ସକାଳୁ ଉଠିବା ମାତ୍ରେ ଜପନ୍ତୁ ଏହି 4 ଶବ୍ଦର ମନ୍ତ୍ର, ଭିକାରି ବି ହେଇଯିବ କୋଟିପତି, ଦୁନିଆ ରହିବ ଆପଣଙ୍କ ହାତ ମୁଠାରେ

ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ଯାହା ଫଳରେ ସେ ତା ଜୀବନରେ ଅନେକ ଦୁଖ କଷ୍ଟ ଭୋଗ କରିଥାଏ । କିଛି ଲୋକଙ୍କ ଜୀବନରେ ବିନା କାରଣରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ଯା ପରିବାର ପାଇଁ ହେଉ ବା ଅନ୍ୟ କୌଣସି କାରଣରୁ ମଧ୍ୟ ହୋଇଥାଏ । ସେଥି ପାଇଁ ମନୁଷ୍ୟକୁ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ । ଏହା ଦ୍ଵାରା ଭଗବାନଙ୍କ କୃପା ମିଳିବା ସଙ୍ଗେ ସଙ୍ଗେ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ମଣିଷ ସକାଳୁ ଉଠିବା ପରେ କରିଲେ ତା ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ପ୍ରତେକ ମଣିଷକୁ ସକାଳୁ ଉଠିବା ପରେ ଭଗବାନ ଶିବଙ୍କର ନାମ ନେଇ “ଓମ ନମହ ଶିବାୟ” ଜପିବା ଉଚିତ । ଘରର ପ୍ରତେକ ସଦସ୍ୟ ଯେମିତିକି ବଡ ହେଉ ବା ଛୋଟ ହେଉ ସମସ୍ତଙ୍କୁ ଏହି ଉପାୟ କରିବା ଉଚିତ ।

ଏହା କରିବା ଦ୍ଵାରା ଆପଣଙ୍କର ମାନସିକ ଚିନ୍ତାଧାରା ମଜବୁତ ହେବା ସହ ଆପଣ ଜୀବନରେ ସଫଳତା ମଧ୍ୟ ହାସଲ କରି ପାରିବେ । ଘରର ନାରୀ ମାନେ ମଧ୍ୟ ଏହି ଶବ୍ଦକୁ ଉଚ୍ଚାରଣ କରି ପାରିବେ । ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତିର ଆଗମନ ହୋଇ ପାରିବ । ଯେଉଁ ନାରୀ ମାନେ ନୂଆ ବିବାହିତ ହୋଇଥିବେ ସେମାନେ ଏହି ଶବ୍ଦକୁ ଉଚ୍ଚାରଣ କରିଲେ ଉତ୍ତମ ସନ୍ତାନର ଜନ୍ମ ହୋଇଥାଏ ।

ଏହା ସହ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ବୟସ୍କ ବ୍ୟକ୍ତି ବା ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ଏହି ଉପାୟ କରି ପାରିବେ । ଏହା ବ୍ଯତୀତ ଯଦି ଜଣେ ବ୍ୟକ୍ତି ନିଜର ମନୋସ୍କାମନା ପୂରଣ କରିବାକୁ ଚାହୁଛି ତେବେ ଏହି ଉପାୟ କରିବା ଉଚିତ । ତେଣୁ ସର୍ବ ପ୍ରଥମେ ଆପଣଙ୍କୁ ସକାଳୁ ଉଠିବା ପରେ ଭଗବାନ ଶିବଙ୍କର ନାମ ସ୍ମରଣ କରିବା ଉଚିତ । ଆପଣଙ୍କ ଦିନର ଆରମ୍ଭ ଦେବତାଙ୍କ ପୂଜା ଆରାଧନା କରି ଶୁଭାରମ୍ଭ କରିବା ଉଚିତ ।

ଆପଣଙ୍କୁ ସକାଳୁ ଉଠି ହାତ ଯୋଡି “ଓମ ଜୂଂ ସହ” ଶବ୍ଦ ଉଚ୍ଚରଣ କରିବା ଉଚିତ । ଏହି ଶବ୍ଦଟି ମହା ମୃତ୍ୟୁଞ୍ଜୟ ଶବ୍ଦ ଅଟେ । ଆପଣ ସକାଳୁ ନତ ମସ୍ତକ ହୋଇ “କରାଗ୍ରେ ବସ୍ତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ” ଏହି ମନ୍ତ୍ରକୁ ଜପିବା ଉଚିତ । ଏହାର ଅର୍ଥ ହେଉଛି ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ହାତର ମଧ୍ୟ ଭାଗରେ ସରସ୍ଵତୀ, ହାତର ମୂଳରେ ଗୋବିନ୍ଦଙ୍କର ବାସ ହୋଇଥାଏ ।

ଆପଣ ମାନେ ଏହି ଦୁଇଟି ଶବ୍ଦରୁ କୌଣସି ଗୋଟିଏ ଶବ୍ଦ ଉଚ୍ଚରଣ ବା ଜପ କରି ପାରିବେ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ସଫଳତାର ଆଗମନ ହେବ । ଆପଣ ଜୀବନ କର୍ମ ଭୂମିରେ ବିଜୟ ଲାଭ କରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥିବ । ଯଦି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ