ସବୁ ଦିନ ସକାଲୁ ଉଠି ପ୍ରଥମେ ନିଜ ନିଜକୁ କୁହନ୍ତୁ ଏହି 5ଟି କଥା, ଯାହା କରିବେ ସବୁଥିରେ ହେବେ ସଫଳ

ଅବଦୁଲ କଲାମ କହିଥିଲେ କି ନିଦରେ ଦେଖିଥିବା ସ୍ଵପ୍ନ ସ୍ଵପ୍ନ ନୁହେଁ । ସ୍ଵପ୍ନ ସେଇଟା ଅଟେ ଯାହାଦ୍ୱାରା କି ଆମକୁ ନିଦ ନ ଲାଗେ । ଅବଦୁଲ କଲାମ ଏମିତି କିଛି ପଞ୍ଚଟି କଥା କହିଥିଲେ ଯାହାକି ଆମକୁ ସକାଳୁ ଉଠି ନିଜକୁ କହିବା ଉଚିତ । ଆସନ୍ତୁ ଜାଣିବା ସେଇ ପାଞ୍ଚଟି କଥା କଣ ଥିଲା । ପ୍ରଥମ କଥା ମୁଁ ସବୁଠୁ ଭଲ ଅଟେ, ମୁଁ ସବୁଠୁ ଭଲ ଅଟେ ଅର୍ଥାତ ଦୁନିଆରେ ମୋ ଛଡା ଭଲ ଆଉ କେହି ନାହିଁ କିମ୍ବା ମୋ ସହ ଟକ୍କର ଦେବାକୁ ଆଉ କେହି ନାହିଁ ।

ଯଦି ସକାଳୁ ଉଠି ନିଜକୁ ଏହା କହନ୍ତି ତେବେ ଦିନେ ନା ଦିନେ ଏମିତି ଏକ ସମୟ ଆସିବ ସତରେ ଆପଣ ସବୁଠୁ ଭଲ ଥିବେ ।

ଦ୍ଵିତୀୟ କଥା ମୁଁ ଏହା କରିପାରିବି

ସବୁ ମନୁଷ୍ୟର ଜୀବନରେ ଏକ ସ୍ଵପ୍ନ ଥାଏ କିନ୍ତୁ ସମସ୍ତେ ଏହା କରିପାରନ୍ତି ନାହିଁ କାହିଁକି ନା ନିଜ ଉପରେ ତାଙ୍କର ବିଶ୍ଵାସ ନଥାଏ । ଆପଣ ନିଜ ଉପରେ ବିଶ୍ଵାସ କରନ୍ତୁ ଓ ସବୁ ଦିନ ସକାଳୁ ଉଠି ନିଜକୁ ଏହି କଥା କୁହନ୍ତୁ କି ମୁଁ ଏହା କରିପାରିବି ।

ତୃତୀୟ କଥା ଭଗବାନ ସବୁବେଳେ ମୋ ସାଥିରେ ଅଛନ୍ତି

ମନୁଷ୍ୟ ସହିତ ଯେତେବେଳେ କୌଣସି ଖରାପ ଘଟନା ଘଟିଥାଏ ସେତେବେଳେ ସେ କୁହେ କି ସବୁବେଳେ ମୋ ସହିତ ଏମିତି କାହିଁକି ହୁଏ । ଭାବାନଙ୍କ ଉପରେ ସବୁବେଳେ ବିଶ୍ଵାସ ରଖନ୍ତୁ ,ଆପଣଙ୍କୁ କଣ ଲାଗୁଛି କି ଭଗବାନ କାହା ସହ କଣ ଖରାପ କରିପାରନ୍ତି । ଭଗବାନ ଯାହାବି କରନ୍ତି କାହାର ନା କାହାର ଭଲ ହୋଇଥାଏ । ହେଇପାରେ ଆମର ଭଲ ନହେଉ କିନ୍ତୁ ଆମ ପାଇଁ ଅନ୍ୟ କାହାର ଭଲ ହୋଇପାରେ । ଭଗବାନ ଉପରେ ସବୁବେଳେ ବିଶ୍ବାସ ରଖନ୍ତୁ କି ଭଗବାନ ସବୁବେଳେ ମୋ ସହିତ ଅଛନ୍ତି ।

ଚତୁର୍ଥ କଥା ମୁଁ ଏକ ବିଜେତା ଅଟେ

ଅଧାରୁ ଆଧିକ ମନୁଷ୍ୟ ଜୀବନରେ ହାରି ଯାଇଥାନ୍ତି । ଯେତେବଳେ ମନୁଷ୍ୟ ହାରି ଯାଇ ଥାଏ ସବୁବେଳେ ନିଜକୁ ହାରି ଯାଇଥିବା ଭାବେ । ଆପଣ ଟିକେ ଭାବି ଦେଖନ୍ତୁ କି ଆପଣ ବିଜେତା ଅଟନ୍ତି । ଆପଣଙ୍କ କାମ ଗୁଡିକ ମଧ୍ୟ ସବୁ କେହତରେ ବିଜୟ ହେବ । ଆପଣ ନିଜକୁ ଯେତେବେଳେ ବିଜେତା ଭାବିବେ ସେତେବେଳେ ଆପଣ ନିଶ୍ଚିତ ଭାବେ ଜିତିବେ ।

ପଞ୍ଚମ କଥା ଆଜି ଦିନଟି ମୋ ପାଇଁ ଅଟେ

ସକାଳୁ ଉଠି ନିଜକୁ କୁହନ୍ତୁ କି ଆଜି ଦିନଟି ମୋର ଅଟେ । ଆଜି ପର୍ଯ୍ୟନ୍ତ ଯାହା ହେଲା ହୋଇଗଲା କିନ୍ତୁ ଆଯୋ ଦିନଟି ମୋ ପାଇଁ ଅଟେ ଏହି ଦିନକୁ ମୋ ଜୀବନରେ ସବୁଠୁ ଉତ୍ତମ ଦିନ ଭାବେ କରିବି । ଆପଣ ଯଦି ସେହି କାର୍ଯ୍ୟ କରିବେ ଆଗରୁ ଯାହା କରୁଥିଲେ ତେବେ ଆପଣଙ୍କୁ ସେହି ପୂର୍ବ ଜିନିଷ ହିଁ ମିଳିବ ।

ଆପଣଙ୍କ ସଫଳତା ନିର୍ଭର କରେକି ଆପଣ ସବୁ ଦିନ କଣ କରୁଛନ୍ତି ଓ ଯେଉଁ କାମ ଆପଣ କରୁଛନ୍ତି ସେହି କମ କିପରି କରୁଛନ୍ତି । ସେଥିପାଇଁ ସବୁଦିନ ସକାଳୁ ଉଠି ନିଜକୁ ଏହା କୁହନ୍ତୁ କି ଆଜି ଦିନଟି ମୋ ପାଇଁ ଅଟେ ଏହା ଫଳରେ ଆପଣ ଯାହା କରିବେ ସବୁ ତିରେ ସଫଳତା ପାଇବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।