Vastu Shastra- ସକାଳୁ ଉଠିବା ମାତ୍ରେ ଦେଖି ନିଅନ୍ତୁ ସ୍ତ୍ରୀଙ୍କର ଏହି 2 ଟି ଜିନିଷ, ବିନା ପୂଜା ପାଠରେ ହିଁ ହେଇଯିବେ କୋଟିପତି

ଆମ ବେଦ ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ ଏପରି କିଛି କୁହାଯାଇଛି ଯେ ଯାହାକୁ କି ଆପଣ ଜାଣିପାରିଲେ ବିନା ପୂଜା ପାଠ କରି ହୋଇଯିବେ ଭାଗ୍ୟବାନ କିମ୍ବା ମାଲାମାଲ । ଆମ ଜୀବନରେ ପୂଜା ପାଠର ବହୁତ ମହତ୍ଵ ଥାଏ । ଏହି ପୂଜା ପାଠ ଦ୍ଵାରା ବ୍ୟକ୍ତି ତାର ଜୀବନରେ ଯାହା ପାଇବାକୁ ଇଚ୍ଛା କରିଥାଏ ତାହା ସେ ଅତି ସହଜରେ ପାଇଥାଏ ।

ବ୍ୟକ୍ତି ଜୀବନରେ ଧାନ ରତ୍ନ ପାଇବା ପାଇଁ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ସହଜରେ ଏହାକୁ ହାସଲ କରିପାରେ ନାହିଁ । କିନ୍ତୁ କିଛି ବ୍ୟକ୍ତି ଏପରି ଅଛନ୍ତି ବିନା ପୂଜା ପାଠ କରି ମଧ୍ୟ ବହୁତ ଭାଗ୍ବାନ ହୋଇଥାନ୍ତି ଓ ଜୀବନରେ ବହୁତ ମାଲା ମାଲ ହୋଇଥାନ୍ତି ତେବେ ଆସନ୍ତୁ ଜାଣିବା ଏହି ଉପାୟଟି  କଣ ଅଟେ ।

ଯେଉଁ ବ୍ୟକ୍ତି ପୁରା ସକାଳୁ ସକାଳୁ ମହିଳାଙ୍କର ଏହି ଗୋଟିଏ ଜିନିଷ ଦେଖନ୍ତି ତେବେ ସେହି ବ୍ୟକ୍ତିଙ୍କର ଭାଗ୍ୟ ଚମକି ଉଠେ । ମହିଳାଙ୍କର ଏହି ଜିନିଷଟି ବହୁତ ଖାସ ହୋଇଥାଏ । ସର୍ବ ପ୍ରଥମେ ଆପଣ ଜେତେବେଳେ ସକାଳୁ ସକାଳୁ ଉଠୁଛନ୍ତି ସେହି କ୍ଷଣ ମହିଳାଙ୍କର କାନ କି ନିଶ୍ଚିତ ଦେଖନ୍ତୁ । କାହିଁକି ନା ମହିଳାଙ୍କର କାନର ପଛପାଖରେ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କର ଅସ୍ଥାଇ ରୂପେ ବାସ କରିଥାନ୍ତି ।

ମହିଳାଙ୍କର ଏହି ସ୍ଥାନ ବହୁତ ପବିତ୍ର ହୋଇଥାଏ । ଏଥିପାଇଁ ମହିଳାଙ୍କର ଏହି ସ୍ଥାନକୁ ସ୍ପର୍ଶ କରି ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ । ଏପରି କରିବା ଦ୍ଵାରା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ । ଆପଣଙ୍କୁ କୌଣସି ପ୍ରକାରର ଆର୍ଥିକ ପରିସ୍ଥିତିର ସାମନା କରିବାକୁ ପଡେ ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ମହିଳାଙ୍କ ପ୍ରତି ଖରାପ ବିଚାର ରଖିବା ଉଚିତ ନୁହେଁ । ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

ଦ୍ଵିତୀୟ କଥା । ମା ଲକ୍ଷ୍ମୀ ମହିଳାଙ୍କ ର ୫ ଟି ସ୍ଥାନରେ ବାସ କରିଥାନ୍ତି । ସକାଳୁ ଉଠି ମୁଣ୍ଡରେ ସିନ୍ଦୁର ପିନ୍ଧିଥିବା ଓ ସାଜ ଅଜା ହୋଇଥିବା ମହିଳାଙ୍କୁ ଦେଖିବା ଉଚିତ କାହିଁକି ନା ମହିଳାଙ୍କର ଏହି ସିନ୍ଦୁର ପିନ୍ଧିଥିବା ସ୍ଥାନରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଆମ ଶାସ୍ତ୍ରରେ କୁହାଯାଇଛି କି ମା ଲକ୍ଷ୍ମୀ ମହିଳାଙ୍କରେ ମୁଣ୍ଡରେ ବାସ କରିଥାନ୍ତି । ଏଥିପାଇଁ ମହିଳା ମାନେ ଏହି ସ୍ଥାନରେ ଶିନ୍ଦୁର ପିନ୍ଧି ମା ଲକ୍ଷ୍ମୀଙ୍କୁ ସମ୍ମାନ ଦେଇଥାନ୍ତି ।

ତୃତୀୟ କଥା । ଆପଣ ଯେତେବେଳେ ସକାଳୁ ଉଠୁଛନ୍ତି ଏହି ସମୟରେ ସ୍ତ୍ରୀଙ୍କର ପାଦକୁ ଦେଖିବା ଉଚିତ । ଏହା ବହୁତ ଶୁଭ ହୋଇଥାଏ । ସ୍ତ୍ରୀଙ୍କ ଚରଣରେ ସବୁ ପ୍ରକାରର ଶୁଖ ଓ ବ୍ୟକ୍ତିର ଖରାପ କର୍ମକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ବ୍ୟକ୍ତି ସ୍ତ୍ରୀକୁ ସମ୍ମାନ ଦେଇଥାଏ ସେ ସବୁବେଳେ ଇଶ୍ଵରଙ୍କର ଆଶୀର୍ବାଦ ପାଇଥାଏ ।

ଏମିତିରେ ସକାଳୁ ସକାଳୁ କୌଣସି ଆଦରଣୀୟ ବ୍ୟକ୍ତିର ପାଦକୁ ସ୍ପର୍ଶ କରିବା ଦ୍ଵାରା ବ୍ୟକ୍ତିକୁ ଭଗବାନଙ୍କର କୃପା ମିଳିଥାଏ । ଛୋଟ ଛୋଟ କନ୍ୟା ମାନଙ୍କର ପାଦ ସ୍ପର୍ଶ କିମ୍ବା ସେମାନଙ୍କୁ ଦେଖିବା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ । ସକାଳୁ ସକାଳୁ ଉଠି ଆପଣ ସ୍ତ୍ରୀଙ୍କର ନାଭିକୁ ଦର୍ଶନ କରନ୍ତୁ । କାହିଁକି ନା ସ୍ତ୍ରୀମାନଙ୍କର ନାଭିରେ ପାର୍ବତୀଙ୍କର ବାସ ଥାଏ । ଏଥିପାଇଁ ମା ପାର୍ବତୀଙ୍କୁ ସ୍ମରଣ କରି ନାଭିକୁ ଦର୍ଶନ କରିବା ଦ୍ଵାରା ପାର୍ବତୀଙ୍କର କୃପା ମିଳିଥାଏ । ଏହା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।