ମୁମ୍ବାଇ କୃଜ ଡ୍ର-ଗ ପା-ର୍ଟି-ରେ ସାମିଲ ହେବା ଅ-ଭି-ଯୋ-ଗ-ରେ ଆର୍ୟନ ଖାନ ଗି-ର-ଫ ହେବା ପରେ ଏବେ ସବୁଆଡେ ଚର୍ଚ୍ଚା ହେଉଛି ସମୀର ୱା॰ଖଡେଙ୍କ ନାମ । ଯାହା ନାମ ଶୁଣିଲେ ଥ-ର-ହ-ର ହେଉଛି ବଲିଉଡ । କେତେ ବଡ ବଡ ଷ୍ଟାରଙ୍କୁ ସେ ପାଣି ପିଆଇ ଦେଇଛନ୍ତି । ଭୁଲ ଥିଲେ କିଛି ନ ଶୁଣି ସେ ତୁରନ୍ତ କା-ର୍ଯ୍ୟା-ନୁ-ଷ୍ଠାନ ନିଅନ୍ତି । ତାଙ୍କୁ ଏବେ ବଲିଉଡର ରିୟଲ ସିଙ୍ଘମ କୁହାଯାଉଛି । ଆର୍ୟନଙ୍କୁ ବର୍ତ୍ତମାନ ୧୪ ଦିନିଆ ରି-ମା-ଣ୍ଡ-ରେ ପଠାଯାଇଛି ।

ଆର୍ୟନଙ୍କୁ ଗି-ର-ଫ କରିଥିବା ୱା॰ଖଡେ ଏକଦମ ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ । କୃଜ ପାର୍ଟିରେ ଯାତ୍ରୀ ହୋଇଯାଇ ଧରିଥିଲେ ଆର୍ୟନଙ୍କୁ । ଏହା ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁ ସମୟରେ ବଲିଉଡରେ ଡ୍ର-ଗ ଲି-ଙ୍କ ସାମନାକୁ ଆସିଥିଲା । ସେତେବେଳେ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲେ ସମୀର । ତେବେ ବଲିଉଡକୁ ଥ-ରା-ଉ-ଥିବା ମହାରାଷ୍ଟ୍ରର ସମୀର ୱା॰ଖଡେ ୨୦୦୮ ବ୍ୟାଚର ଜଣେ IRS ଅଫିସର । ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଡେପୁଟି କଷ୍ଟମ କମିଶନର ଭାବେ ତାଙ୍କ ପ୍ରଥମ ପୋଷ୍ଟିଂ ହୋଇଥିଲା ।

ଏହାପରେ ତାଙ୍କୁ ନା-ର୍କୋ-ଟି-କ୍ସ କ-ଣ୍ଟ୍ରୋ-ଲ ବ୍ଯୁ-ରୋ-କୁ ଟ୍ରାନ୍ସଫର କରିଦିଆ ଯାଇଥିଲା । ଦୁଇ ବର୍ଷ ମଧ୍ୟରେ ସମୀର ପ୍ରାୟ ୧୭ କୋଟି ଟଙ୍କାର ନି-ଶା ତଥା ଡ୍ର-ଗ ରା-କେ-ଟ-ର ପ-ର୍ଦା-ଫା-ଶ କରିଛନ୍ତି । ସେ ଖୁବ ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ । ସେ ୧୪ ଡିସେମ୍ବର ୧୯୭୯ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତ୍ରୀ କ୍ରାନ୍ତି ରେଡକରଙ୍କୁ ବିବାହ କରିଛନ୍ତି । ଜିଆ ଓ ଜାଦା ନାମକ ତାଙ୍କର ଦୁଇ ଝିଅ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ସେ ଖୁବ କମ ସକ୍ରିୟ ରୁହନ୍ତି । ସମୀରଙ୍କ ନେତୃତ୍ୱରେ N-C-B ଅନେକ ରେଡ କରିଛି ।
ନିକଟରେ ସେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ସମେତ ଅନେକଙ୍କୁ ଗି-ର-ଫ କରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁ ସମୟରେ ଆସିଥିବା ଡ୍ର-ଗ ଲି-ଙ୍କ ଘ-ଟ-ଣା-ରେ ସେ ରିୟା ଚକ୍ରବର୍ତ୍ତୀ, ଦୀପିକା ପାଦୁକୋନ ଓ ରକୁଲ ପ୍ରୀତଙ୍କ ସମେତ ଅନେକ ସେଲିବ୍ରିଟିଙ୍କୁ ପାଣି ପିଆଇ ଦେଇଥିଲେ । କମେଡିଆନ ଭାରତୀଙ୍କ ଘରୁ ମଧ୍ୟ ସେ ଡ୍ର-ଗ୍ସ ଜ-ବ-ତ କରିଥିଲେ ।
ଟି-କ-ସ ଫା-ଙ୍କି-ବା ପାଇଁ ମଧ୍ୟ ସେ ଅନେକ ସେଲିବ୍ରିଟିଙ୍କୁ ଗି-ର-ଫ କରିଛନ୍ତି । 2013 ରେ ସେ ମିକା ସିଂଙ୍କୁ ମଧ୍ୟ ବିଦେଶୀ ମୁଦ୍ରା ସହ ଧରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।