ଲଗାତାର 3 ଦିନ ସକାଳୁ ଜୀରା(Cumin) ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ- Health Tips

ଆମ ଶରୀରରେ ଅନେକ କାରଣ ଯୋଗୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଯେମିତିକି ଅଧିକ ମୋଟା ହୋଇଯିବ ବା ଅନ୍ୟ ଯେ କୌଣସି ସମସ୍ଯା ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଜୀରା ପାଣିର ସେବନ ଦ୍ଵାରା କେଉଁ ସବୁ ରୋଗ ଭଲ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଜୀରା ପାଣି ପିଇବା ଦ୍ଵାରା ଶରୀରର ମୋଟାପଣ କମ ହୋଇଥାଏ । କିନ୍ତୁ ଏହାକୁ କିପରି ସେବନ କରିବାକୁ ହୁଏ ଆସନ୍ତୁ ଜାଣିବା । ପ୍ରଥମେ କିଛି ଜିରାକୁ ଭଲ ଭାବେ ଏକ ପାତ୍ରରେ ଭାଜି ଦେବା । ଏହା ପରେ ଏହାର ଗୁଣ୍ଡ ପ୍ରସ୍ତୁତ କରି ଏହାର ସେବନ କରିବା ଦରକାର । କିନ୍ତୁ ଏହି ଭଜା ଯାଇଥିବା ଜୀରା ଫ୍ରେସ ହୋଇଥିବା ଦରକାର । ତମ୍ବା ପାତ୍ରରେ କିଛି ପଣି ରାତିରେ ରଖି ସକାଳେ ଏହାକୁ ଅଳ୍ପ ମାତ୍ରାରେ ଗରମ କରି ଏଥିରେ କିଛି ମାତ୍ରାରେ ଲେମ୍ବୁ, ମହୁ ଓ ଅଳ୍ପ ମାତ୍ରାରେ ଜୀରା ଗୁଣ୍ଡ ମିଶାଇ ଏହାର ସେବନ କରିବା ଉଚିତ ।

ଯେଉଁ ମାନଙ୍କର ଡାଇବେଟିସ ଥିବ ସେମାନେ ଅଳ୍ପ ପରିମାଣରେ ଜୀରା ଗୁଣ୍ଡ, ନିମ ପାଉଡର, ହଳଦୀ ଗୁଣ୍ଡ ମିଶାଇ ସପ୍ତାହକୁ ୩ଦିନ ସେବନ କରିବା ଉଚିତ । ଅଧିକାଂଶ ଜିରାର ପାଣି ସେବନ କରିବା ଦ୍ଵାରା ଖରା ଦିନେ ଲାଭ ମିଳିଥାଏ । ଖରା ଦିନେ ଆମ ଶରୀରରେ ଜଳୀୟଅଂଶ କମ ରହୁଥିବାରୁ ଜୀରା ପାଣି ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ଏହା ଛଡା ପୋଦିନାରେ କିଛି କଳା ଲୁଣ, ଗୋଲମରୀଚ, ଜୀରା ଗୁଣ୍ଡ ଓ ଲେମ୍ବୁ ମିଶାଇ ସେବନ କରିବା ଉଚିତ । ଗରମ ଦିନରେ ଜୀରା ପାଣିର ଦିନକୁ ୩ରୁ ୪ ଥର କରିଲେ କେଉଁ କେଉ ଫାଇଦା ହୋଇଥାଏ ।

ଅଧିକାଂଶ ପୁରୁଷ ମାନଙ୍କ ପାଇଁ ଏହା ବହୁତ ଦରକାରୀ ହୋଇଥାଏ। ଏଥିପାଇଁ ସତାଭରି ପାଉଡର, ଅଶ୍ଵଗନ୍ଧା ପାଉଡରକୁ ତମ୍ବା ପାତ୍ରରେ ରକ୍ଷା ଯାଇଥିବା ପାଣି ସହ କିଛି ମାତ୍ରାରେ ଜୀରା ପାଉଡର ମିଶାଇ ସେବନ କରିଲେ ଏହା ବହୁତ ଲାଭଦାୟକ ହୋଇଥାଏ । ଏହି ଜୀରା ପାଣିର ସେବନ କରିବାକୁ ପୂର୍ବରୁ ଯୋଗ ବା ପ୍ରାଣାୟାମ ପ୍ରତି ଦିନ ସକାଳେ କରିବା ଉଚିତ । ଏହା ଛଡା ଯେଉଁ ମାନଙ୍କର ଆଖି ସମସ୍ଯା ବା କେଶ ସମସ୍ଯା ରହିଛି ସେମାନେ କିଛି ମାତ୍ରାରେ ଆମଲା ଚୁରନ, ଜୀରା ପାଉଡରର ସେବନ କରିଲେ ଏହା ଆଖିର ପାୱାର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ ।

କେଶ ଝାଡୁଥିଲେ ମଧ୍ୟ ଏହା ଦୂର ହୋଇଥାଏ । ଯଦି ଶରୀରରେ ରକ୍ତର କମି ହୋଇଥାଏ ତେବେ ଜୀରା ପାଣି ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ଯଦି ଏପରି ହୋଇଥାଏ ତେବେ ସୂର୍ଯ୍ୟ କ୍ରିୟା କରିବା ନିହାତି ଜରୁରୀ ହୋଇଥାଏ । ଛୋଟ ପିଲା ମାନେ ମଧ୍ୟ ଏହି ଜୀରା ପାଣିର ସେବନ କରି ପାରିବେ । ମନକୁ ଶାନ୍ତ ରଖିବା ପାଇଁ ବା ଶରୀର ଥଣ୍ଡା ହେବ ପାଇଁ ମଧ୍ୟ ଏହା ବହୁତ ଦରକାରୀ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ