ଆଜିର ରାଶିଫଳ, 21 ମାର୍ଚ୍ଚ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଚାକିରି ରେ ନିଜର ପ୍ରୟାସ ଦ୍ଵାରା ଆପଣ ସଫଳତା ଅର୍ଜିତ କରିବେ । ଯେଉଁ ନିସ୍ପତି ଆପଣ ନେବେ ତାହାର ପରିଣାମ ବିଷୟରେ ବିଚାର ଜରୁର କରନ୍ତୁ । ଆଜି ଦିନ ସାରା କରଜ ର ଭାର ଅଧିକ ରହିବ । ବିଜେନେସରେ ପିତା ଙ୍କ ସାହାଜ୍ଯ ମିଳିବ । ବନ୍ଧୁ ଙ୍କ ସହଯୋଗ ମିଳିବ । କାରୋବାର ଯାତ୍ରା ହୋଇପାରେ । ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ବଧିତ ଯୋଜନା ହୋଇପାରେ । ସଞ୍ଜମିତ ବ୍ୟବହାର ରଖନ୍ତୁ । ପ୍ରେମରେ ସଫଳତା ମିଳିପାରେ ।

ବୃଷ ରାଶି : ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବାର ପୂର୍ଣ୍ଣ ସମ୍ଭାବନା ଅଛି । ପ୍ରୟାସ ତୀବ୍ର କରନ୍ତୁ । କିଛି ନୂଆ କାମ କାର୍ଯ୍ୟ ରେ ଆପଣଙ୍କ ସାମନା କୁ ଆସିବ । ଯାହା ପାଇଁ ଆପଣ ଜରୁରୀ ଲୋକଙ୍କ ସହ ଭେଟ ହେବେ । ସାମାଜିକ ସ୍ତର ରେ ଆପଣଙ୍କ ଲୋକପ୍ରିୟତା ବଢିବ । ଆଜି ଆପଣ ସଫଳତା ପାଇଁ ଅଧିକ ସଂଘର୍ଷ କରିବେ । ଆପଣ କୌଣସି ରୋଗରେ ପୀଡିତ ଥିଲେ ଆଜି ଆପଣଙ୍କୁ ଆରାମ ମିଳିବ ।

ମିଥୁନ ରାଶି : ଉଧାର ଦେଇଥିବା ପଇସା ଆଜି ସମସ୍ଯା ଆଣିପାରେ । ନିଜର ଭାବନା କୁ ପ୍ରିୟ ଲୋକଙ୍କ ଆଗରେ କୁହନ୍ତୁ । ନିଜ ସମସ୍ଯା ବିଷୟରେ ସାଥି ଙ୍କୁ କହିବେ ତ ବେହତର ହେବ । ଆଜି ଆପଣଙ୍କୁ ମାତା ଙ୍କ ଠାରୁ ଧନ ପ୍ରାପ୍ତି ହେବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ର ରେ କଠିନ ସ୍ଥିତି ଆସିପାରେ । ଆଜି ନୂଆ କାମ ଆରମ୍ଭ କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ । ଆପଣଙ୍କ ପ୍ରିୟ ବହୁତ ରୋମାଣ୍ଟିକ ମୁଡ ରେ ରହିବେ ।

କର୍କଟ ରାଶି : ଆଜି ତରବର ହୋଇ କିଛି କାମ କରନ୍ତୁ ନାହି । ବ୍ୟକ୍ତିଗତ ଜୀବନରେ ସୁଧାର ହେବ । ନିଜ କାରୋବାରକୁ ଆଗକୁ ନେବାରେ ସକ୍ରିୟ ହେବେ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ଥିଲେ ତାଙ୍କର ଦେଖାଶୁଣା କରନ୍ତୁ । ଆଜି ଆପଣଙ୍କ ଦିନ ମିଶ୍ରିତ ଫଳ ଦେବାର ଅଛି । ବ୍ୟାପାର ସହ ଜଡିତ ଜାତକ ଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଅଚାନକ ଧନ ପ୍ରାପ୍ତି ହୋଇପାରେ ।

ସିଂହ ରାଶି : ଯଦି ଆପଣ ବହି ଦୋକାନୀ ତେବେ ଆଜି ଆପଣଙ୍କର ବିକ୍ରି ରେ ବୃଦ୍ଧି ହୋଇପାରେ । ଆପଣଙ୍କର ବ୍ୟାପାରର ସ୍ଥିତି ମାଧ୍ୟମ ରହିବ । ଆଜି ଭାବନାରେ ଭାସି ଯାଇ କିଛି ନିସ୍ପତି ନିଅନ୍ତୁ ନାହି । ଯଦି ଆପଣ ମେହନତ ଦ୍ଵାରା ପ୍ରୟାସ କରିବେ ତେବେ ନୂଆ ଯୋଜନା ଆରମ୍ଭ କରି ପାରିବେ । ଆପଣଙ୍କୁ ନିଜ କାମରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆପଣ ପଇସା ମାମଲାରେ ଅଯଥାରେ ଚିନ୍ତା କରିବେ । ମନ ଇଚ୍ଛା କିଛି କାମ କରନ୍ତୁ ନାହି ।

କନ୍ୟା ରାଶି : ଆପଣଙ୍କୁ ଭୌତିକ ସୁଖ ସମ୍ପଦ ରେ ବୃଦ୍ଧି ହେବ । ଆଜି ଆପଣ ଦିନ ସାରା ନିଜକୁ ପୁର୍ତ୍ତି ଅନୁଭବ କରିବେ । ଛାତ୍ର ଯେଉଁ ବି କାମକୁ ପୁରା ଲଗନ ସହକାରେ କରିବେ ସେଥିରେ ଜରୁର ସଫଳତା ପାଇବେ । ଆଜି କୌଣସି ଯାତ୍ରା କୁ ବାହାରି ପାରନ୍ତି । ଆପଣ ଚିନ୍ତାରେ ରହି ପାରନ୍ତି । ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହି । ଏହା ଆପଣଙ୍କ ପାଇଁ ଭଲ ହେବ । ଯେଉଁ ଲୋକଙ୍କ ପାଇଁ ଆପଣ କାମ କରୁଛନ୍ତି ସେଥିରୁ ଫାଇଦା ପାଇବେ ।

ତୁଳା ରାଶି : ଉଧାର ସୁଝିବାରେ ଆପଣ ନିଜକୁ ସକ୍ଷମ ମନେ କରିବେ । ଜୀବନ ସାଥିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ । ଆପଣଙ୍କର ସୃଜନାତ୍ମକ ଶକ୍ତି ଆଜି ଶ୍ରେଷ୍ଠ ରହିବ । ଶାରୀରିକ ଓ ମାନସିକ ରୂପରେ ସୁସ୍ଥତା ଅନୁଭବ କରିବେ । ଆପଣ ଘର ସଫା ସଫା କୁ ନେଇ ବିଶେଷ ପ୍ରବନ୍ଧ କରିବେ । ଯଦି ସୈନ୍ୟ ବିଭାଗକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣଙ୍କ ପ୍ରୟାସ ଜାରି ରଖନ୍ତୁ । ଆପଣଙ୍କ ଉପରେ କାମର ବୋଝ ରହିପାରେ ।

ବିଛା ରାଶି : କାମ ପ୍ରତି ଆପଣଙ୍କ ନିଷ୍ଠା ଦେଖିବାକୁ ମିଳିବ । ମାନସିକ ରୂପରେ ଆରମ ଅନୁଭବ କରିବେ । ଆଜି ବାହନ ଚଳାଇବା ସମୟରେ ଅବହେଳା କରନ୍ତୁ ନାହି । ଆପଣଙ୍କ ପାଇଁ ବ୍ୟାପାରରେ କିଛି ନୂଆ ଅବସର ବନିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଦେଖିଲେ ଆଜି ଦିନ ଟି ଆପଣଙ୍କ ପାଇଁ ବେହତର ସିଦ୍ଧ ହେବ । ଆପଣଙ୍କୁ ଜୀବନରେ ଯେଉଁ ଜିନିଷର ଜରୁରତ ଅଛି ଆପଣଙ୍କୁ ତାହାର ଉପଲବଧି ସହଜରେ ମିଳିବ ।

ଧନୁ ରାଶି : ନିବେଶ ପାଇଁ କରିଥିବା ଯୋଜନା ସଫଳ ହେବ । ଆଜି କିଛି ସୃଜନାତ୍ମକ ପ୍ରବୃତ୍ତି ହୋଇପାରେ । ଘରର ବଡ ଲୋକଙ୍କ ଠାରୁ ସ୍ନେହ ମିଳିବ । ତାଙ୍କ ଆଶୀର୍ବାଦ ରୁ ଆପଣଙ୍କର କାମ ପୁରା ହେବ । ରାଜନୀତି ବା ସାମାଜିକ କାର୍ଯ୍ୟ ସହ ଜଡିତ କୌଣସି ବୈଠକରେ ଭାଗ ନେବେ । କ୍ରୋଧ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଜମା ବି ଠିକ ନୁହେଁ । କେହି କୌଣସି ବ୍ୟକ୍ତିଙ୍କ ଖରାପ ଗୁଣ ବିଷୟରେ କହିଲେ ଆପଣ ତାହାକୁ ଗୁରୁତ୍ଵ ଦିଅନ୍ତୁ ନାହି ।

ମକର ରାଶି : ମହତ୍ଵ ପୂର୍ଣ୍ଣ ମାମଲାରେ ଆରମ୍ଭ ବହୁତ ତୀବ୍ରରେ ହେବ । ଆପଣଙ୍କୁ ସମ୍ମାନ ମିଳିବ । କିଛି ନୂଆ ଦାୟିତ୍ଵ ମିଳିପାରେ । ଆଜି ଜଟିଳ ସମସ୍ୟାର ସମଧନ କରିବେ । ଅସହାୟ ଲୋକଙ୍କୁ ସହାୟତା ରୂପରେ ଦାନ କରନ୍ତୁ । ନିକଟତର ବ୍ୟକ୍ତିଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଯେଉଁ ଅବସର ର ଆପଣ ଅନେକ ଦିନରୁ ସନ୍ଧାନରେ ଥିଲେ ସେଥି ସହ ସମ୍ବଧିତ ସୂଚନା ପ୍ରାପ୍ତ ହେବ । ପାରିବାରିକ ଜୀବନ ରେ ସ୍ଥିତି ସାମାନ୍ଯ ରହିବ ।

କୁମ୍ଭ ରାଶି : ଆଜି ଆପଣ ନିଜ ଲୋକଙ୍କ ପାଇଁ ସମୟ ବାହାର କରିବେ ନାହି । ବାଣୀ ଉପରେ ସଂଯମ ରଖନ୍ତୁ ନଚେତ ସାର୍ବଜନୀକ ରୂପରେ ଆପଣଙ୍କୁ ଲଜିତ ହେବାକୁ ପଡିପାରେ । ଯଦି ଆପଣ ତରବର ହୋଇ କିଛି ନିସ୍ପତି ନେଉଛନ୍ତି ତେବେ ପରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ଆପଣ ମନୋରଞ୍ଜନ ତଥା ବୁଲିବାରେ ସମୟ ବିତାଇବେ । ତଥାପି ଆପଣ ସାଂସାରିକ ମାମଲାରେ ଆପଣଙ୍କ ବ୍ୟବହାର ଉଦାସ ରହିବ ।

ମୀନ ରାଶି : ସ୍ୱାସ୍ଥ୍ୟ ଭଲ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ହେବ । ଜୀବନ ସାଥି ଙ୍କୁ ଖୁସି କରିବା ପାଇଁ ଆପଣ ଉପହାର ଦେବେ । ପଜେଟିଭ ରୁହନ୍ତୁ । ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ନିଜକୁ ବେଶ ଖୁସି ଅନୁଭବ କରିବେ । ଧନ ଅଚଳ ସମ୍ପତିର ଯୋଗ ଅଛି । ଚାକିରି କରୁଥିବା ଜାତକ ଙ୍କୁ ଆଜି କାମ ସହ ଜଡିତ ଯାତ୍ରା କରିବାକୁ ପଡିପାରେ । ବ୍ୟାପାରୀଙ୍କୁ ଟଙ୍କାର ଅଭାବ ହୋଇପାରେ । ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।