ସବୁ ସମୟରେ ଚିନ୍ତାରେ ରହୁଥିବା ବ୍ୟକ୍ତି ଏହି କଥା ନିଶ୍ଚୟ ଜାଣି ରଖନ୍ତୁ- Krishan Vani

ସମୟ ନା ବ୍ୟକ୍ତି ହୋଇଥାଏ ନା ବସ୍ତୁ ନା ଜୀବ ହୋଇଥାଏ ତଥା ବି  ଜୀବିତ ଥାଏ । ଏହି ସମୟ ନା ଅଳ ନା ଅଗ୍ନି ନା ବାୟୁ କିନ୍ତୁ ଏହା ଆମ ଜୀବନର ଆଧାର ହୋଇଥାଏ । କେବେ କେବେ ସମୟ କାହାର ଭଲ  ତ କାହାର ଖରାପ ହୋଇଥାଏ । କେହି ସମୟ ଆସିବାର ତ କେହି ସମୟ ଯିବାର ଅପେକ୍ଷା କରିଥାଏ । କିନ୍ତୁ ସମୟ କାହାର ହାତରେ ଆସେ ନାହିଁ । ଏହି ସମୟ ଯାହାକି କାହାକୁ ଦେଖାଯାଏ ନାହିଁ କିନ୍ତୁ ସମସ୍ତଙ୍କୁ ସବୁ କିଛି ଦେଖେଇ ଯାଇଥାଏ । ଆମେ ଜୀବନରେ ଜାଣିବାକୁ ଚେଷ୍ଟା କରିଥାଉ କି ନିଜର କିଏ ପର କିଏ , ଶୁଭ ଚିନ୍ତକ କିଏ ଓ ଅହିତ କାରୀ କିଏ ,  ମିତ୍ର କିଏ ଓ ଶତ୍ରୁ କିଏ । ଏହି ସମୟ ଆପଣଙ୍କୁ ଦେଖେଇଯାଇ ଥାଏକି ଆପଣ କେତେ ବଳଶାଳୀ ଓ କେତେ ଦୁର୍ବଳ ।

ଏହି ସମୟ ଯିଏ କି ଏତେ ବଳବାନ ହୋଇଥାଏ କିନ୍ତୁ ଆମେ ଏହାକୁ ନଷ୍ଟ କାହିଁକି କରିଥାଉ । ଆପଣ ଉଠାନ୍ତୁ ଓ ନିସ୍ପତି ନିଅନ୍ତୁ କି ସମୟକୁ ପୁରା ଦମରେ ଉପଯୋଗ କରିବା ପାଇଁ । କାହିଁକି ନା ସମୟର ସଦୁପୋଯୋଗ କରିବା ହିଁ କେବଳ ଆପଣଙ୍କ ହାତରେ ଥାଏ । ଯଦି ଏହି ସମୟ ଥରେ ବିତିଯାଏ ତେବେ ଜୀବନରେ ଯେତେ ଚେଷ୍ଟା କଲେବି ଆଉଥରେ ଫେରିଆସେ ନାହିଁ । ଆମେ ଆମ ସମ୍ପର୍କୀୟମାନଙ୍କ ସହ ଜିବନ ବିତାଇଥାଉ ତାଙ୍କ ସହ ଖାଇ ଥାଉ , ଖେଳି ଥାଉ , ବୁଲି ଥାଉ , କିନ୍ତୁ ଯେତେବେଳେ କୌଣସି ପ୍ରିୟା ମନୁଷ୍ୟ ଆମକୁ ସବୁଦିନ ପାଇଁ ଏହି ସଂସାର ଛାଡି ଚାଲିଯାନ୍ତି ଆମେ ପୁରା ଭାଙ୍ଗି ପଡିଥାଉ ।

ବୃକ୍ଷ ତାର ପତ୍ର ଝଡିବା ପରେ ଦୁଖ କରିନଥାଏ । କିନ୍ତୁ ସେ ନୂଆ ପତ୍ର ଆସିବାକୁ ସ୍ଵାଗତ କରିଥାଏ । ଏହିପରି ଭାବରେ ଆପଣବି କାହା ସ୍ଥାନରେ ଆସିଥିଲେ ଓ କାଲୀ ଆପଣଙ୍କ ସ୍ଥାନରେ ବି ଆଉ ଜଣେ ଆସିଯିବ । କାହିଁକି ନା ଏହି ପରିବର୍ତନ ପ୍ରକୃତିର ନିୟମ ହୋଇଥାଏ । ଏଥିପାଇଁ ଦୁଖ କରିବାର କିଛି କାରଣ ନାହିଁ । କଣ ଏପରି ହେବା କଥା । କିନ୍ତୁ ନ ଏହି ପ୍ରକୃତି ସହ ତୁଳନା କରନ୍ତୁ ।

ଯିଏ ଚାଲି ଗଲା ତା ପାଇଁ ଶୋକ କରିବା ଅପେକ୍ଷା ତା ବଦଳରେ ଯାହା ମିଳିବ ତାକୁ ସ୍ଵାଗତ କରିବା ଉଚିତ୍ତ କିମ୍ବା ଆଜି ଜାହା ଆପଣଙ୍କ ପାଖରେ ଅଛି ସେଥିରେ ଆପଣ ଆନନ୍ଦ ଅନୁଭବ କରନ୍ତୁ । ଆପଣ ଏହି କଥା କିଛି ଲୋକଙ୍କୁ ଏହା କହିବାର ଶୁଣିଥିବେ କି ମୋ ପାଖରେ ଏତେ ସମୟ ନାହିଁ , ଏହି କାର୍ଯ୍ୟରେ ବହୁତ ସମୟ ଲାଗିଯିବ , ଏହି  କଥା ବିଷୟରେ ଭାବିବା ପାଇଁ ସମୟ ଦରକାର ।

ଯଦି ଆପଣ ଏହି କଥାରେ ସମୟ ଲଗାଇ ଦିଅନ୍ତି କି ଆପଣଙ୍କୁ କଣ କରିବାର ଅଛି ତେବେ ସମାୟ ଏହା ନିର୍ଧାରିତ କରିଦେବ କି  ଆପଣଙ୍କ ସହିତ କଣ କରିବ । କାହିଁକି ନା ସମୟା ବହୁତ କଠୋର ହୋଇଥାଏ । ସମୟ ଯେତେ ପର୍ଯ୍ୟନ୍ତ ଆପଣଙ୍କ ସହିତ ଅଛି ତାର ସଦୁପୋଯୋଗ କରିବା ଶିଖିବା ଉଚିତ । ଯଦି ଏପରି ନହୁଏ ତେବେ ସମୟକୁ ଆପଣଙ୍କୁ ବଦଳେଇବାକୁ ବେସୀ ସମୟ ଲାଗିବ ନାହିଂ ।