ବିଶ୍ଵର ସବୁଠାରୁ ଦାମୀ କ୍ଷୀର କେଉଁ ପଶୁର ହୋଇଥାଏ, ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର, କଣ ଆପଣଙ୍କୁ ଜଣା ଅଛି

ନମସ୍କାର ସାଙ୍ଗମାନେ, ଆପଣଙ୍କୁ ଆମ ଲେଖାକୁ ସ୍ଵାଗତ । ଆଜି ଆମେ ମସ୍ତିସ୍କକୁ ତେଜ କରୁଥିବା କିଛି ଏମିତି ପ୍ରଶ୍ନ ଓ ତାହାର ଉତ୍ତର ଜାଣିବା ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ବଡ ଫାଇଦା ମିଳିବ । ଯଦି ଆପଣ ବି ଏହି ପ୍ରଶ୍ନ ଉତ୍ତର ଖେଳରେ ସାମିଲ ହେବାକୁ ଚାହାଁନ୍ତି ତେବେ ଆମକୁ କମେଣ୍ଟ କରି ଉତ୍ତର ଜଣାଇ ପାରିବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଭାରତର କେଉଁ ରାଜ୍ୟରେ ୨ଟି ରୁ ଅଧିକ ପିଲା ଜନ୍ମ କରିବା ଅପରାଧ ହୋଇଥାଏ ?

ଉତ୍ତର

ଭାରତରେ କେବଳ କେରଳ ହିଁ ଏମିତି ରାଜ୍ୟ ଅଟେ ଯେଉଁଠାରେ ୨ଟି ରୁ ଅଧିକ ପିଲା ଜନ୍ମ ହେଲେ ୧୦୦୦୦ ଜୋରିମାନା ଦେବାକୁ ପଡିବ ।

୨- କୁମ୍ଭୀର କେଉଁ ଦେଶର ଜାତୀୟ ପଶୁ ଅଟେ ?

ଉତ୍ତର

କୁମ୍ଭୀର କ୍ୟୁବାର ଜାତୀୟ ପଶୁ ଅଟେ ।

୩- ବିଶ୍ଵରେ କେଉଁ ଦେଶରେ ସବୁଠାରୁ ଅଧିକ ମଇଁଷି ପାଳନ କରାଯାଏ ?

ଉତ୍ତର

ଭାରତରେ ସବୁଠାରୁ ଅଧିକ ମଇଁଷି ପାଳନ କରାଯାଏ ।

୪- କେଉଁ ଗ୍ୟାସ ଶୁଙ୍ଘିବା ଦ୍ଵାରା ମଣିଷ ହସିବାକୁ ଲାଗିଥାଏ ?

ଉତ୍ତର

ନାଇଟ୍ରସ ଅକ୍ସାଇଡ ଶୁଙ୍ଘିବା ଦ୍ଵାରା ମଣିଷ ହସିବାକୁ ଲାଗିଥାଏ ।

୫- ବିଶ୍ଵର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର

ସିରିମାୱୋ ଭଣ୍ଡାରନାୟକେ ବିଶ୍ଵର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।

୬- ମହାରାଜ ରଞ୍ଜିତ ସିଂହଙ୍କ ରାଜଧାନୀ କେଉଁଠାରେ ଥିଲା ?

ଉତ୍ତର

ଲାହୋର ମହାରାଜ ରଞ୍ଜିତ ସିଂହଙ୍କ ରାଜଧାନୀ ଥିଲା ।

୭- ଭାରତକୁ ଆସିଥିବା ପ୍ରଥମ ଇଂରାଜୀ ଜାହାଜ କିଏ ?

ଉତ୍ତର

ଭାରତକୁ ଆସିଥିବା ପ୍ରଥମ ଇଂରାଜୀ ଜାହାଜ ହେଉଛି ରେଡ ଡ୍ରାଗନ ।

୮- ବିଶ୍ଵରେ କେଉଁ ପଶୁର କ୍ଷୀର ମହଙ୍ଗା ହୋଇଥାଏ ?

ଉତ୍ତର

ସିଂହୀ କ୍ଷୀର ସବୁଠାରୁ ମହଙ୍ଗା ହୋଇଥାଏ । ଏଥିରେ ଔଷଧ ପ୍ରସ୍ତୁତ କରାଯାଇ ଥାଏ । ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।