ଆଜି ଆମେ ଆପଣଙ୍କୁ ଏକ ଏମିତି ବଲୀଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଏକ ସହିତ ବଲୀଉଡର ଦୁଇ ଜଣ ଅଭିନେତାକୁ ଡେଟ କରିବାର ପ୍ରତିଭା ରଖୁଥିଲେ । ଆମେ କଥାବାର୍ତ୍ତା କରୁଛୁ ଅମୃତା ସିଂହଙ୍କ ବିଷୟରେ । ଆପଣ ସମସ୍ତେ ଜାଣିଛନ୍ତି କି ଅମୃତା ସିଂହ ସୈଫ ଅଲୀ ଖାନଙ୍କର ପ୍ରଥମ ପତ୍ନୀ ରହି ସାରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗୋଟିଏ ସମୟ ଏମିତି ବି ଥିଲା, ଯେତେବେଳେ ଅମୃତା ସିଂହ ବିନୋଦ ଖନ୍ନାଙ୍କ ଭଳି ସୁପରଷ୍ଟାରଙ୍କୁ ବି ଡେଟ କରୁଥିଲେ ।
ଏମାନେ ପରସ୍ପରକୁ ପ୍ରେମ ବି କରିବାକୁ ଲାଗିଥିଲେ । କିନ୍ତୁ ଯେତେବେଳେ ଅମୃତା ସିଂହଙ୍କର ମାଙ୍କୁ ଏହି ଦୁଇ ଜଣଙ୍କର ସମ୍ପର୍କ ବିଷୟରେ ଜଣା ପଡିଲା ତେବେ ସେ ଏହି ସମ୍ପର୍କକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଲେ । ଏହା ପରେ ଅମୃତା ସିଂହଙ୍କର ସାକ୍ଷାତ ସୈଫ ଅଲୀ ଖାନଙ୍କ ସହିତ ହେଲା ଓ ଦୁଇ ଜଣଙ୍କୁ ପ୍ରଥମ ନଜରରେ ହିଁ ପରସ୍ପରକୁ ପ୍ରେମ ହୋଇଗଲା ।
ଆପଣଙ୍କୁ କହିଦେଉଛୁ ଯେ ସୈଫ ଅଲୀ ଖାନ ଅମୃତା ସିଂହଙ୍କ ଠାରୁ ୧୦ ବର୍ଷ ଛୋଟ ଅଟନ୍ତି । ଏହା ପରେ ଦିନେ ଅମୃତା ସିଂହ ସୈଫ ଅଲୀ ଖାନଙ୍କୁ ନିଜ ଘରେ ଡିନର ପାଇଁ ଡାକିଥିଲେ । ମାନେ ଯଦି ସିଧା ଶବ୍ଦରେ କୁହାଯାଏ ତେବେ ସେମାନେ ପରସ୍ପରକୁ ଚାହୁଁ ଥିଲେ । ଏମିତିରେ ଅମୃତା ସିଂହ ବିନଦୋ ଖନ୍ନାଙ୍କୁ ପୂରାପୂରି ଭୁଲି ଯାଇଥିଲେ । ଏହା ପରେ ଯାହା ହେଲା ଆପଣ ତାହା ବିଷୟରେ ବିଶ୍ଵାସ ବି କରି ପାରିବେ ନାହିଁ ।
କହିବାକୁ ଗଲେ ଦିନେ ବିନୋଦ ଖନ୍ନା ଅମୃତା ସିଂହଙ୍କ ଘରକୁ ଗଲେ । ଏମିତିରେ ସେ ସୈଫ ଅଲୀ ଖାନଙ୍କୁ ଅର୍ଧ ନଗ୍ନ ଅବସ୍ଥାରେ ଅମୃତା ସିଂହଙ୍କ ବେଡରୁମରେ ଦେଖି ନେଲେ । ଏହାକୁ ଦେଖି ବିନଦୋ ଖାନ୍ନା ଭଲ ଭାବରେ ବୁଝି ଗଲେ କି ଅମୃତା ସିଂହ ତାଙ୍କୁ ବୋକା ବନାଉଛନ୍ତି । ଏହା ପରେ ସେ ଚୁପଚାପ ସେଠୁ ଚାଲିଗଲେ ଓ ସେ ଅମୃତା ସିଂହଙ୍କ ଠାରୁ ସମସ୍ତ ସମ୍ପର୍କ ଭାଙ୍ଗି ଦେଲେ । ଏହା ପରେ ସୈଫ ଅଲୀ ଖାନ ଅମୃତା ସିଂହଙ୍କୁ ବିବାହ କରି ନେଲେ ଓ ଏହି ଦୁଇ ଜଣଙ୍କର ଦୁଇଟି ସନ୍ତାନ ବି ଅଛି ।
କିନ୍ତୁ ବିବାହର କିଛି ବର୍ଷ ପରେ ଅମୃତା ସିଂହ ଓ ସୈଫ ଅଲୀ ଖାନଙ୍କର ଛାଡପତ୍ର ହୋଇଗଲା । ପୁଣି ସୈଫ ଅଲୀ ଖାନ କରିନା କପୁରଙ୍କୁ ବିବାହ କରିନେଲେ । କହିବାକୁ ଗଲେ ବିନଦୋ ଖନ୍ନା ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି, କିନ୍ତୁ ତଥାପି ତାଙ୍କର ସ୍ମୃତି ଆଜି ବି ଆମ ସହିତ ଅଛି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।