ଆଜି ରାତିରୁ ପୁରା 51 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମା ଦୂର୍ଗା, ଦେଖନ୍ତୁ ଆପଣଙ୍କ ରାଶିତ ନାହିଁ !

ନବରାତ୍ରି ମାତା ଦୁର୍ଗାଙ୍କ ସବୁଠୁ ଖାସ ପର୍ବ ହୋଇଥାଏ । ନବରାତ୍ରିରେ ମାତା ଦୂର୍ଗାଙ୍କ ୯ ଟି ସ୍ୱରୂପର ପୂଜା କରାଯାଏ । ଏମିତିରେ ଏଥରର ଶାରଦୀୟ ନବରାତ୍ରି ବହୁତ ହିଁ ଖାସ ଅଟେ । ଏହି ନବରାତ୍ରିରେ ୫୧ ବର୍ଷ ପରେ ଏମିତି ଏକ ଯୋଗ ପ୍ରସ୍ତୁତ ହୋଇଛି । ଏହି ନବରାତ୍ରିରେ ୫ ଟି ରବି ଯୋଗ ସହ ଓ ସୋଭାଗ୍ୟ ଯୋଗ ପ୍ରସ୍ତୁତ ହେଉଛି ।

ସେଥିପାଇଁ ଏହି ନବରାତ୍ରିରେ ନୂଆ କାର୍ଯ୍ୟ ଆରମ୍ଭ କରିବା ଶୁଭ ରହିବ । ଦୂର୍ଗା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ତେବେ ଚାଳନ୍ତୁ ଜାଣିବା ଏହି ନବରାତ୍ରି କେଉଁ କେଉଁ ରାଶିମାନଙ୍କ ପାଇଁ ଶୁଭ ରହିବ । ଏହି ରାଶିମାନଙ୍କ ଉପରେ ଦେବୀ ମାତା ଲକ୍ଷ୍ମୀ, ଦେବୀ ମାତା ସରସ୍ଵତୀ ଓ ଦେବୀ ମା କାଲୀଙ୍କର ଅପାର କୃପା ରହିବ ।

କୁମ୍ଭ ରାଶି

ଆରମ୍ଭ କରିଥିବା କାର୍ଯ୍ୟରେ ସଫଳତା ମିଳିପାରେ । ଆପଣ ଯଦି କୌଣସି ନୂଆ ଜିନିଷ କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ରହିବ ।ଯାହା ଦ୍ଵାରା ଏମାନେ ଜୀବନରେ ବହୁତ ସଫଳତା ପ୍ରାପ୍ତ କରିବେ । ଅଟକି ରହିଥିବା କାର୍ଯ୍ୟ ବି ପୁରା ହୋଇଯିବ । ଆସନ୍ତା ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ବି ଭଲ ରହିବ ।

ତୁଳା ରାଶି

ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ମାନ ମିଳିବ । ଆପଣ ଏହି ସମୟ ବହୁତ ଭଲ ସମୟ ବିତାଇବେ । ଆପଣ ନିଜର ବ୍ୟାପାରରେ ଭଲ ନାଁ କରିବେ । ଆପଣଙ୍କ ଉପରେ ବିଶେଷ ରୂପରେ ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିବ ।

ବୃଷ ରାଶି

ବୃଷ ରାଶି ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବ । ଆପଣ ନିଜ ଜୀବନରେ ଅପାର କୃପା ଲାଭ କରିବେ । ନବରାତ୍ରି ସମୟରେ ମାତା ଦୂର୍ଗା ଏହି ରାଶିମାନଙ୍କ ଉପରେ ଧନ ବର୍ଷା କରିବେ ।

ମିଥୁନ ରାଶି

ଏହି ଶୁଭ ଅବସରରେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଯେଉଁ କାରଣରୁ ବହୁତ ଧନ ବର୍ଷା ହେବ । ଏହି ସମୟ ଆପଣଙ୍କ ପାଇଁ ବହୁତ ହିଁ ଉତ୍ତମ ରହିବ । ଆପଣଙ୍କ ବ୍ୟବସାୟର ବିସ୍ତାର କରିବେ । ଆପଣଙ୍କୁ କିଛି ନୂଆ ଅବସର ମଧ୍ୟ ମିଳିବ ।

ମେଷ ରାଶି

ଏହି ରାଶିର ଲୋକମାନେ ଯେଉଁମାନେ ଚାକିରି କରୁଥିଲେ ସେମାନଙ୍କର ଉନ୍ନତି ହେବ । ଜୀବନସାଥୀଙ୍କ ସହ ଆପଣ ବହୁତ ଭଲ ସମୟ ବିତାଇବେ । ଆସନ୍ତା ସମୟରେ ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ କରିବେ ।

ସିଂହ ରାଶି

ଆପଣଙ୍କୁ ଚାକିରି ମିଳିପାରେ । ପରିବାରରେ ଖୁସିରେ ରହିବ । ଆପଣ ବହୁତ ଲାଭରେ ରହିବେ । ଆପଣଙ୍କୁ ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମଧ୍ୟ ପ୍ରାପ୍ତ ହେବ । ଏହି କାରଣ ଅଟେ କି ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ବର୍ତ୍ତମାନ ଦୂର ହୋଇଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।