ବରମାଳା ସମୟରେ ବର ଦେଖିଲା ଶାଳିର ଚେହେରା, ମନା କରିଦେଲା ବାହା ହେବା ପାଇଁ, ଆଉ ତା ପରେ…

କୁହନ୍ତି ଦୁନିଆର ସବୁଠୁ ପବିତ୍ର ବନ୍ଧନ ସ୍ଵାମୀ ସ୍ତ୍ରୀଙ୍କର ହୋଇଥାଏ । ବିବାହ ପରେ ଦୁଇ ଜଣ ବ୍ୟକ୍ତି ଜୀବନ ସାରା ପରସ୍ପରଙ୍କ ସହିତ ରହିଥାନ୍ତି । ପରସ୍ପରଙ୍କର ସାହାରା ହେବା ପାଇଁ ସେମାନେ ଶପଥ ନିଅନ୍ତି । କିନ୍ତୁ ଆଜିକାଲି ସମୟରେ ସାମାଜିକ ପରିବେଶ ସ୍ଵାମୀ – ସ୍ତ୍ରୀର ଏହି ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଉଛି । ସମାଜରେ ବଢୁଥିବା କାର୍ଯ୍ୟକଳାପର ଶିକାର ହେଉଛି ବାହାଘର ଭଳି ପବିତ୍ର ସମ୍ପର୍କ । ଦୁନିଆରେ ବାହାଘରକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ସମସ୍ତ କାମ ପାଇଁ ଭିନ୍ନ ଭିନ୍ନ ବିଧି ବିଧାନ ଅଛି ଓ ହିନ୍ଦୁ ଧର୍ମରେ ଏହାର ବହୁତ ମହତ୍ଵ ବି ଅଛି । ଧର୍ମ ଅନୁସାରେ ବିବାହ ଦୁଇ ପବିତ୍ର ଆତ୍ମାର ମିଳନ ହୋଇଥାଏ ।

Image courtesy: Google

ଭାରତୀୟ ସଂସ୍କୃତିରେ ବିବାହ କେବଳ ଦୁଇ ବ୍ୟକ୍ତିର ମିଳନ ନୁହେଁ ଦୁଇ ପରିବାରର ମିଳନ ହୋଇଥାଏ । ଯେଉଁମାନେ ସର୍ବଦା ପରସ୍ପରଙ୍କ ସହିତ ଜଡିତ ହୋଇଥାନ୍ତି । ସେଥିପାଇଁ ବିବାହକୁ ବହୁତ ମହତ୍ଵ ଦିଆଯାଇଛି । ଯଦି ଏହି ସମ୍ପର୍କରେ ବିଶ୍ଵାସ ଭାଙ୍ଗିଯାଏ ତେବେ ସେହି ସମ୍ପର୍କ ବି ଭାଙ୍ଗିବା ପାଇଁ ଅଧିକ ସମୟ ଲାଗେ ନାହିଁ ।

Image courtesy: Google

ବାହାଘରରେ ଖାସ କରି କନ୍ୟାର କଥା କହିଲେ, ବାହାଘର ସମୟରେ ସେ ନିଜର ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ଥାଏ ଓ ଏହି ସମୟରେ ସେ ଚିନ୍ତା କରେ କି ତାଙ୍କର ଆସୁଥିବା ବିବାହିତ ଜୀବନରେ ତାହାର ସ୍ଵାମୀ କେମତି ହୋଇଥିବ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂତ୍ର ଅନୁସାରେ ଏହି ମାମଲା ଦିଲ୍ଲୀର ଅଟେ । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏଠି ବର କନ୍ୟା ସହ ବିବାହ କରିବା ପାଇଁ ମନା କରିଦେଲା । କାରଣ ତାହାର ଶାଳି ବହୁତ ସୁନ୍ଦର ଥିଲା ।

Image courtesy: Google

କହିବାକୁ ଗଲେ ବର ବରଯାତ୍ରୀ ସହ ବଡ ଧୁମଧାମରେ କନ୍ୟାର ଘରେ ପହଞ୍ଚିଲା । ଏହା ପରେ ସବୁ ବିଧି ବିଧାନରେ ବିବାହ ସମ୍ପନ୍ନ ହେବା ପରେ ଯେତେବେଳେ ବର ବରମାଳା ନିଜର ପତ୍ନୀକୁ ପିନ୍ଧାଇବାକୁ ଗଲା, ସେହି ସମୟରେ ନିଜର ଶାଳିକୁ ଦେଖିଲା ଓ ଏହା ପରେ ସେ ବିବାହ କରିବା ପାଇଁ ମନା କରିଦେଲା ।

Image courtesy: Google

ଏହା ପରେ ପରିଜନମାନେ ତାକୁ ବହୁତ ବୁଝାଇବାକୁ ଚେଷ୍ଟା କରିଲେ କିନ୍ତୁ ସେ ମାନିଲା ନାହିଁ । ତେବେ ମାତା ପିତା ବିବାହ ପାଇଁ ମନା କରିଦେଲେ ଓ ବରଯାତ୍ରୀ ବିନା କନ୍ୟାରେ ଫେରିଗଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।