ସକାଳୁ ବିଛଣା ଛାଡିବା ପୂର୍ବରୁ କଣ କରିବେ, ଜାଣନ୍ତୁ ସକାଳୁ କେଉଁ କାମ କଲେ ହୋଇଥାଏ ଶୁଭ_ Ajira Anuchinta

ସକାଳ ଜୀବନର ଆରମ୍ଭ ଅଟେ , ସକାଳୁ ଲୋକମାନେ ନିଜ କର୍ମ କ୍ଷେତ୍ରକୁ ଯାନ୍ତି ଓ ନିଜକୁ ପୁଣି ଜୀବିତ ଦେଖି ଆନନ୍ଦିତ ହୁଅନ୍ତି କାରଣ ରାତ୍ରରେ ଆମେ ଜୀବିତ ଥାଇ ମଧ୍ୟ ମୃତ ସମାନ । ସକାଳୁ ଉଠିଲେ ଆମେ ଜୀବନ ଯିବା ସିଖୁ ଏହାର ଅର୍ଥ ଆମେ ଏବେବି ଜୀବିତ । ତେବେ ସକାଳୁ ଉଠି ପ୍ରଥମେ ଆମେ ନିଜ ପାପୁଲିକୁ ଦେଖୁ କାରଣ ପାପୁଲିରେ ଆମର ଭାଗ୍ୟ ରେଖା ଅଛି । ତେବେ ସକାଳୁ ପାପୁଲି ଦର୍ଶନ ପରେ କଣ କରିବା ଦ୍ଵାରା ଆମେ ଉପରକୁ ଉଠି ଥାଉ ଆସନ୍ତୁ ଜାଣିବା।

ସକାଳୁ ଉଠି ଯଦି ଆପଣ ଏହି ନାମ ଧରିବେ ତେବେ ଆପଣ ଜୀବନରେ କେବେବି ହାରିବେ ନହିଁ । ଧନର କେବେବି ଅଭାବ ରହିବା ନାହିଁ । ଏହି କିଛି ଜଣଙ୍କୁ କୁହାଯାଏ  ଗୃରୁଜନ ।

ପ୍ରଥମେ ସ୍ଵୟଂଭୂ ମାନେ ବ୍ରହ୍ମା ଜଗତର ନିର୍ମାତା ଜଗତ ପିତା । ଦ୍ଵିତୀୟରେ ନାରଦ ବ୍ରହ୍ମାଙ୍କ ମାନସ ପୁତ୍ର । ନାରଦଙ୍କୁ କିଅବା ନ ଜାଣେ ସେ ହେଉଛନ୍ତି ସ୍ଵର୍ଗ ପୁରର ସାମ୍ବାଦିକ । ତୃତୀୟରେ ଶମ୍ବୁ  ଜିଏକି ସଂହାର କର୍ତ୍ତା ଆମକୁ ଯୁଗେ ଯୁଗେ ରକ୍ଷା କରିଛନ୍ତି । ଚତୁର୍ଥରେ ହେଲେ କୁମାର ହେଲେ କୁମାର ହେଉଛନ୍ତି ଶରତ କୁମାର ।

ପଞ୍ଚମରେ କପିଳ ଇଏ ହେଲେ ମାତା ଦେବଉତି ଓ ଋଷି କର୍ଦମଙ୍କ ସୁପୁତ୍ର । ଯାହାଙ୍କ ନାମ ୩୨ ଅବତାର ମଧ୍ୟରେ ଆସେ । ଏହା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଛନ୍ତି । ଷଷ୍ଠରେ ମନୁ ଜିଏକି ବଇବସ୍ଵତ ମନୁ । ମନୁଙ୍କ ନାମରୁ ଆମାର ମନ୍ଵନ୍ତରର ସୃଷ୍ଟି । ମନୁ ଦକ୍ଷିଣ ଦିଗରେ ବିରାଜ ମାନ । ଏହାଙ୍କ ନାମରେ ଅନେକ ପୂଣ୍ୟଫଳ ପ୍ରାପ୍ତି ହୁଏ । ସପ୍ତମରେ ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଜିଏକି ରାକ୍ଷସ କୂଳରେ ଥାଇ ମଧ୍ୟ ନିଜକୁ ୧୨ଟି ଭଗବତ ମଧ୍ୟରେ ରକ୍ଷି ପାରିଛନ୍ତି ।

ପ୍ରହଲ୍ଲାଦ ହିରଣ୍ୟ କଶ୍ୟପଙ୍କର ସନ୍ତାନ ହୋଇ ବି ନିଜର ପିତାଙ୍କୁ ବଳି ଦେଇଥିଲା ମାନବର କଲ୍ୟାଣ ପାଇଁ ତେଣୁ କରି ତାଙ୍କ ନାମରେ ଅନେକ ପୂଣ୍ୟଫଳ ଅଛି । ଅଷ୍ଟମରେ ୟନକ ମାନେ ସୀତା ମାତାଙ୍କ ପିତା ରାଜଶ୍ରୀ ଜନକ ।  ଜେନ ରାଜଶ୍ରୀ ହେଲେ ମଧ୍ୟ ସେ ତତ୍ଵ ଦର୍ଶୀ,ସଂକଳ୍ପ ବାଦୀ, ବ୍ରହ୍ମାତ୍ମା ଅଟନ୍ତି । ଯେଉଁ ରାଜା ନିଜର ପ୍ରଜା ପାଇଁ ନିଜେ ହଲ କରେ ସେଭଳି ମହାତ୍ମାଙ୍କ  ନାମ  ନେଲେ ଆପଣ ପୂଣ୍ୟର ଭାଗୀଦାର ହେବେ । ଶେଷରେ ହେଉଛନ୍ତି ୟମ ମାନେ ଯମ ଯେକି ମୃତ୍ୟୁର ଦେବତା ।

ମୃତ୍ୟୁ ସତ୍ୟ ଅଟେ ଜଏ ଆସିଛି ସେ ଜୀବ । ଜୀବନରେ ଏହି ସତ୍ୟର ସାମନାକୁ ଆମେ ନିଶ୍ଚୟ ଯିବା ତେଣୁ ଏହାଙ୍କ ନାମ ସକାଳୁ ଧରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଦୁଃଖ, ଅଶାନ୍ତି, କ୍ଲେଶ, ନିରାଶ ପଣ, ଦୂର ହୁଏ । ଏହା ସହ ଆପଣ  ଧନବାନ ବି ହେବେ । ତେବେ ବନ୍ଧୁଗଣ ମାନଙ୍କୁ ଅନୁରୋଧ ଯଦି ଆପଣ ଙ୍କୁ ଏହା ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ଯିବା ପାଇଁ ଏହିକୁ ପେଜ ଟିକୁ ଲାଇକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।