ହସ୍ପିଟାଲ ବେଡରେ ରୋଗୀଙ୍କୁ ନି-ର୍ଘା-ତି-ଆ ମା-ଡ, ଦେଖନ୍ତୁ ଭିଡିଓ, ଆପଣଙ୍କ ହୋସ ଉଡିଯିବ

ଯେତେବେଳେ ଜଣେ ରୋଗୀ ଚିକିତ୍ସା ହେବା ପାଇଁ ହସ୍ପିଟାଲ ଯାଇଅଥାଏ ସେତେବେଳେ ସେ ଡାକ୍ତର ଓ ସେଠାରେ ଥିବା ନର୍ସ ମାନଙ୍କ ଉପରେ ନିର୍ଭର କରିଥାଏ ଯେ ସେ ତାଙ୍କର ଭଲ ଭାବେ ଚିକିତ୍ସା କରି ତାଙ୍କୁ ସୁସ୍ଥ କରି ଦେବେ ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ହୁଏ ତ ଆପଣ ମାନେ ଆଗରୁ କେବେ ଦେଖି ନ ଥିବେ ବା ଶୁଣି ନ ଥିବେ । ତେବେ ଆସନ୍ତୁ ଜାଣିବା ସେହି ଘଟଣା କଣ ଓ କେଉଁଠାରେ ଘଟିଛି । ବନ୍ଧୁଗଣ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବାକୁ ତାହା ପଟିୟାର ଏକ ଘରୋଇ ହସପିଟାଲରେ ଘଟିଛି ।

ସେଠାରେ ଥିବା ଜଣେ ରୋଗୀଙ୍କ ସହ ଏମିତି କିଛି ମାରାତ୍ମକ ଘଟଣା ଘଟିଛି ଯାହା ହୁଏ ତ ଆଗରୁ କେବେ କେଉଁ ହସପିଟାଲରେ ହୋଇ ନ ଥିବ । ବର୍ତ୍ତମାନ ଆମ ଦେଶରେ କୋରୋନାର ଦିତୀୟ ଲହର ଯେପରି ଭାବେ ବଢିବାରେ ଲାଗିଛି ସେଥି ପାଇଁ କେତେ ଯେ ଲୋକ ମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି ଓ ମୃ-ତ୍ୟୁ-ବ-ର-ଣ କରୁଛନ୍ତି ତାହାର ଗଣନା କରାଯାଇ ପାରିବ ନାହି ।

ପଟିୟାର ଏକ ଘରୋଇ ହସପିଟାଲରେ ଜଣେ ରୋଗୀଙ୍କ ସହ ଅ-ତ୍ୟା-ଚା-ର କରା ଯାଇଛି ଯାହା ଅତି ନି-ନ୍ଦ-ନୀ-ୟ କଥା ଅଟେ । ସେହି ରୋଗୀ ଜଣକ ହସପିଟାଲରେ ରହି ଚିକିତ୍ସା ହେଉଥିବା ସମୟରେ ସେଠାରେ ନିଯୁକ୍ତ ଥିବା ଡାକ୍ତର ତାଙ୍କ ସହ ବହୁତ ଖରାପ ବ୍ୟବହାର କରିବା ସହ ତାଙ୍କୁ ମା-ଡ ମଧ୍ୟ ମା-ରି-ଛନ୍ତି ।

ଯାହା ଫଳରେ ସେହି ରୋଗୀ ଜଣଙ୍କର ଅବସ୍ଥା ଅତି ଗୁରୁତର ହୋଇ ପଡିଛି । ସେଠାରେ ଥିବା ଅନୁ କର୍ମଚାରୀ ମାନେ ମଧ୍ୟ ସେହି ନୃ-ଶଂ-ସ ଡାକ୍ତରଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ ବରଂ ସେଠାରେ ରହି ଏହି ଦ୍ରୁଶ୍ଯକୁ ଦେଖୁଥିଲେ ।

ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଯେଉଁ ଠାରେ ଡାକରା ମାନଙ୍କୁ ଦେବତା ବା ଭଗବାନଙ୍କ ମାନ୍ୟତା ଦିଆ ଯାଇଛି ସେଠାରେ ଏହି ଡାକ୍ତର ଜଣକ ଯେପରି ଭାବେ ଅ-ସ-ଦା-ଚ-ର-ଣ ସେହି ରୋଗୀଙ୍କ ସହ କରିଛନ୍ତି ତାହା ଅତି ନିନ୍ଦନୀୟ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ