କେତେ କୋଟି ଟଙ୍କାର ମାଲିକ କ୍ରିକେଟର Rohit Sharma, ଜାଣନ୍ତୁ ତାଙ୍କର ଘର, ଫ୍ୟାମିଲି, ସମ୍ପତ୍ତି ବିଷୟରେ

ରୋହିତ ଶର୍ମା ଭାରତୀୟ କ୍ରିକେଟ ଜଗତର ଜଣେ ଜଣା ଶୁଣା ନାଁ ଅଟେ । ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଟନ୍ତି । ତାଙ୍କର ଫ୍ୟାନମାନେ ତାଙ୍କୁ ହିଟମ୍ୟାନ ବୋଲି ମଧ୍ୟ କୁହନ୍ତି । ଏହା ସହିତ ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ବି ଅଟନ୍ତି । ତାଙ୍କ କ୍ୟାପ୍ଟେନସିପ କାରଣରୁ ମୁମ୍ବାଇ ଟିମ ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛି । ସେଥିପାଇଁ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ସବୁଠୁ ସଫଳତ କ୍ୟାପଟେନ ମଧ୍ୟରୁ ଜଣେ ଅଟନ୍ତି । ସେ ନିଜର ଚେଷ୍ଟା ଓ ପରିଶ୍ରମ ବଦଳରେ ଏହି ସ୍ତରରେ ପହଞ୍ଚି ପାରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ୩୩ ବର୍ଷ ବୟସର ଏହି ରୋହିତ ଶର୍ମାଙ୍କ ଜନ୍ମ ୩୦ ଏପ୍ରିଲ ୧୯୮୭ରେ ମହାରାଷ୍ଟ୍ରରେ ନାଗପୁର ସହରରେ ହୋଇଥିଲା । ତାଙ୍କର ମାତା ପୁର୍ଣିମା ଶର୍ମା ଯିଏକି ବିଶାଖାପଟ୍ନମର ଅଟନ୍ତି ।

ଯେତେବେଳେ କି ଗୁରୁନାଥ ଶର୍ମା ଏକ ପରିବହନ କମ୍ପାନୀରେ କାମ କରୁଥିଲେ । ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କଥାବାର୍ତ୍ତା କରିବା ତେବେ ୧୩ ଡିସେମ୍ବର ୨୦୧୫ରେ ରୋହିତ ଶର୍ମା ନିଜର ସ୍ପୋର୍ଟ୍ସ ମ୍ୟାନେଜର ରିତିକା ସଜଦେହଙ୍କ ସହ ବିବାହ କରିଛନ୍ତି ଓ ବର୍ତ୍ତମାନ ସମୟରେ ସେ ଦୁଇଟି ସନ୍ତାନର ପିତା ଅଟନ୍ତି । ଏପ୍ରିଲ ୨୦୧୫ ରୋହିତ ନିଜର କ୍ରିକେଟ କ୍ୟାରିୟର ଜୀବନ ୱେଷ୍ଟ ଯୋନ ତରଫରୁ ୨୦୦୫ ମାର୍ଚ୍ଚରେ ଖେଳି ସେଣ୍ଟ୍ରାଲ ଯୋନ ବିପକ୍ଷରେ ଦେଓଧର ଟ୍ରଫିରେ କରିଥିଲେ ।

ରୋହିତ ଶର୍ମା ମୁଖ୍ୟ ରୂପରେ ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୂପରେ ଜଣା ଯାଆନ୍ତି । ଏହା ସହିତ ସେ ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଟିମର ଉପ କ୍ୟାପଟେନ ବି ଅଟନ୍ତି । ରୋହିତ ଶର୍ମା ଏକ ଦିବସୀୟ କ୍ରିକେଟ ଇତିହାସରେ ସବୁଠୁ ଅଧିକ ଦୋହରା ଶତକ ଲଗାଇଥିବା ସେ ପ୍ରଥମ ଖେଳାଳି ଅଟନ୍ତି । ଏହା ସହିତ ରୋହିତ ଶର୍ମା କ୍ରିକେଟ ଇତିହାସରେ ପ୍ରଥମ ଏମିତି ବ୍ୟାଟ୍ସମ୍ୟାନ ଅଟନ୍ତି ଯିଏ ୱାଣ୍ଡେ କ୍ରିକେଟରେ ତିନି ଥର ଦୋହରା ଶତକ ମାରିଛନ୍ତି ।

ଏହା ତ ସମସ୍ତେ ଜାଣିଛନ୍ତି କି କ୍ରିକେଟରସ ନିଜ ପ୍ରେମ ଆଫେୟାର୍ସ ଓ ଖେଳକୁ ନେଇ ଚର୍ଚ୍ଚାରେ ରହନ୍ତି ସେତିକି ତାଙ୍କର ରୋଜଗାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଯଦି ରୋହିତ ଶର୍ମାଙ୍କ ସମ୍ପତ୍ତି ବିଷୟରେ କଥାବାର୍ତ୍ତା କରିବା ତେବେ ବର୍ତ୍ତମାନର ଏକ ରିପୋର୍ଟ ଅନୁସାରେ ରୋହିତ ଶର୍ମାଙ୍କ ପାଖରେ ପାଖାପାଖି ୧୩୦ କୋଟି ଟଙ୍କାର ସମ୍ପତ୍ତି ଅଛି । ତାଙ୍କର ଏହି ସମ୍ପତ୍ତିର ମୁଖ୍ୟ ଭାଗ ଖେଳ ଓ ବିଜ୍ଞାପନ ମଧ୍ୟମରୁ ଆସିଛି । ତାଙ୍କ ପାଖରେ ମୁମ୍ବାଇରେ ଏକ ସୌଖିନ ଫ୍ଲାଟ ଅଛି । ଯାହାକୁ ସେ ୨୦୧୫ ରେ କିଣିଥିଲେ । ତାଙ୍କ ପାଖରେ କିଛି ସୌଖିନ କାର ବି ଅଛି । ସେଥି ମଧ୍ୟରୁ ବି ଏମ ଡବ୍ଲୁ , ଅଡି ,ପୋଷ ଓ ମରସିଡିଜ ବେଂଜ ଭଳି କାର ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।