କ୍ୟାଲଣ୍ଡରର ଆବିଷ୍କାର କିଏ କରିଥିଲା, ସବୁଠୁ ଶସ୍ତା ସୁନା କେଉଁଠି ମିଳିଥାଏ, ଏହା ସହିତ 24ଟି GK ପ୍ରଶ୍ନ ଓ ଉତ୍ତର

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

ପ୍ରଶ୍ନ – ଅମରନାଥ ଗୁମ୍ଫା କେଉଁଠି ଅଛି ?

ଉତ୍ତର – କାଶ୍ମୀର

ପ୍ରଶ୍ନ – ବିଶ୍ଵର ସବୁଠୁ ବିଶାଳ ମରୁସ୍ଥଳର ନାଁ କଣ ?

ଉତ୍ତର – ସହାରା ମରୁସ୍ଥଳ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ଅଛି ?

ଉତ୍ତର – ତାମିଲନାଡୁ

ପ୍ରଶ୍ନ – ମନୁଷ୍ୟର ଆଖିରେ କମ ମିଳିଥାଏ ?

ଉତ୍ତର – ସୋଡିୟମ କ୍ଳୋରାଇଡ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ଅଛି ?

ଉତ୍ତର – ମଧ୍ୟ ପ୍ରଦେଶ

ପ୍ରଶ୍ନ – ବିଶ୍ଵର ଅନ୍ନ ଭଣ୍ଡାର କାହାକୁ କୁହାଯାଏ ?

ଉତ୍ତର – ୟୁକ୍ରେନ

ପ୍ରଶ୍ନ – କ୍ୟାଲଣ୍ଡରର ଆବିଷ୍କାର କିଏ କରିଥିଲା ?

ଉତ୍ତର – ବିକ୍ରମାଦିତ୍ୟ

ପ୍ରଶ୍ନ – ତାହା କଣ ଅଟେ ଯାହା ଆମ ସାମ୍ନାରେ ଥାଏ କିନ୍ତୁ ଆମେ ତାକୁ ଦେଖି ପାରି ନ ଥାଉ ?

ଉତ୍ତର – ଭବିଷ୍ୟ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ମାଛ ମିଳିଥାଏ ?

ଉତ୍ତର – ଭାରତ

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ମହାକାବ୍ୟର ନାଁ କଣ ?

ଉତ୍ତର – ମହାଭାରତ

ପ୍ରଶ୍ନ – ମହାତ୍ମା ବୁଦ୍ଧ ନିଜର ପ୍ରଥମ ଉପଦେଶ କେଉଁଠି ଦେଇଥିଲେ ?

ଉତ୍ତର – ସାରନାଥ

ପ୍ରଶ୍ନ – ସବୁଠୁ ଶସ୍ତା ସୁନା କେଉଁଠି ମିଳିଥାଏ ?

ଉତ୍ତର – ଲଣ୍ଡନ

ପ୍ରଶ୍ନ – ସତ୍ୟମେବ ଜୟତେ କେଉଁ ସ୍ଥାନରୁ ଆସିଛି ?

ଉତ୍ତର – ମୁଣ୍ଡକୋପନିଷଦ

ପ୍ରଶ୍ନ – ସବୁଠୁ କମ ଭୂମିକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର – ଭାରତ

ପ୍ରଶ୍ନ – ପଞ୍ଚମହଳ ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର – ଉତ୍ତର ପ୍ରଦେଶ

ପ୍ରଶ୍ନ – ପ୍ରଧାନମନ୍ତ୍ରୀ ହେବା ପାଇଁ ଆୟୁ କେତେ ହେବା ଉଚିତ ?

ଉତ୍ତର – ୨୫ ବର୍ଷ

ପ୍ରଶ୍ନ – ଚକର ଆବିଷ୍କାର କେଉଁ କାଳରେ ହୋଇଥିଲା ?

ଉତ୍ତର – ନୱପାଷାଣ କାଳ

ପ୍ରଶ୍ନ – କଇଁଛ ନିଜର ଜୀବନ କାଳରେ କେତେ ବର୍ଷ ବଞ୍ଚି ଥାଏ ?

ଉତ୍ତର – ୧୨୩ ବର୍ଷ

ପ୍ରଶ୍ନ – ଓଜନ ପରାତ କେଉଁଠି ମିଳିଥାଏ ?

ଉତ୍ତର – ସମତାପ ମଣ୍ଡଲ

ପ୍ରଶ୍ନ – ଲିଙ୍ଗରାଜ ମନ୍ଦିର କେଉଁଠି ଅଛି ?

ଉତ୍ତର – ଭୁବନେଶ୍ବର

ପ୍ରଶ୍ନ – ବିଶ୍ଵର ସବୁଠୁ ସୁରକ୍ଷିତ ଦେଶ କିଏ ?

ଉତ୍ତର – ଆଇସଲ୍ୟାଣ୍ଡ

ପ୍ରଶ୍ନ – ଜାପାନର ସଂସଦକୁ କଣ କୁହନ୍ତି ?

ଉତ୍ତର – ଡାୟଟ

ପ୍ରଶ୍ନ – ସବୁଠୁ ଅଧିକ କରଜ କେଉଁ ଦେଶ ଉପରେ ଅଛି ?

ଉତ୍ତର – ଚୀନ

ପ୍ରଶ୍ନ – ଗୋଟିଏ ପୁଅ ଅଛି ଓ ଗୋଟିଏ ଝିଅ ଅଛି

ନା ହିଁ ସେମାନେ ସ୍ଵାମୀ – ସ୍ତ୍ରୀ ଅଟନ୍ତି,

ନା ହିଁ ଭାଇ – ଭଉଣୀ ଅଟନ୍ତି,

ନା ହିଁ ସେ ମା – ପୁଅ ଅଟନ୍ତି

କିନ୍ତୁ ଝିଅର ଶଶୁର ପୁଅର ଶଶୁର ର ବାପା

ତେବେ କୁହନ୍ତୁ ପୁଅ ଓ ଝିଅର କଣ ସମ୍ପର୍କ ଅଛି ?

ଉତ୍ତର – ଶାଶୁ ଓ ଜ୍ଵାଇଁ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।