ଯେତେବେଳେ ମ-ଦ ପି-ଇ ନି-ଶା-ରେ ଶାଳି ସହିତ ଡ୍ୟାନ୍ସ କରିବା ପାଇଁ ଜିଦ ଧରିଲା ବର, କନିଆଁ କରି ଦେଖାଇଲା କିଛି ଏମିତି କାମ କି…ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଉତ୍ତର ପ୍ରଦେଶରେ ଜଣେ ବର ଏମିତି କିଛି କାମ କରିଲା ଯାହା ପାଇଁ କନ୍ୟା ବିବାହ କରିବା ପାଇଁ ମନା କରିଦେଲା । କନ୍ଯାର ଏଭଳି ନିଷ୍ପତିରେ ସେଠାରେ ମାହୋଲ ଗରମ ହୋଇଗଲା ଓ ବର ପକ୍ଷ ହଙ୍ଗାମା ଆରମ୍ଭ କରିଦେଲେ ।

ମାମଲା ବଢିବାରୁ ପଞ୍ଚାୟତର ସାହାରା ନିଆଗଲା ଓ ପୋ-ଲି-ସ ମଧ୍ୟ ସେଠାରେ ଆସି ପହଞ୍ଚି ଥିଲା । ଏହି ଘଟଣା ରାଜ୍ୟର ପ୍ରତାପଗଡର ଅଟେ । ସୂଚନା ଅନୁସାରେ ବିବାହ ସମୟରେ ବର ଅନ୍ୟ ଏକ ଝିଅ ସହ ଖ-ରା-ପ ବ୍ୟବହାର କରିଥିଲେ । ଯାହାକୁ ଦେଖି କନ୍ୟା ଓ ତାଙ୍କ ପରିବାରକୁ ଅଧିକ ରା-ଗ ଲାଗିଲା । ଏହି ଘଟଣାକୁ କନ୍ୟା ପାଖ ବରଦାସ୍ତ ନ କରି ସିଧା ବିବାହ ପାଇଁ ମନା କରି ଦେଇଥିଲେ ।

ଜେତବେଳେ ହ-ଙ୍ଗା-ମା ଆରମ୍ଭ ହେଲା ସେତେବେଳେ କନ୍ୟା ପକ୍ଷ ବର ବ୍ଯତୀତ ତା ଭଉଣୀ ଓ ବରଯାତ୍ରୀ ମାନଙ୍କୁ ବ-ନ୍ଦୀ କରିଥିଲେ । ଏହା ପରେ ପୋ-ଲି-ସ ଷ୍ଟେ-ସ-ନ-କୁ ଫୋନ କରା ଯାଇଥିଲା । ପୋ-ଲି-ସ ସେଠାରେ ପହଞ୍ଚି ମା-ମ-ଲା-କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା ।

ଖବର ଅନୁଯାୟୀ ଟିକରି ଗାଁର କୁଟିଲା ଅହିନାଙ୍କର ବରଯାତ୍ରୀ ଆସିଥିଲା । କନ୍ୟା ପାଖ ବରଯାତ୍ରୀ ମାନଙ୍କୁ ସସମ୍ମାନେ ସ୍ଵାଗତ କରିଥିଲେ । ବର ମ-ଦ୍ପା-ନ କରିଥିବାର କେହି ଜାଣିପାରି ନ ଥିଲେ । ନି-ଶା-ରେ ବର ଗୋଟେ ଝିଅ ସହ ଖରାପ ବ୍ୟବହାର କରିବାରୁ ମା-ମ-ଲା ଆହୁରି ବି-ଗି-ଡି ଯାଇଥିଲା । କନ୍ୟା ପାଖଙ୍କ କହିବା ଅନୁସାରେ ବ-ର ନି-ଶା-ରେ ଥିବାରୁ ଜଣେ ଝିଅ ସହ ଖ-ରା-ପ- ଆ-ଚ-ର-ଣ କରିଥିଲେ ।

ବର ନି-ଶା-ରେ ଥିବାରୁ ସେହି ଝିଅ ଜଣକ ବର ସହ ଡ୍ୟାନ୍ସ କରିବାକୁ ମନା କରିଥିଲେ । ଏହା ପରେ ଯେତେବେଳେ କନ୍ୟାକୁ ଏହି ଖବର ଜଣା ପଡିଲା ସେ ଏହି ବିବାହ ପାଇଁ ମନା କରିଥିଲେ । କନ୍ୟା ବିବାହ ପାଇଁ ମନା କରିବାରୁ ବର ଓ ବରଯାତ୍ରୀ ମାନେ କନ୍ୟା ଘର ଲୋକଙ୍କ ସହ ଖ-ରା-ପ ଆ-ଚ-ର-ଣ କରିଥିଲେ । ଏହା ପରେ କନ୍ୟା ଘର ଲୋକେ ବର ଘର ଲୋକଙ୍କୁ ବ-ନ୍ଦୀ କରି ରୁ-ମ-ରେ ର-ଖି-ଥିଲେ । ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲେ । କିନ୍ତୁ ମା-ମ-ଲା ଅଧିକ ଗୁ-ରୁ-ତ-ର ହେବାରୁ କନ୍ୟା ପକ୍ଷ ପଞ୍ଚାୟତର ସାହାରା ନେଇଥିଲେ ।

ବର ଅ-ଭି-ଯୋ-ଗ-କୁ ଭୁଲ ବୋଲି କହିଛନ୍ତି : ପଞ୍ଚାୟତ କନ୍ୟାକୁ ନିଜ ମତ କଣ ବୋଲି ପଚାରିବାରୁ କନ୍ୟା ବିବାହ ପାଇଁ ମନା କରିଥିଲେ । ବର ମଧ୍ୟ ନିଜ ଉପରେ ହୋଇଥିବା ଅ-ଭି-ଯୋ-ଗ ଭୁଲ ବୋଲି ମନା କରିବା ସହ ସେ ନି-ଶା କରନ୍ତି ନାହି ବୋଲି କହିଥିଲେ । ବି-ବା-ଦ ବରମାଳା ସମୟରେ ଫୋଟୋ ଉଠାଇବା ସମୟରେ ଆରମ୍ଭ ହୋଇଥିଲା ।

ଯାହା ପରେ ବରକୁ ଘ-ରେ ବ-ନ୍ଦୀ କରିଗଲା । କିନ୍ତୁ ଏହି କଥାକୁ କନ୍ୟା ପକ୍ଷ ମନା କରି ବର ନିଶାରେ ଥିଲା ବୋଲି ମତ ଦେଇଛନ୍ତି । ଏହା ପରେ ପୋ-ଲି-ସ ଆସି ଅନେକ ସମୟ ଧରି ଆଲୋଚନା ପରେ କନ୍ୟା ପାଖ ବର ଓ ବରଯାତ୍ରୀଙ୍କୁ ଛାଡିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।