ ପଡିଗଲା ସେତେବେଳେ ଏ ମ୍ୟାଡମ ଜଣଙ୍କର ନିଶା ଉତୁରିଗଲା । ଏ ପୋଲିସ ମ୍ୟାଡମ ଜଣକ ହେଉଛନ୍ତି ଡେରାବିଶ ଥାନା ଅଧିକାରିଣୀ ଜ୍ୟୋର୍ତିମୟୀ ଶେଠୀ ।

କିନ୍ତୁ ସୂଚନା ଅନୁଯାୟୀ ଏ ମ୍ୟାଡମ କୁଆଡେ ଲୋକଙ୍କୁ ନାଲି ଆଖି ଦେଖାଣ୍ଟି । ଯେବେ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଇଲେ ସେତେବେଳେ କ୍ୟାମେରା ରେ ସବୁ ଭିଡିଓ ରେକର୍ଡ ହୋଇ ଯାଇଥିଲା । ଏ ଥାନା ଅଧିକାରିଣୀ ମ୍ଯାଡମ ଙ୍କର ଏଭଳି କାରନାମା କୁ କ୍ୟାମେରା ରେ ରେକର୍ଡ କରା ଯାଇଥିଲା । ସୂଚନା ଅନୁଯାୟୀ ସାମ୍ବାଦିକ ଙ୍କ ମୋବାଇଲ ଛଡାଇ ନେଇ ମ୍ୟାଡମ ଜଣକ ସବୁ ଭିଡିଓ ଡ଼ିଲିଟ କରି ଦେଇଥିଲେ ।

ଏ ପୋଲିସ ମ୍ଯାଡମ ଜଣକ ଖାଲି ମୋବାଇଲ ଛଡାଇ ନେଇଥିଲେ ତାହା ନୁହେଁ ସାମ୍ବାଦିକ ଙ୍କୁ ଥାନା ଭିତରେ ଘଣ୍ଟା ଘଣ୍ଟା ଧରି ଅଟକ ରଖିଥିଲେ । ତା ପରେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ରାପଡା SP ଙ୍କୁ ଭେଟିବା ସହ ଉକ୍ତ ପୋଲିସ ଅଧିକାରିଣୀ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନେବାକୁ ଦାବି କରିଥିଲେ । ତା ପରେ କେନ୍ଦ୍ରାପଡା SP ଜ୍ୟୋର୍ତିମୟୀ ଙ୍କୁ ଡେରାବିଶ ଥାନାରୁ ନିଗିରାଇ ଥାନା କୁ ବଦଳି କରିଥିଲେ ।

କିନ୍ତୁ ଏଠାରେ ସାମ୍ବାଦିକ ସଂଘ ପକ୍ଷରୁ କୁହା ଯାଇଛି କି ଖାଲି ବଦଳି କରି ଦେଲେ ହେବନି ଏ ମ୍ୟାଡମ ଙ୍କୁ ନିଲମ୍ବିତ କରିବା ଦରକାର । ଏଭଳି କିଛି କହିଛନ୍ତି ରାଜ୍ୟ ସାମ୍ବାଦିକ ସଂଘ । ତେବେ ଦେଖିବାକୁ ବାକି ରହିଲା ଏ ପୋଲିସ ମ୍ୟାଡମ ଙ୍କୁ ଖାଲି ବଦଳି କରାଯାଇ କାମ ସାରି ଦିଆ ଯାଉଛି ନା ଅନ୍ୟ କିଛି କାର୍ଯ୍ୟ ଅନୁଷ୍ଠାନ ତାଙ୍କ ବିରୁଦ୍ଧରେ ନିଆ ଯାଉଛି ।

ତେବେ ପୋଲିସ ମ୍ୟାଡମ ଜଣକ ଏମିତି ଉତ୍ପାତ କାହିଁକି ହେଉଥିଲେ ଓ କାହିଁକି ଏମିତି ଦାଦାଗିରି ଦେଖାଉ ଥିଲେ ତାହାର ସଠିକ ତଦନ୍ତ ପରେ ଜଣା ପଡିବ । ତେବେ ସେ ଯାହା ବି ହେଉ ନା କାହିଁକି ପୋଲିସ ଲୋକ ମାନଙ୍କର ସୁରକ୍ଷା ପାଇଁ ନିଯୁକ୍ତି ହୋଇଥାନ୍ତି । କିନ୍ତୁ ଏଠାରେ ପୋଲିସ ଅଧିକାରିଣୀ ଜଣକ ଲୋକ ମାନଙ୍କର ସୁରକ୍ଷା କରିବା ବଦଳରେ ତାଙ୍କୁ ନାଲି ଆଖି ଦେଖାଇବା କେତେ ଦୂର ଠିକ ତାହା ର ସଠିକ ଯାଞ୍ଚ ହେବା ଉଚିତ ।  ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।