ଦେଖନ୍ତୁ କେମିତି Rohit କଲେ Harbhajan Singh ଙ୍କ ନକଲ ତ ହସି ହସି ବେଦମ ହେଇଗଲା ପୁରା ଟୀମ

ଆପଣ ମାନେ ଜାଣିଛନ୍ତି କି ଏବେ ଭାରତ ଓ ଇଂଲଣ୍ଡର ଟେଷ୍ଟ ମ୍ୟାଚ ଖେଳ ହଉଛି । ସବୁ ବଡ କଥା ହେଉଛି ଟେଷ୍ଟ ମ୍ୟାଚ ଖେଳିବାକୁ ଭଲ ପାନ୍ତି ସତ କିନ୍ତୁ କେହି ଦେଖିବାକୁ ପସନ୍ଦ କରନ୍ତି ନାହିଁ । କାରଣ ଏଥିରେ ବହୁତ ଧାର୍ଯ୍ୟର ସହ ଖେଳିବାକୁ ପଡିଥାଏ ଯେହେତୁ ଏଥିରେ ବହୁତ ଗୁଡାଏ ଓଭର ବଳ ଖେଳିବାକୁ ପଡିଥାଏ ଯାହା ଦ୍ଵାରା ଭଲ ଖେଳ ହୋଇପାରିବ ତେବେ ଯାଇ ଅଧିକ ରନ ହୋଇ ପାରିବ ।

ସେମାନେ ସେଥି ପ୍ରତି ସଜାଗ ହୋଇ ଖେଳନ୍ତି । ଏହି ଖେଳରେ ବହୁତ ବୋରିଙ୍ଗ ଲାଗିଥାଏ । ଅର୍ଥାତ କହିବାକୁ ଗଲେ ବେସୀ ମଜା ଲାଗି ନଥାଏ ସେଥିପାଇଁ ଏହି ଖେଳ ପ୍ରତି ବହୁତ କମ ଲୋକଙ୍କର ରୁଚି ଥାଏ । ଏବେ କିନ୍ତୁ ଖେଳ ହେଉଥିବା ସ୍ଥାନରେ କିଛି ଏପରି ମଜାଦାର ଜିନିଷ ଦେଖିବାକୁ ମିଳିଛି ଯାହା ସତରେ ଆପଣ ଜାଣିଲେ ବହୁତ ହସିବେ ।

ଏକ ଏପରି ଫୋଟୋ ଅଛି ଯାହା ଆପଣ ଦେଖି ହସି ହସି ଗଡି ଯିବେ । କହିବାକୁ ଗଲେ ମ୍ୟାଚ ବହୁତ ଧିମୀ ଗତିରେ ଚାଲୁଥିବା ସମୟରେ କାରଣ ଇଂଲଣ୍ଡର ଲୋକ ମାନେ ବହୁତ ରନ କରିବା ସହିତ ଆଉଟ ହେଊ ନଥିଲେ । ଆମର କରୁଥିବା ବୋଲର ମାନେ ବହୁତ ଠକିବା ପରି ଅନୁଭବ କରୁଥିଲେ ଓ ମନ ଦୁଖ ମଧ୍ୟ କରୁଥିଲେ ।

ଏହାପରେ ଇଣ୍ଡିଆ ଟିମର କ୍ଯାପଟେନ କୋହଲି ଭାବିଲେ କିଛି ଗୋଟେ ମଜା କରିବା ବା କିଛି ଗୋଟିଏ ନୂଆ କରିବା ପାଇଁ ସେ ଏକ ବୋଲରକୁ ବଲ ପକାଇବାକୁ ନଦେଇ ଏକ ବ୍ୟାଷ୍ଟମ୍ୟାନକୁ ବଲ ପକାଇବାକୁ ଦେଇ ଦେଲେ । ତାଙ୍କର ନାମ ହେଉଛି ରୋହିତ ଶର୍ମା । ଯାହାକି ସେ ଜମା ବଲ ପକାଇ ପାରିବେ ନାହିଁ ।

ସେ ଭଲ ବ୍ୟାଟିଂ କରନ୍ତି ଯଦି ତାଙ୍କର ବ୍ୟାଟରେ ଭଲ ବାଜିଲା ତେବେ ସେ ପୁରା ହାରିବା ମ୍ୟାଚକୁ ମଧ୍ୟ ଜିତାଇ ଦେଇ ଥାନ୍ତି । ଯେଉଁ ସମୟରେ ତାଙ୍କ ହାତରେ ବ୍ୟାଟ ଆସିଥାଏ ସେହି ସମୟରେ ସେ ପୁରା ଦୁନିଆକୁ ମୁଠିରେ ରଖିଲା ଭଳି କରିଥାନ୍ତି । ଯେଉଁ ସମୟରେ କୋହଲି ତାଙ୍କୁ ବଲ ପକାଇବାକୁ ଦେଲେ ସେ କାହାକୁ ଆଉଟ ତ କରି ପାରିବେନି କିନ୍ତୁ ସେ ସେଠାରେ ବହୁତ ମଜା କଲେ ।

ସେ ବଲ ପକାଇବା ସମୟରେ ହରବଜନଙ୍କ ଅଭିନୟ କରିବା ସହିତ ସେହି ଭଳି ଆକାରରେ ବଲ ମଧ୍ୟ ପକାଇବା ପାଇଁ ଚେଷ୍ଟା କଲେ । ଯେଉଁ ସମୟରେ ସେ ଏହି ଭଳି କଲେ ସେଠାର ବହୁତ ଲୋକେ ତାଙ୍କୁ ଦେଖି ସାରିଛନ୍ତି । କାରଣ ବହୁତ ଲୋକ ତାଙ୍କର ବଲ ପଲକାଇବା ଶୈଳୀ ଦେଖିଛନ୍ତି ସେ କିପରି ଭାବରେ ପକାନ୍ତି ।

ଲୋକ ମାନେ ଭାବିଲେ କି ସେ ତାଙ୍କ ପୂର୍ବରୁ ଯେଉଁ ଭଳି ବଲ ପକାଊ ଥିଲେ ସେହି ଭଳି ପକାଇବେ । ଯେଉଁ ସମୟରେ ସେ ହରବଜନଙ୍କ ଭଳି ବଲ ପକାଇବାକୁ ଚାହିଁଲେ ସେଠାରେ ଥିବା ଲୋକ ମାନେ ବହୁତ ମଜା ନେବା ସହିତ ତାଙ୍କ ସହିତ ଖେଳୁଥିବା ସବୁ ଖେଳାଳି ମଧ୍ୟ ବହୁତ ମଜା ନେଲେ ଓ ବହୁତ ହସିଲେ ମଧ୍ୟ ।

ସେ ଏହି ଭଳି ଶୈଳୀରେ ବଲ ପକାଇବା ହେତୁ ବହୁତ ଲୋକ ତାଙ୍କୁ ଟୁଇଟ କରିଛନ୍ତି । ଏହି ଭିଡିଓ ବହୁତ ଶେୟାର ମଧ୍ୟ ହୋଇଛି କିଛି ଲୋକ ଏହାକୁ ବହୁତ ପସନ୍ଦ  ମଧ୍ୟ କରିଛନ୍ତି । ସେମାନେ ସମସ୍ଥେ ଭାବିଲେ ଯାହା ହେଉ କିନ୍ତୁ ରୋହିତ ବହୁତ ମଜା କଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । କ୍ରିକେଟ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।