ଜଳ ସ୍ତର ବଢୁଛି ଉପର ମୁଣ୍ଡରେ ବର୍ଷା ବି ହେଉଛି । ଆଉ ସେହି ବର୍ଷା ପାଣି ପିନି ହୀରାକୁଦ କୁ ମାଡି ଆସୁଛି । ଛତିଶଗଡ ଆଗରୁ ଖୋଲି ଦେଇଥିଲା କଲମା ବ୍ୟାରେଜ ର ସବୁ ଗେଟ । ପୁଣି ଥରେ ଏବେ ସବୁ ଗେଟ ହୋଲି ଦେଇଛି ଛତିଶଗଡ । ସେଥିପାଇଁ ହୀରାକୁଦରେ ଏବେ ଜଳସ୍ତର ବଢିବାରେ ଲାଗିଛି । ଆଉ ଏପଟେ ହୀରାକୁଦ ଯେବେ ଗେଟ ଖୋଲିବୁ ସେତେବେଳେ ଠିକ ସମୟରେ ଖୋଲି ଦେଇଛି ଛତିଶଗଡ ।
ଏବେ ଆଉ କିଛି ବାଟ ନାହିଁ ଯେମିତି ବି ହେଉ ହୀରାକୁଦ ଏବେ ଗେଟ ଖୋଲିବ । ଅବଶ୍ୟ ହୀରାକୁଦ ଗେଟ ଖୋଲିବାକୁ ନେଇ ଟିକେ ଚିନ୍ତା ବଢିଯାଇଥିଲା । କାରଣ ଗେଟ ଖୋଲିବା ପରେ ଜଳ ଏତେ ପରିମାଣରେ ବଢିବ ଯେ କୌଣସି ଅଘଟଣ ବି ଘଟିଯାଇପାରେ । ଯେଉଁଥି ପାଇଁ ବାରମ୍ବାର ସତର୍କ କରିଛନ୍ତି କର୍ତ୍ତୁପକ୍ଷ । ହୀରାକୁଦ ଜଳ ଭଣ୍ଡାରରେ ଲଗାତାର ଭାବେ ପାଣି ବଢିବାରେ ଲାଗିଛି ।
ଏଭଳି ଭାବେ ହୀରାକୁଦ କର୍ତ୍ତୁପକ୍ଷ ଏ କଥାକୁ ନେଇ ଚିନ୍ତାରେ ଥିଲେ ଯେ କେବେ ଗେଟ ଖୋଲିବାକୁ ପଡିବ । ଆଉ ଯେବେ ନିସ୍ପତି ନିଆଗଲା ହୀରାକୁଦ ଗେଟ ଖୋଲାଯିବ ସେତେବେଳେ ଛତିଶଗଡ ଗେଟ ଖୋଲି ଦେଇଛି । ଆଉ ଏବେ ସୁଅ କାଟି ଆସୁଛି ଜଳ । ହୀରାକୁଦରେ ଯେତିକି ଜଳ ଥିଲା ଏବେ ଆହୁରି ବଢିବାରେ ଲାଗିଛି । ପୂର୍ବରୁ ଛତିଶଗଡ ଯେଉଁ ଗେଟ ଖୋଲିଥିଲା ସେହି ପାଣି ଆସି ହୀରାକୁଦରେ ରହିଥିଲା ।
ଆଉ ଉପର ମୁଣ୍ଡରେ ଯେତିକି ବର୍ଷା ହୋଇଥିଲା ସେହି ଜଳ ବି ଆସି ହୀରାକୁଦରେ ରହିଥିଲା । ଆଉ ଏଭଳି ଭାବେ ଡ୍ୟାମ ରେ ଟଳମଳ ହେଉଥିଲା ପାଣି । ଆଉ ସେପଟେ ଡ୍ୟାମ ତଳେ ବସବାସ କରୁଥିବା ଲୋକମାନେ ଚିନ୍ତାରେ ପଡି ଯାଇଥିଲେ କାରଣ ଧୀରେ ଧୀରେ ଜଳସ୍ତର ବଢିବାରୁ ତଳିଆ ଅଞ୍ଚଳରେ ଆଣି ମଧ୍ୟ ପଶିଥିଲା । ଯେମିତିକି ସମ୍ବଲପୁରର ବିଭିନ୍ନ ସ୍ଥାନରେ କିଭଳି ପାଣି ମାଡି ଯାଇଥିଲା ।
ଏ ସବୁକୁ ଆକଳନ କରି ହୀରାକୁଦ କର୍ତ୍ତୁପକ୍ଷ ନିସ୍ପତି ନେଲେ ଯେମିତି ହେଉ ହୀରାକୁଦ ଗେଟ ଖୋଲାଯିବ । ଆଉ ଆଜି ଦେଖିଲା ବେଳକୁ ଛତିଶଗଡ ସବୁ ଗେଟ ଖୋଲିଦେଇଛି । ଯାହା ପାଇଁ ଜଳ ସ୍ତର ହୀରାକୁଦ ରେ ବଢି ଚାଲିଛି । ଆଉ ସେଥିପାଇଁ ସବୁ ଆଡେ ବୁଲି ବୁଲି ତଳିଆ ଅଞ୍ଚଳରେ ସତର୍କ କରାଯାଉଛି ହୀରାକୁଦ ଗେଟ ଖୋଲାଯିବ । ହୀରାକୁଦରୁ ପାଣି ବୋହିବା ପରେ କ୍ଷିପ୍ର ଗତିରେ ବଢି ଚାଲିବ ।
ଓଡିଶାର ବିଭିନ୍ନ ଅଞ୍ଚଳରେ ପାଣି ମାଡିଯିବ । ସେହି ସମୟରେ ଜଳରାଶି ଏତେ ବଢିଯିବ ଯେ କୌଣସି ବି ସ୍ଥିତି ସୃଷ୍ଟି ହୋଇପାରେ ଯାହା ପାଇଁ ସତର୍କ କରାଯାଇଛି । ଆସନ୍ତା 23ରେ ହୀରାକୁଦ ବନ୍ୟା ଜଳ ଛାଡିବ । ଆଉ ସେହି ସମୟରେ କୌଣସି ବି ସ୍ଥିତି ଉପୁଜିପାରେ । ବାଧ୍ୟ ହୋଇ ହୀରାକୁଦ ଗେଟ ଖୋଲିବାକୁ ପଡିବ କାରଣ ଏତେ ପାଣି ସମ୍ଭାଳୁଇବା ଆଉ ସମ୍ଭବ ନୁହେଁ । ହୀରାକୁଦ ଡ୍ୟାମର ଜଳକୁ ବାଧ୍ୟ ରଖିବାର କିଛି କ୍ଷମତା ଅଛି ଯାହା ଏବେ ଉର୍ଦ୍ଧ ହେଲାଣି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।