ଶବ ଯାତ୍ରା ଦେଖିବା ସମୟରେ ଚୁପଚାପ କରି ନିଅନ୍ତୁ ଏହି କାମ, ମନର ସବୁ ମନୋକାମନା ହୋଇଯିବ ପୂର୍ଣ୍ଣ

ମୃତ୍ୟୁ କୁ ପ୍ରକୃତିର ଅଟଳ ସତ୍ୟ ବୋଲି କୁହାଯାଏ । ଏହି ପୃଥିବୀରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ଓ ପଶୁ ଦିନେ ନା ଦିନେ ମୁର୍ତ୍ୟୁ ବରଣ କରନ୍ତି । ଗରୁଡ ପୁରାଣରେ କୁହାଯାଇଛି କି ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ଆସିଥାଏ ସେହି ସମୟରେ ଯମରାଜ ତାଙ୍କୁ କିଛି ସଂକେତ ଦେଇଥାନ୍ତି । ଯମରାଜଙ୍କର ଦୁଇଜଣ ଦୂତ ସେହି ବ୍ୟକ୍ତି ପାଖକୁ ଆସିଥାନ୍ତି ।

Image courtesy: Google

କେବଳ ପାପୀ ଲୋକମାନଙ୍କୁ ଯମରାଜଙ୍କର ଦୁତମାନଙ୍କୁ ଭୟ କରନ୍ତି । ଭଲ କାମ କରିଥିବା ବ୍ୟକ୍ତିକୁ ମରିବା ସମୟରେ ନିଜ ସାମ୍ନାରେ ଦିବ୍ୟ ପ୍ରକାଶ ଦେଖାଯାଏ ଓ ତାଙ୍କୁ ମୃତ୍ୟୁର ଭୟ ଲାଗେ ନାହିଁ । ଗରୁଡ ପୁରାଣରେ କୁହାଯାଇଛି କି ଯେଉଁ ବ୍ୟକ୍ତିକୁ ମୁର୍ତ୍ୟୁ ପ୍ରାପ୍ତ ହେବାର ଅଛି ସେମାନେ କିଛି କହି ପାରନ୍ତି ନହିଁ । ଏମିତି ଲାଗେ କି କେହି ତାଙ୍କର ବେକକୁ ଚିପିଦେଉଛନ୍ତି ।

ଅନ୍ତିମ ସମୟରେ ଇଶ୍ଵରଙ୍କ ତରଫରୁ ତାଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ ହୋଇଥାଏ । ପାପୀ ପୁରୁଷଙ୍କର ପ୍ରାଣ ତଳ ମାର୍ଗରୁ ହିଁ ବାହାରି ଥାଏ ।

ଶବ ଯାତ୍ରା ଦେଖିବା ପରେ କରନ୍ତୁ ଏହି କାମ

Image courtesy: Google

ମରିବା ପରେ ବ୍ୟକ୍ତିର ଶବ ଯାତ୍ରା ବାହାରିଥାଏ । ଶବ ଯାତ୍ରାରେ ବ୍ୟକ୍ତିର ଶବକୁ ୪ ଜଣ ଲୋକ ମିଶି କାନ୍ଧ ଦେଇଥାନ୍ତି ଓ ତାଙ୍କୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ପହଞ୍ଚାଇ ଥାନ୍ତି, ଯେଉଁଠି ସେହି ବ୍ୟକ୍ତିର ଅନ୍ତିମ ସଂସ୍କାର ହୋଇଥାଏ । ଆପଣ ବି ସମସ୍ତେ ଶବ ଯାତ୍ରା ଦେଖିଥିବେ । ଶବ ଯାତ୍ରା ଦେଖିବା ସମୟରେ ବହୁତ ଲୋକମାନେ ହାତ ଯୋଡି ନିଅନ୍ତି ଓ ମରିବା ବ୍ୟକ୍ତିର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି ।

କିନ୍ତୁ କୁହାଯାଏ କି ଶବ ଯାତ୍ରା ଦେଖିବା ସମୟରେ ବ୍ୟକ୍ତି ଯଦି ଗୋଟିଏ କାମ କରିନିଏ ତେବେ ତାହାର ମନର ସବୁ ଇଛା ପୁରା ହୋଇଯାଏ ।

Image courtesy: Google

ଏହା ବହୁତ ସହଜ କାମ ଅଟେ । କହିବାକୁ ଗଲେ ମାନ୍ୟତା ଅନୁସାରେ ଶବ ଯାତ୍ରା ବାହାରିବା ସମୟରେ ହାତ ଯୋଡି ଭଗବାନ ଶିବଙ୍କୁ ସ୍ମରଣ କରିବା ଦ୍ଵାରା ଭଗବାନ ତାଙ୍କର ସବୁ ମନୋକମନାକୁ ପୁରା କରିଥାନ୍ତି । ସେଥିପାଇଁ ଏହା ପର ଠାରୁ ସମସ୍ତ ଶବ ଯାତ୍ରା ଦେଖିବା ମାତ୍ରେ ହିଁ ହାତ ଯୋଡି ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ ଓ ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ମନୋକମନା ପୂର୍ଣ ହୋଇଯିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ପୋଷ୍ଟ ନିଶ୍ଚିତ ପସନ୍ଦ ଆସିଥିବ । ଏହାକୁ ଲାଇକ କରନ୍ତୁ ଏବଂ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ ।