୭ଥର ଫେରା ନେବା ପରେ କନ୍ୟାର ହେଲା ବାନ୍ତି, ଏହା ପରେ ସ୍ଵାମୀ ଯାହା କଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

କର୍ନାଟକର ବେଙ୍ଗଲୁରୁରେ କିଛି ଏମିତି ହୋଇଛି ଯାହା ସମସ୍ତଙ୍କ ହୋଶ ଉଡେଇ ଦେଇଛି । ବିବାହର କିଛି ସମୟ ପରେ ହିଁ କନ୍ୟା ବାନ୍ତି କରିବାକୁ ଲାଗିଲା । ସନ୍ଦେହରେ ବର କନ୍ୟାକୁ ହସ୍ପିଟାଲ ନେଇଗଲା । ଏହା ପରେ ପରେ କନ୍ୟାକୁ ଗର୍ଭ ପରୀକ୍ଷଣ ଓ ବର୍ଜିନିଟୀ ଟେସ୍ଟ ମଧ୍ୟ ଦେଇ ଗତି କରିବାକୁ ପଡିଲା । କିନ୍ତୁ ଏମିତି କିଛି ବି ନ ଥିଲା । ତାଙ୍କୁ ଗୈସ୍ଟ୍ରାଇଟିସ ଅର୍ଥାତ ପେଟର ରୋଗ ଥିଲା । କିନ୍ତୁ ସନ୍ଦେହ ଓ ଅସୁବିଧାରେ ପକାଇଥିବା କାରଣରୁ ସ୍ତ୍ରୀ ସ୍ଵାମୀ ଉପରେ କେସ କରି ଦେଲା ଓ କୋଟ ପର୍ଯ୍ୟନ୍ତ ନେଇଗଲା ।

କିନ୍ତୁ ସ୍ଵାମୀ ନିଜର ଦୋଷକୁ ଅସ୍ଵୀକାର କରିଲା ଓ ଶେଷରେ ଛାଡପତ୍ର ପାଇଁ ଅପିଲ କରି ଦେଲା । ଖବର ଅନୁସାରେ ଉତ୍ତର କର୍ନାଟକର ମୈଟ୍ରିମୋନିୟଲ ସାଇଟ ଜରିଆରେ ୨୯ ବର୍ଷୀୟ ଶରଦ (ବରର ଛଦ୍ମ ନାମ) ଓ ୨୬ ବର୍ଷୀୟ ରକ୍ଷା (ଝିଅର ଛଦ୍ମ ନାମ )ର ସାକ୍ଷାତ ହେଲା । ଦୁଇଜଣ ହିଁ ଏମବିଏ ଗ୍ରେଜୁଏଟ୍ସ ଥିଲେ । ବହୁତ ସମୟ ଏକତ୍ରିତ ରହିବା ପରେ ଦୁଇଜ ନଭେମ୍ବର ୨୦୧୮ ରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।

ବିବାହର ୧୫ ଦିନ ପୂର୍ବରୁ ହିଁ ରକ୍ଷାର ମା କ୍ୟାନ୍ସର କାରଣରୁ ନିଧନ ହୋଇଯାଇଥିଲା । ଏହି କାରଣରୁ ରକ୍ଷା ଡିପ୍ରେଶନରେ ଚାଲି ଯାଇ ଥିଲା । ରକ୍ଷାର ଏହିଭଳି ଅବସ୍ଥା ଦେଖି ଶରଦକୁ ଲାଗିଲା କି ସେ ଏହି ବିବାହରେ ଖୁସି ନାହିଁ । ସେହି ସମୟରେ ରକ୍ଷା ନିଜର ବନ୍ଧୁମାନଙ୍କ ସହ କଥାବାର୍ତା କରୁଥିଲା । ଯେଉଁମାନେ ତାହାର ଖରାପ ସମୟର ସାଥ ଦେଇ ଥିଲେ । କିନ୍ତୁ ଶରଦ ତାକୁ ଭୁଲ ବୁଝିଲା । ଏହା ପରେ ବିବାହ ଦିନ ରକ୍ଷାକୁ ପେଟର ସମସ୍ୟା ପାଇଁ ବାନ୍ତି ହେଲା ।

ଯାହା ପରେ ଶରଦ ରକ୍ଷାକୁ ତୁରନ୍ତ ହସ୍ପିଟାଲକୁ ନେଇଗଲା । ରକ୍ଷାକୁ ଲାଗୁଥିଲା କି ଶରଦ ଗୈସ୍ଟ୍ରାଇଟିସର ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଛି । କିନ୍ତୁ ଯେତେବେଳେ ଡ଼ାକ୍ତର ଗର୍ଭବତୀର ପରୀକ୍ଷା ଓ ବର୍ଜିନିଟୀର ଟେସ୍ଟ ଆରମ୍ଭ କରିଲେ ତେବେ ରକ୍ଷା ଆଶ୍ଚର୍ଯ୍ୟ ହୋଇଗଲା । ଟେସ୍ଟ ପରେ ରକ୍ଷା ଶରଦ ଉପରେ ରାଗି ଯାଇ ଝଗଡା କରିବାକୁ ଲାଗିଲା ଓ ନିଜର ଭଉଣୀ ଘରକୁ ଚାଲିଗଲା । ତିନି ମାସ ପରେ ବୈବାହିକ ବିବାଦ ବନ୍ଦ କରିବା ପାଇଁ ଶରଦର ପରିବାର ପରିବାର କାଉନସିଲିଙ୍ଗ କେନ୍ଦ୍ରକୁ ଗଲେ ଓ ନିଜର ସ୍ତ୍ରୀ ବିରୁଦ୍ଧରେ ଅଭିଯୋଗ ଦର୍ଜ କରିଲେ ।

ଏହା ପରେ ରକ୍ଷାକୁ ବି ଏହା ବିଷୟରେ ଅବଗତ କରାଗଲା । କିନ୍ତୁ ରକ୍ଷାର କଥା ଶୁଣି ଫେମିଲି କାଉନସିଲିଙ୍ଗ କେନ୍ଦ୍ର ବି ଆଶ୍ଚର୍ଯ୍ୟ ହୋଇଗଲେ । କାଉନସିଲିଙ୍ଗ ଅପର୍ଣା କହିଲେ କି, ରକ୍ଷା ଆମକୁ କହିଲା କି ତାକୁ ନ ପଚାରି ତାହାର ବର୍ଜିନିଟୀ ଟେସ୍ଟ ଓ ଗର୍ଭବତ୍ତୀ ଟେସ୍ଟ କରା ଯାଇ ଥିଲା । ତାଙ୍କୁ ନ ଦେଖାଇ ଫୋରମ ଉପରେ ସାଇନ କରି ଦିଆ ଯାଇ ଥିଲା । ଯେତେବେଳେ ଟେସ୍ଟର ପ୍ରକ୍ରିୟା ପୁରା ହୋଇଗଲା । ତେବେ ଯାଇ ରକ୍ଷାକୁ ଏହା ବିଷୟରେ ଜଣା ପଡିଲା ।

ରକ୍ଷା ଆଗ୍ରହରେ ଶରଦ ରକ୍ଷାକୁ ବୁଝାଇଲା । କିନ୍ତୁ ରକ୍ଷା ମାଣିଲା ନାହିଁ । ଏହା ପରେ ରକ୍ଷା ପୁଲିସରେ ଶରଦ ଉପରେ ସନ୍ଦେହ ଓ ଅସୁବିଧାରେ ପକାଇବା ପାଇଁ ଅଭିଯୋଗ ଦରଜ କରିଲା ଓ ମାମଲା କୋର୍ଟ ପର୍ଯ୍ୟନ୍ତ ଚାଲି ଗଲା । ଅନ୍ୟ ପଟେ ସ୍ଵାମୀ ତଲାକ ପାଇଁ ଆବେଦନ କରି ସାରିଛି । ସେଣ୍ଟରର କୋଡିନେଟର ରାନୀ ଶେଟ୍ଟୀ କହିଲେ – ରକ୍ଷାର ପିତାଙ୍କ ବହୁତ ସମୟ ପୂର୍ବରୁ ହିଁ ମୃତ୍ୟୁ ହୋଇ ଯାଇଛି ଓ କିଛି ଦିନ ପୂର୍ବେ ହିଁ ତାହାର ମା ର ବି ମୃତ୍ୟୁ ହୋଇ ଯାଇଛି । ଏହି ସମୟରେ ଶରଦକୁ ରକ୍ଷା ସହିତ ଛିଡା ହେବା ଉଚିତ । କିନ୍ତୁ ସେ ତା ଉପରେ ସନ୍ଦେହ କରୁଥିଲା, ଯାହାକି ଉଚିତ ନଥିଲା । ସେନତର ରକ୍ଷା ପାଇଁ ଛିଡା ରହିବ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।