ରିଲେଶନସିପରେ ଆସିବା ମାତ୍ରେ ହିଁ ଝିଅମାନଙ୍କର ଭିତରେ ଆସିଥାଏ ଏହି ୪ ଟି ଚେଞ୍ଜେସ, ପୁଅମାନଙ୍କର ବଢିଯାଇଥାଏ ଏହି ଚିନ୍ତା

ସମସ୍ତଙ୍କୁ କେବେ ନା କେବେ କାହା ସହିତ ନିଶ୍ଚିତ ପ୍ରେମ ହୋଇଥାଏ । କହିବାକୁ ଗଲେ ପ୍ରେମ ବହୁତ ପ୍ରକାର ହୋଇଥାଏ । କିନ୍ତୁ ଆଜି ଆମେ ଏକ ପୁଅ ଓ ଝିଅ ମଧ୍ୟରେ ହେଉଥିବା ପ୍ରେମ ବିଷୟରେ କଥା ହେବୁ । ଏହା ସମସ୍ତେ ଜାଣିଛନ୍ତି କି ପ୍ରେମ ହେବା ପରେ ବ୍ୟକ୍ତି ପୂର୍ବ ଭଳି ରୁହେ ନାହିଁ । ଧିରେ ଧିରେ ସେମାନଙ୍କ ମଧ୍ୟରେ ଚେଞ୍ଜେସ ଦେଖିବାକୁ ମିଳିଥାଏ ।

କିଛି ଚେଞ୍ଜେସ ପ୍ରାକୃତିକ ହୋଇଥାଏ ତ କିଛି ଚେଞ୍ଜେସ ପାର୍ଟନର ର ପସନ୍ଦ ଓ ନା ପସନ୍ଦକୁ ଧ୍ୟାନ ରଖି କରିବାକୁ ପଡିଥାଏ । କହିବାକୁ ଗଲେ ଅଧିକ ଚେଞ୍ଜେସ ପୁଅମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଝିଅମାନଙ୍କର ବି ଅଭ୍ୟାସ ବଦଳିଯାଏ । ଆଜି ଆମେ ଆପଣଙ୍କୁ ପ୍ରେମରେ ଝିଅମାନଙ୍କ ମଧ୍ୟରେ ଆସୁଥିବା ଚେଞ୍ଜେସ ବିଷୟରେ କହିବାକୁ ଯାଉଛୁ ।

ରିଲେଶନସିପରେ ଆସିବା ପରେ ଝିଅମାନଙ୍କର ଚେଞ୍ଜେସ

ବ୍ୟବହାରରେ ଚେଞ୍ଜେସ

ପ୍ରାୟତଃ ଦେଖାଯାଇଛି କି ରିଲେଶନସିପରେ ଆସିବା ପରେ ଝିଅମାନେ ନିଜର କେତେକ ଅଭ୍ୟାସକୁ ବଦଳାଇ ଦିଅନ୍ତି । କିଛି ଚେଞ୍ଜେସ ତ ବୁଦ୍ଧିମତାର ସହ ଓ ବୁଝି ସୁଝି କରାଯାଇଥାଏ । କିନ୍ତୁ କିଛି ଝିଅମାନେ ଇମୋଶନାଲି ବି ବହୁତ ଚେଞ୍ଜ ହୋଇ ଯାଆନ୍ତି । ଏହା ଦ୍ଵାରା କିଛି ପୁଅମାନେ ଇରିଟେଟ ହୋଇ ଯାଆନ୍ତି ।

ଜଲ୍ଦି ନିଦ ନ ଆସିବା

ଦ୍ଵିତୀୟ ବଡ ଚେଞ୍ଜେସ ରିଲେଶନସିପରେ ଆସିବା ପରେ ଝିଅମାନଙ୍କର ନିଦରେ ଆସିଥାଏ । ଝିଅମାନେ ଜଲ୍ଦି ବିଛଣାକୁ ଯାଇ ନିଜର ଭବିଷ୍ୟତ ଓ ନିଜର ପଛ ଜୀବନ କଥା ବିଷୟରେ ବହୁତ ଚିନ୍ତା କରନ୍ତି । ଏହି କାରଣରୁ ତାଙ୍କୁ ଜଲ୍ଦି ନିଦ ଆସି ନ ଥାଏ ଓ ସେ ବହୁ ରାତି ପର୍ଯ୍ୟନ୍ତ ପାର୍ଟନରଙ୍କୁ ଫୋନ କରିଥାନ୍ତି ।

ସୁନ୍ଦରତାର ଧ୍ୟାନ

ରିଲେଶନସିପରେ ଆସିବା ପରେ ଝିଅମାନେ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ସେମାନେ ଚାହାନ୍ତି କି ସେମାନେ ଅଧିକ ସୁନ୍ଦର ଦେଖାଯିବେ । ଏଥିପାଇଁ ସେମାନେ ପାର୍ଲର ଯାଆନ୍ତି, ଫେସ ପ୍ୟାକ ଲଗାନ୍ତି ଇତ୍ୟାଦି । କହିବାକୁ ଗଲେ ଏହି ସବୁ ଜିନିଷ ଏକ ସାଧାରଣ ଝିଅ ମଧ୍ୟରେ ଦେଖାଯାଏ ନାହିଁ ।

ବନ୍ଧୁମାନଙ୍କ ଉପରେ କମ ଧ୍ୟାନ ଦେବା

ରିଲେଶନସିପରେ ଆସିବା ପରେ ଝିଅମାନେ ପ୍ରାୟତଃ ନିଜ ମଧ୍ୟରେ ହିଁ ମସ୍ତ ରୁହନ୍ତି । କହିବାକୁ ଗଲେ ସେମାନେ ନିଜ ସାଙ୍ଗମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ସେମାନଙ୍କର ଧ୍ୟାନ ସବୁବେଳେ ନିଜ ପାର୍ଟନର ଉପରେ ରହିଥାଏ । ଏହା ଦ୍ଵାରା ପୁଅମାନେ ଅଧିକ ଚିଡି ଯାଆନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।