ସଫଳତା ଆଡକୁ କ୍ରାଇମବ୍ରାଞ୍ଚର ଗତି…ପ୍ରଥମ ପ୍ରହାରରେ ଘାଇଲା ହେଲା ରୋଷେୟା… ଆଉ ରହିଲେ 2 ଜଣ

ACFO ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-ରେ ତଦନ୍ତକୁ ତ୍ବରାନ୍ବିତ କରିଛି କ୍ରା-ଇ-ମ-ବ୍ରା-ଞ୍ଚ । ପ୍ରଥମେ ସୌମ୍ୟଙ୍କ ସରକାରୀ ବାସଭବନରୁ ସା-ଇ-ଣ୍ଟି-ଫି-କ ତ-ଥ୍ୟ ପ୍ର-ମା-ଣ ଯୋଗାଡ ପରେ କ୍ରା-ଇ-ମ-ବ୍ରା-ଞ୍ଚ ଏବେ ଆରମ୍ଭ କରି ଦେଇଛି ଜେ-ରା । ପ୍ରଥମେ ୫ ଜଣଙ୍କୁ ପାରଳାଖେମୁଣ୍ଡି ଥାନାରେ ଜେ-ରା କରିଛି କ୍ରା-ଇ-ମ-ବ୍ରା-ଞ୍ଚ । ଏହି ୫ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ରୋଷେୟା ମନ୍ମଥ କୁମ୍ଭ, ଯିଏ ସୌମ୍ଯ ପୋ-ଡି ହେବା ଦିନ ତାଙ୍କ କ୍ଵାର୍ଟରକୁ ଯାଇଥିଲେ ।

ସେହିପରି ଆଉ ଦୁଇଜଣ ସରକାରୀ ବନ ସରଂକ୍ଷକ ଓ ଦୁଇଜଣ ଫରେଷ୍ଟ ଗାର୍ଡଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ ଡ଼ିଏସପି ଜ୍ଞାନ ରଞ୍ଜନ ମିଶ୍ର । ଘଟଣା ଦିନ ସେ କଣ ଦେଖିଥିଲେ, ଏହିପରି ଅନେକ ପ୍ରଶ୍ନ ସୌମ୍ଯ ଓ ବିଦ୍ୟାଭାରତୀଙ୍କ ବିଷୟରେ ରୋଷେୟାଙ୍କୁ ପଚରା ଯାଇଥିବା ସୂଚନା ମିଳିଛି । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ACFO ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ-ର ତ-ଦ-ନ୍ତ ଭାର ହାତକୁ ନେଇଛି କ୍ରା-ଇ-ମ-ବ୍ରା-ଞ୍ଚ । ପ୍ରଥମେ ସୌମ୍ୟଙ୍କ ଘରୁ ସା-ଇ-ଣ୍ଟି-ଫି-କ ତ-ଥ୍ୟ ପ୍ର-ମା-ଣ ଯୋଗାଡ କରିଥିଲେ ଏହି ତିନି ଜଣିଆ ଟିମ ।

ତାଙ୍କୁ ଏଥିରେ ଏକ ୬ ଜଣିଆ ଏକ୍ସପର୍ଟ ଟିମ ମଧ୍ୟ ସାହାଯ୍ୟ କରିଥିଲେ । ଆଗକୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି DFO ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଅଧିକାରୀ ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଜେ-ରା କରିବ କ୍ରା-ଇ-ମ-ବ୍ରା-ଞ୍ଚ । ଏହି ସମସ୍ତଙ୍କ ନାଁ ରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାର । ଖୁବ ଶୀଘ୍ର ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିବାକୁ କ୍ରା-ଇ-ମ-ବ୍ରା-ଞ୍ଚ ଟିମ କପ୍ତିପଦା ଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏହାସହ ଉଭୟ ସୌମ୍ଯ ଓ ବିଦ୍ୟାଙ୍କ ଘରଲୋକଙ୍କୁ ମଧ୍ୟ ପଚରା ଉଚରା କରି ବୟାନ ରେକର୍ଡ କରାଯାଇ ପାରେ ।

ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତ-ଦ-ନ୍ତ ଚଳେଇଛି କ୍ରା-ଇ-ମ-ବ୍ରା-ଞ୍ଚ । ମାସେ ଧରି ତ-ଦ-ନ୍ତ କରିବା ପରେ ମଧ୍ୟ ଗଜପତି ପୋଲିସ ଜାଣି ପାରିଲା ନାହିଁ ସୌମ୍ୟଙ୍କ ଦେହରେ କିପରି ନି-ଆଁ ଲାଗିଲା । ତେବେ ଏହି ରହସ୍ୟର ଖିଅ ଖୋଜି ବାହାର କରିବା ତ-ଦ-ନ୍ତ-କା-ରୀ ଟି-ମ ପାଇଁ ସବୁଠୁ ବଡ ଆହ୍ଵାନ । ତ-ଦ-ନ୍ତ ଭାର କ୍ରା-ଇ-ମବ୍ରା-ଞ୍ଚ ନେବା ପରେ ନ୍ୟାୟ ମିଳିବ ବୋଲି ସୌମ୍ୟଙ୍କ ପରିବାରର ଆଶା ଉଜ୍ଜୀବିତ ହୋଇଛି । ତେବେ କ୍ରା-ଇ-ମ-ବ୍ରା-ଞ୍ଚ କେତେ ଦୂର ସୌମ୍ୟଙ୍କୁ ନ୍ୟାୟ ଦେବାରେ ସଫଳ ହେଉଛି ଏହା ଦେଖିବା ବାକି ରହିଲା । ଏହିପରି ଅପଡେଟ ପାଇବା ପାଇଁ ଆମ ପୋଷ୍ଟକୁ ଲାଇକ କରନ୍ତୁ ।