ସାବିତ୍ରୀ ବ୍ରତରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ ଟି ଭୁଲ, ନଚେତ ସ୍ବାମୀଙ୍କ ଉପରକୁ ମାଡି ଆସିବ ଘୋର ସଙ୍କଟ

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଆସନ୍ତା କାଲି ସାବିତ୍ରୀ ବ୍ରତ ଅଟେ । ଏହା ସମସ୍ତ ମହିଳାମାନଙ୍କ ପାଇଁ ସବୁଠୁ ବଡ ଦିନ ଅଟେ । କାରଣ ସମସ୍ତ ହିନ୍ଦୁ ଧର୍ମର ମହିଳାମାନେ ନିଜର ସ୍ଵାମୀଙ୍କ ପାଇଁ ଏହି ସାବିତ୍ରୀ ବ୍ରତ ନିଶ୍ଚିତ ରୂପରେ ପାଳନ କରିଥାନ୍ତି ।

କହିଦେଉଛୁ କି ପ୍ରତ୍ୟକ ପତୀବ୍ରତା ମହିଳାମାନେ ନିଜ ସ୍ଵାମୀର ଆୟୁ ଓ ଉନ୍ନତି ପାଇଁ ଏହି ବ୍ରତ କରି ଉପାସ ମଧ୍ୟ କରନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦେବୀ ସାବିତ୍ରୀ ଏହି ବ୍ରତ ପାଳନ କରି ଯମ ରାଜାଙ୍କ ଠାରୁ ନିଜର ସ୍ଵାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ଯମରାଜା ବି ସାବିତ୍ରୀଙ୍କ ବ୍ରତରେ ସନ୍ତୁଷ୍ଟ ହୋଇ ସାବିତ୍ରୀଙ୍କୁ ଠାରୁ ସତ୍ୟବାନ ଫେରାଇ ଦେଇଥିଲେ । ସେହି ଦିନ ଠାରୁ ହିନ୍ଦୁ ଧର୍ମର ସବୁ ମହିଳାମାନେ ଏହି ବ୍ରତକୁ ସମସ୍ତ ନିୟମ ଓ ପରମ୍ପରା ସହ ପାଳନ କରି ଆସୁଛନ୍ତି ।

ସବୁ ବର୍ଷ ସାବିତ୍ରୀ ବ୍ରତ ଦିନ ସବୁ ବିବାହିତ ମହିଳାମାନେ ଏହି ବ୍ରତ ନିଶ୍ଚିତ ରୂପରେ ପାଳନ କରିଥାନ୍ତି କାରଣ ସେମାନେ ଚାହାନ୍ତି କି ତାଙ୍କ ସ୍ଵାମୀ ସବୁଦିନ ତାଙ୍କ ପାଖରେ ରୁହନ୍ତୁ । କିନ୍ତୁ ଏହି ବ୍ରତ ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହାକୁ ଆପଣ ଭୁଲରେ ବି କରନ୍ତୁ ନାହିଁ । ଯେମିତି କି ସାବିତ୍ରୀ ବ୍ରତ ଦିନ ଆପଣ ଭୁଲରେ ବି ଅନ୍ନ ସେବନ କରନ୍ତୁ ନାହିଁ । ଏହା ସହିତ ସାବିତ୍ରୀ ବ୍ରତ ଦିନ କେବେ ବି ନିଜ ସ୍ଵାମୀଙ୍କ ସହ ଝଗଡା କରନ୍ତୁ ନାହିଁ ।

କାରଣ ଝଗଡା ସମୟରେ ଆପଣ ଯଦି ସ୍ଵାମୀଙ୍କୁ କିଛି କହୁଛନ୍ତି ତେବେ ତାହାର କୁ ପ୍ରଭାବ ଆପଣଙ୍କ ସ୍ଵାମୀଙ୍କ ଉପରେ ପଡିପାରେ । ଏହା ସହିତ ସ୍ଵାମୀଙ୍କ ଆୟୁଷ ମଧ୍ୟ ହା-ନି ହୋଇପାରେ ଏହା ସହିତ ତାଙ୍କର କ୍ଷତି ମଧ୍ୟ ହେବ । କହିଦେଉଛୁ କି ଏହି ବ୍ରତ ଦିନ ଭୁଲରେ ବି ଆମିଷ ସେବନ କରନ୍ତୁ ନାହିଁ । ଯଦି ଆମିଷ ସେବନ କରିବେ ତେବେ ଆପଣଙ୍କ ସ୍ଵାମୀ ଦରିଦ୍ର ମଧ୍ୟ ହୋଇ ପାରନ୍ତି । ସେ ଓ ଆପଣ ଉଭୟ ଲକ୍ଷ୍ମୀ ଛଡା ହୋଇଯିବେ ।

ସାବିତ୍ରୀ ବ୍ରତ ଦିନ ସବୁ ମହିଳାମାନେ ମନ୍ଦିରରେ ଶଙ୍ଖା, ସିନ୍ଦୁର ଓ ଶାଢୀ ପୂଜା କରି ଆଣିଥାନ୍ତି । ଏମିତିରେ ଭୁଲରେ ବି ଏହି ସମସ୍ତ ଜିନିଷ କାହାକୁ ବି ଦିଅନ୍ତୁ ନାହିଁ । ଏହା ସହିତ ଶାଢୀ ପୁରୁଣା ହେଲେ ବି କାହାକୁ ଦିଅନ୍ତୁ ନାହିଁ । ଅନ୍ୟ କୌଣସି ଶାଢୀ ଆପଣ ଦିଅନ୍ତୁ କିନ୍ତୁ କେବେ ବି ପୂଜା ହୋଇଥିବା ଶାଢୀ କାହାକୁ ଦିଅନ୍ତୁ ନାହିଁ । ଯଦି ଆପଣ କାହାକୁ ପୂଜା ହୋଇଥିବା ଶାଢୀ ଦେଉଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ଉପରେ ଏହାର କୁ ପ୍ରଭାବ ପଡିଥାଏ ।

ଏହା ସହିତ ଆପଣଙ୍କ ସ୍ଵାମୀଙ୍କ ଉପରେ ବି ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳେ । ସେଥିପାଇଁ କେବେ ବି ଏହି ସମସ୍ତ ଭୁଲ କେବେ ବି ସାବିତ୍ରୀ ବ୍ରତ ଦିନ କରନ୍ତୁ । ଏହା ସହିତ ସାବିତ୍ରୀ ବ୍ରତ ଦିନ ସମସ୍ତ ନିୟମ ମାନି ବ୍ରତ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଆୟୁଷ ଆହୁରି ଅଧିକ ବଢିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।