ପିରିୟଡସ୍ ବେଳେ ଯନ୍ତ୍ରଣା ହେଲେ ପେନକିଲର ଖାଇବା ଠିକ କି ? ଦେଖନ୍ତୁ ଏନେଇ କଣ କହୁଛନ୍ତି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ Dr. Alakta Das

ପିରିୟଡସ୍ ସମୟରେ ପ୍ରତ୍ଯେକ ମହିଳା ପେଟ ବ୍ୟ-ଥା ପରି ସମସ୍ଯାର ସମୁଖୀନ ହୋଇଥାନ୍ତି । ଏହି ସମୟରେ ଯ-ନ୍ତ୍ର-ଣା-ରୁ ମୁକ୍ତି ପାଇବା ପାଇଁ ମହିଳାମାନେ କିଛି ପେ-ନ-କି-ଲ-ର-ର ସାହାରା ନେଇଥାନ୍ତି । ତେବେ ଏହି ସମୟରେ ପେ-ନ-କି-ଲ-ର ଖାଇବା କେତେ ସୁରକ୍ଷିତ ? ଏହା ଦ୍ବାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇଥାଏ କି ? ତେବେ ଚାଲନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ପ୍ର-ସୂ-ତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ ।

ମହିଳାଙ୍କ ୟୁ-ଟ୍ରେ-ସ ଭିତରେ ଥିବା ଏ-ଣ୍ଡୋ-ମେ-ଟ୍ର-ମ ପ୍ରତି ମାସରେ ଆଉ ଥରେ ତିଆରି ହୁଏ । ଯାହା ମାସ ଶେଷରେ ର-କ୍ତ-ସ୍ରା-ବ ଆକାରରେ ଶରୀରରୁ ବାହାରି ଯାଏ । ତେଣୁ ଏହି ସମୟରେ ୟୁ-ଟ୍ରେ-ସ-ରେ ପରିବର୍ତ୍ତନ ଯୋଗୁଁ କଷ୍ଟ ହୋଇଥାଏ । ଏଥିପାଇଁ ପ୍ରାୟ ସବୁ ମହିଳାଙ୍କ ଠାରେ ପେଟ ବ୍ୟଥା ସମସ୍ଯା ଦେଖିବାକୁ ମିଳେ । କାହାର କମ୍ ହୋଇଥାଏ ତ କାହାର ବେଶୀ ହୋଇଥାଏ । ଏହି ଯ-ନ୍ତ୍ର-ଣା- ଦୁଇ ପ୍ରକାରର ହୋଇଥାଏ ।

ପ୍ରଥମଟି ହେଉଛି କୌଣସି କାରଣ ନଥାଇ ପେଟ ବ୍ୟ-ଥା ହେବା, ଯାହା ସାଧାରଣ ଅଟେ । ଦ୍ଵିତୀୟଟି ହେଉଛି କୌଣସି କାରଣ ଥାଇ ଯ-ନ୍ତ୍ର-ଣା ହେବା । ଯଥା ପିଲା ଘରେ ଟ୍ୟୁମର କିମ୍ବା ଅନ୍ୟ କୌଣସି ସମୟ ଥିଲେ ବ୍ୟ-ଥା ହେବା । ଏହି ସବୁ କାରଣରୁ ପିରିୟଡସ୍ ଯ-ନ୍ତ୍ର-ଣା ଅଧିକ ହେବାର ଦେଖାଯାଏ । ଯଦି ଯ-ନ୍ତ୍ର-ଣା ଅ-ସ-ହ୍ୟ ହେଉଛି ତେବେ ଏହି ସବୁ କ୍ଷେତ୍ରରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ରହିଛି ।

ତେବେ ଯ-ନ୍ତ୍ର-ଣା କମ କରିବାର କିଛି ଘରୋଇ ଉପାୟ ଅଛି ଯାହା ପ୍ରାୟ ସମସ୍ତେ ଉପଯୋଗ କରି ଆସୁଛନ୍ତି । ପିରିୟଡସ୍ ସମୟରେ ହ-ଟ୍ ୱା-ଟ-ର ବ୍ୟାଗ ତଳିପେଟରେ ଦେଲେ ଅନେକ ମାତ୍ରାରେ ଯ-ନ୍ତ୍ର-ଣା-ରୁ ଆରାମ ମିଳେ । ଏହା ଛଡା ପୋଦିନା ପାଣି, ଜୀରା ପାଣି ଆଦି ସେବନ କରିବା ଦ୍ଵାରା ମଧ୍ୟ ଅନେକ ମାତ୍ରାରେ ଯ-ନ୍ତ୍ର-ଣା-ରୁ ମୁକ୍ତି ମିଳେ । କିନ୍ତୁ ଅନେକ ଲୋକ ପେ-ନ-କି-ଲ-ର ସେବନ କରିବାକୁ ଅଧିକ ପସନ୍ଦ କରୁଛନ୍ତି ।

ତେବେ ଡାକ୍ତରଙ୍କ ମତରେ ପେ-ନ-କି-ଲ-ର ନେବା ଦ୍ଵାରା କୌଣସି ଅନ୍ୟ ଅସୁବିଧା କିମ୍ବା ପାର୍ଶ୍ଵ ପ୍ରତିକ୍ରିୟା ହୁଏ ନାହିଁ । ଏହା କେବଳ ପିରିୟଡସ୍ ଯ-ନ୍ତ୍ର-ଣା କମ କରିବାରେ ସହାୟକ ହୁଏ । ଯେଉଁମାନେ ସ୍କୁଲ ଓ କଲେଜ ଯାଉଛନ୍ତି କିମ୍ବା ଅଫିସ ଯାଉଛନ୍ତି ସେମାନେ ପେ-ନ-କି-ଲ-ର ସେବନ କରିବା ଦ୍ଵାରା ଯ-ନ୍ତ୍ର-ଣା-ରୁ ମୁକ୍ତି ମିଳିଥାଏ ଓ ଛୁଟି ନେବାକୁ ମଧ୍ୟ ପଡି ନଥାଏ । ପେ-ନ-କି-ଲ-ର ଖିଆଲେ କୌଣସି ଅସୁବିଧା ହେବ ବୋଲି ଭାବି ଅନେକ ଲୋକ ଯେତେ କଷ୍ଟ ହେଲେ ମଧ୍ୟ ଏହା ସେବନ କରନ୍ତି ନାହିଁ ।

ତେବେ ପିରିୟଡସ୍ ବେଳେ ପେ-ନ-କି-ଲ-ର ସେବନ କରିବାରେ କୌଣସି ଅସୁବିଧା ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।