Vastu Tips- କିଛି ବି ହେଇଯାଉ ନା କାହିଁକି, ରାତିରେ ଏହି 3 ଟି କାମ ଭୁଲରେ ମଧ୍ୟ କରିବେ ନାହିଁ, ହେଇଯିବେ ଭିକାରି

ମନୁଷ୍ୟ ଜୀବନ ରେ ସବୁ ବେଳେ ଖୁସି ରହିବାକୁ ଚାହନିଠାଏ । କିନ୍ତୁ ସବୁ ବ୍ୟକ୍ତି ଏହି ଶୁଖ ଠିକ ଭାବରେ ପାଇନଥାଏ । ଏହି ଶୁଖ ଟିକକ ପାଇବା ପାଇଁ ମନୁଷ୍ୟ କିଛି ବି କରିବା ପାଇଁ ପଛାଏ ନାହିଁ । ମନୁଷ୍ୟ ଜୀବନ ରେ ଶୁଖ ବିନା ଜୀବନ ନିରର୍ଥକ ହୋଇଯାଏ । ମନୁଷ୍ୟକୁ ନିଜର ଦିନ ଚର୍ଯ୍ୟା ସବୁ କାର୍ଯ୍ୟ ସାରି ରାତିରେ ଟିକିଏ ବିଶ୍ରାମ ନେଇ ଥାଏ ଯାହା ଫଳରେ କି ତାର ସ୍ୱାସ୍ଥ୍ୟ ଠିକ ରହିଥାଏ । ଏହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବ୍ୟକ୍ତି ଖୁସିରେ ରହିଥାଏ । ଯଦି ସ୍ୱାସ୍ଥ୍ୟ ଭଲ ନରହିବ ତେବେ ବ୍ୟକ୍ତି ଅଶାନ୍ତିରେ ରହିଥାଏ । ଶୋଇବା ଆମ ସମସ୍ତଙ୍କ ଜୀବନ ରେ ଆବଶ୍ୟକ ହୋଇଥାଏ । ଆମେ ସମସ୍ତେ ଶୋଇବା ପାଇଁ ରାତିର ସମୟକୁ ଉପଯୁକ୍ତ ବୋଲି ଭାବି ଥାଉ ।

କିନ୍ତୁ ଏହି ସମୟରେ ଏମିତି କିଛି କାମଥାଏ ଯାହାକି ଆମକୁ ରାତିରେ ଶୋଇବା ପୂର୍ବରୁ ସମାପ୍ତ କରିନେବା ଉଚିତ । ସ୍ଵାମୀ ସ୍ତ୍ରୀ ସହ ଜଡିତ କାମ ଓ ବାକି ସବୁ କାମ କରିନେବା ଉଚିତ । ଏହାସହ ଆଜି ଆସନ୍ତୁ ଜାଣିବା ଏମିତି ଏକ କାମ ଯାହାକି ଅଧିକ ରାତି ପର୍ଯ୍ୟନ୍ତ କେବେବି କରିବା ଉଚିତ ନୁହେଁ ।

୧ – ପ୍ରେମ ସମ୍ପର୍କ ପାଇଁ ଏମିତିରେ କୌଣସି ସମୟ ନିର୍ଧାରିତ ହୋଇନାହିଁ । କିନ୍ତୁ ଖାସ କରି ଏହି କାର୍ଯ୍ୟ ପାଇଁ ରାତି ସମୟ ଅଶୁଭ ମନାଯାଇଛି । ପ୍ରେମ ଲାଳସାର  ଇଚ୍ଛୁକ ଭାବନାକୁ ରାତି ବାରଟାରୁ ସକାଳ ଛଅଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ । ଏବଂ ଏହି କାର୍ଯ୍ୟରେ ଆନନ୍ଦ ମଧ୍ୟ ବହୁତ ମିଳିଥାଏ ।

କିନ୍ତୁ ୧୨ ଟାରୁ ୨ ଟା ୫୦ ପର୍ଯ୍ୟନ୍ତ ପ୍ରେମ ସମ୍ବନ୍ଧ କରିବା ଉଚିତ । ଏହାର ପରବର୍ତୀ ସମୟ ଏହି କାମ ପାଇଁ ବହୁତ ଅଶୁଭ ହୋଇଥାଏ । ଯେତେ ସମ୍ଭବ ଶୀଘ୍ର ରାତି ୩ ଟା ପୂର୍ବରୁ ଏହି ପ୍ରେମ ସବନ୍ଧ ଶେଷ କରିନେବା ଉଚିତ । କାହିଁକି  ନା ସକାଳ ୩ ଟା ପରେ ଶୁଭ ମୁହୂର୍ତ ହୋଇଥାଏ ଏହି ମୁହୂର୍ତ ରେ ଭଗବାନଙ୍କର ଆରାଧନା କରାଜାଏ । ଏଥି ପ୍ରତି ସତର୍କ ରୁହନ୍ତୁ ।

୨ – ରାତିରେ ଶୋଇବା ପୂର୍ବରୁ ହାତ ମୁହଁକୁ ଭଲ ଭବରେ ଧୋଇନେବା ଉଚିତ । ନଚେତ ଭୟାନକ ନକରାତ୍ମକ ଊର୍ଜା ସମ୍ପର୍କରେ ଆସିବାରୁ ବ୍ୟକ୍ତି ଭୟାନକ ରୋଗରେ ପୀଡିତ ହୋଇଥାଏ । ବିନା ହାତ ଗୋଡ ଧୋଇ ଶୋଇବା ଦ୍ଵାରା ପୁରା ଘରେ ରୋଗ ଜୀବାଣୁ ବ୍ୟାପିବାର ସମ୍ଭାବନା ଥାଏ ।

୩ – ଶୁଖି ଜୀବନ ବିତେଇବା ପାଇଁ ପରିବାରକୁ ସବୁବେଳେ ଧ୍ୟାନ ରଖିବା ଉଚିତ କି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ । ଏହାକୁ ଶୋଇବାର ଅଧଘଣ୍ଟା ପୂର୍ବରୁ ଗ୍ରହଣ କରିବା ଉଚିତ । ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇବା ଉଚିତ । ଏହା ଦ୍ଵାରା ଶରୀରକୁ ଜରୁରୀ ପୋଷାକ ତତ୍ଵ ମିଳିଥାଏ ।

୪ – ଆପଣ ଶୋଇବା ପୂର୍ବରୁ ଦିନ ସାରାର ଆକାଳନ କରିବା ଉଚିତ । କଣ ଭୁଲ କଲେ କଣ ଠିକ କଲେ ଏହାର ଆକଳନ କରିବା ବୁଦ୍ଧିମାନ ବ୍ୟକ୍ତିର ପରିଚୟ ହୋଇଥାଏ । ଏଥିରୁ ଆପଣଙ୍କର ଭୁଲ ଠିକ ର କଳନା କରିହୁଏ । ଯାହାଫଳରେ କି ଆପଣ ସକାଳର ଆରମ୍ଭ ଭଲ ଭାବରେ କରିପାରିବେ ।


୫ – ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ଧୋଇ ରଖିବା ଉଚିତ ଏହା ଫଳରେ ଘରେ ରୋଗ ଜୀବାଣୁର ନାଶ ହୋଇଥାଏ । ଏବଂ ଧ୍ୟାନ ରଖନ୍ତୁ କି ଯେପରି ଘରର କୌଣସି ପାଇପରୁ ପାଣି ନ ପଡୁଥାଉ । ନଚେତ ଘରର ଧନ ପାଣି ଭଳି ବୋହିଯିବ । ଏଥି ପ୍ରତି ସତର୍କ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ