ଜଳିଯିବା କାରଣରୁ କାଟିବାକୁ ପଡିଲା ଯୁବତୀର ହାତ ଓ ଗୋଡ, ମଙ୍ଗେତର କହିଲା – କରିବି ବିବାହ ଓ ଜୀବନ ସାରା…

ଏମିତି କୁହାଯାଏ କି ବାହାଘରର ୭ ଫେରେ ଦୁଇ ବ୍ୟକ୍ତିଙ୍କୁ ୭ ଜନ୍ମ ପର୍ଯ୍ୟନ୍ତ ବାନ୍ଧି ରଖିଥାଏ । ଜୀବନରେ ଯେତେ ବି ଅସୁବିଧା ଆସିଲେ ମଧ୍ୟ, ସବୁବେଳେ ସ୍ଵାମୀ – ସ୍ତ୍ରୀଙ୍କୁ ପରସ୍ପର ସହ ମିଶି ରହିବା ଉଚିତ । କିନ୍ତୁ ଏଠି ଯେଉଁ ଖବର ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ବିଲକୁଲ ଅଲଗା ଅଟେ । ଜଳିଯିବା କାରଣରୁ କାଟିବାକୁ ପଡିଲା ଯୁବତୀର ହାତ ଓ ଗୋଡ, ଏହାର ଆଗକୁ କାହାଣୀ ବିଷୟରେ ଆପଣଙ୍କୁ କହିଦେଉଛୁ ।

ଜଳିଯିବା କାରଣରୁ କାଟିବାକୁ ପଡିଲା ଯୁବତୀର ହାତ ଓ ଗୋଡ

ଏହି କାହାଣୀ ହୀରଲ ନାମକ ଏକ ଯୁବତୀ ଓ ଚିରାଗ ନାମକ ଏକ ଯୁବକର ଅଟେ । ଯେଉଁମାନେ ଏହା ପ୍ରମାଣିତ କରିଦେଇଛନ୍ତି କି ପ୍ରେମ ମଣିଷକୁ ବହୁତ ଭଲ ବି କରିଦିଏ ଓ ଖରାପ ବି କରିଦିଏ । ଜାମନଗର ଜିଲ୍ଲାର ଡବାସଣ ଗ୍ରାମରେ ରହୁଥିବା ୧୮ ବର୍ଷର ହୀରଲ ତନସୁଖ ଭାଇ୍ର ବଡଗାମାରେ ରୁହେ । ତାହାର ନିର୍ବନ୍ଧ ୨୮ ମାର୍ଚରେ ଜାମନଗର ର ଚିରାଗ ଭାଡେଶିୟା ଗଜ୍ଜର ସହୋତ ହୋଇଥିଲା ।

ଗରମ ଦିନ ଛୁଟିରେ ସେମାନଙ୍କର ବିବାହର ଡେଟ ଠିକ ହୋଇଥିଲା । କିନ୍ତୁ ଭାଗ୍ୟକୁ କିଛି ଅଲଗା ହିଁ ମଞ୍ଜୁର ଥିଲା । ୧୧ ମେ ଦିନ ହୀରଲ କପଡା ଧୋଇ ଶୁଖାଇବା ପାଇଁ ଝରକା ପାଖକୁ ଗଲା ଓ ଯେମିତି ହିଁ ସେ ହାତ ବାହାରକୁ ବାହର କରିଛି ସେହି  ସମୟରେ ଈଟେଂଶନ ତାର ଉପରେ ତାହାର ହାତ ଲାଗିଗଲା ଓ ତାହାର ହାତ ସେଠି ହିଁ ଜଳିଗଲା ।

ଏହା ପରେ ଗୋଡରେ ବି କରେଣ୍ଟ ଚାଲିଗଲା ଓ ଗୋଡ ବି ଜଳିଗଲା । ଏହା ପରେ ହୀରଲକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଗଲା ଓ ସେଠି ତାହାର ଚିକିସ୍ଛା କରାଗଲା । କିନ୍ତୁ ୪ ଦିନ ପରେ ହୀରଲକୁ ଅହମଦାବାଦର ସିବିଲ ହସ୍ପିଟାଲକୁ ରେଫର କରି ଦିଆଗଲା ।

ସେଠିକାର ଡାକ୍ତରମାନେ କହିଲେ କି ହୀରଲର ଡାହାଣ ହାତ ଓ ଡାହାଣ ଗୋଡ କାଟିବାକୁ ପଡିବ । ଯଦି ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ଏଠି ଆସି ଥାନ୍ତେ ତେବେ ସ୍ଥିତି ଅନ୍ୟ କିଛି ହୋଇଥାନ୍ତା । ଏହି ସମୟରେ ହୀରଲର ମାତା ପିତାଙ୍କ ମୁଣ୍ଡରେ କେବଳ ଗୋଟିଏ ହିଁ କଥା ଥିଲା କି ବର୍ତ୍ତମାନ ଝିଅର ଜୀବନସାରା ବୋଝକୁ କିଏ ଉଠାଇବ ।

ଏହା ପରେ ଯେତେବେଳେ ଚିରାଗ ହସ୍ପିଟାଲ ପହଞ୍ଚିଲା ଓ ସେ ହୀରଲର ମାତା ପିତାଙ୍କୁ ଚିନ୍ତିତ ଦେଖିଲା ତେବେ ସେ କହିଲା କି ସେ ହୀରଲ ସହ ବିବାହ କରିବ । ଚିରାଗର ଏହି ନିଷ୍ପତିକୁ ତାହାର ମାତା ପିତା ବି ସମର୍ଥନ ଦେଲେ । ବର୍ତ୍ତମାନ ହୀରଲର ଏହି ସ୍ଥିତିର ଖବର ସୋସିୟାଲ ମିଡିୟାରେ ବ୍ୟାପୀ ଯାଇଛି ଓ ଲୋକମାନେ ଚିରାଗର ଏହି ନିଷ୍ପତିକୁ ସଲାମ କରୁଛନ୍ତି ।

ଆଶାକରୁଛୁ ଚିରାଗର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।