ଆପଣଙ୍କ ନିଦ ବି ରାତି ୩ଟା ରେ ଭାଙ୍ଗି ଯାଉଛି କି ? ହୋଇଯାନ୍ତୁ ସତର୍କ ! ଜାଣନ୍ତୁ ଏହା ପଛର ରହସ୍ୟ

ଏହି ଦୁନିଆ ରହସ୍ୟମୟ ବିଷୟ ଗୁଡିକରେ ପରିପୂର୍ଣ୍ଣ ଅଟେ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ରାତି ତିନିଟା ସମୟକୁ ଅଶୁଭ ସମୟ ବୋଲି କାହିଁକି ବିବେଚନା କରାଯାଏ । କାହିଁକି ଏହି ସମୟରେ ଆଖି ଖୋଲିଲେ ନକରାତ୍ମକ ଊର୍ଜା ଅନୁଭବ ହୋଇଥାଏ ?

ଯଦି ଆପଣ ରାତି ୧ଟା ରୁ ୩ଟା ମଧ୍ୟରେ ଅଚାନକ ଉଠି ଯାଉଛନ୍ତି ତେବେ ଆପଣଙ୍କୁ କୌଣସି ବିଷୟ ଭାବନାତ୍ମକ ରୂପେ ବ୍ୟତିବ୍ୟସ୍ତ କରୁଥାଇ ପାରେ । ଏହାଦ୍ବାରା ଆପଣଙ୍କ ଶରୀରରେ ଉତ୍ପନ ହେଉଥିବା ସକାରାତ୍ମକ ଊର୍ଜା ମଧ୍ୟ ପ୍ରଭାବିତ ହୋଇପାରେ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଇ ପାରେ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଅ-ଘ-ଟ-ଣ ଘଟିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଆଜି ଆମେ ଜାଣିବା ରାତି ୧ଟା ରୁ ୩ଟା ସମୟକୁ ଅଶୁଭ ବୋଲି କାହିଁକି କୁହାଯାଏ ?

ବନ୍ଧୁଗଣ ଅଧରାତି ସମୟରେ କୌଣସି ଦେବୀ ଦେବତାଙ୍କ ପୂଜା କରାଯାଏ ନାହିଁ କି କୌଣସି ଶବ୍ଦ ମଧ୍ୟ ଶୁଣିବାକୁ ମିଳି ନ ଥାଏ । ଏହି ସମୟରେ ମନ୍ଦିରର ଦ୍ଵାର ଗୁଡିକ ମଧ୍ୟ ଖୋଲା ନ ଥାଏ । ଏହି ସମୟରେ ସୂର୍ଯ୍ୟ ମଧ୍ୟ ଉଦୟ ହୋଇ ନ ଥାନ୍ତି । ସେଥିପାଇଁ ଏହି ସମୟରେ ନକରାତ୍ମକ ଊର୍ଜା ପାଇଁ ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ସମୟରେ ଏହି ଊର୍ଜା ଶହେ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାନ୍ତି । ଆଉ ଏହି ସମୟରେ ସିଦ୍ଧି ଲାଭ କରିବା ପାଇଁ ତା-ନ୍ତ୍ରି-କ ମାନେ ମଧ୍ୟ ବିଭିନ୍ନ ପ୍ରକାରର ସାଧନା କରିଥାନ୍ତି ।

ଯେଉଁଥିରେ ବ-ଳି ଦେବା ଏବଂ ଅନେକ ପ୍ରକାର ଗୁପ୍ତ ସାଧନା ମଧ୍ୟ ନିହିତ ରହିଛି । ତ-ନ୍ତ୍ର ବି-ଦ୍ୟା ଅନୁସାରେ ରାତି ୧ଟା ରୁ ୩ଟା ମଧ୍ୟରେ ଦିଆ ଯାଉଥିବା ବ-ଳି ସବୁଠୁ ଅଧିକ ଫଳୀଭୂତ ହୋଇଥାଏ । ସେଥିପାଇଁ ଜଣେ ତା-ନ୍ତ୍ରି-କ ପାଇଁ ଏହି ସମୟ ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଏହି ସବୁକୁ ଧ୍ୟାନରେ ରଖି ଏହା ମାନାଯାଏ କି ଏହି ସମୟରେ ସବୁଠୁ ଅଧିକ ଶୈ-ତା-ନି ଶ-କ୍ତି ବ୍ରହ୍ମାଣ୍ଡରେ ବୁଲୁଥାଆନ୍ତି । ସେଥିପାଇଁ ତା-ନ୍ତ୍ରି-କ ବି-ଦ୍ୟା ପାଇଁ ଏହି ସମୟ ବହୁତ ଶୁଭ ବୋଲି ବିବେଚନା କରାଯାଏ ।

ସେଥିପାଇଁ ଏହି ସମୟ ଆପଣଙ୍କ ପାଇଁ ଖୁବ ଭୟଙ୍କର ଅଟେ । ସେହିପରି ଫିଲ୍ମ ଗୁଡିକରେ ମଧ୍ୟ ଦେଖାଯାଏ କି ରାତି ୩ଟା ପାଖାପାଖି ହିଁ ସବୁ ଅଶୁଭ ସଙ୍କେତ ମିଳିଥାଏ ଓ ଏହାପରେ ହିଁ ସବୁ ଅଘଟଣ ଘଟିଥାଏ । ସେଥିପାଇଁ ତିନି ସଂଖ୍ଯାକୁ ମଧ୍ୟ ଅଶୁଭ ବୋଲି ମାନାଯାଏ । ରାତିରେ ଶୋଇବା ସମୟରେ କେବେ ମଧ୍ୟ ଭୁତ ପ୍ରେତ ଓ ଆତ୍ମାଙ୍କ ବିଷୟରେ କଥା ହୁଅନ୍ତୁ ନାହିଁ । ଏପରି ସମୟରେ ଆପଣ ଯଦି କେତେବେଳେ ଉଠୁଛନ୍ତି କିମ୍ବା ବାହାରକୁ ଯାଉଛନ୍ତି ତେବେ ମଶାଣି ସ୍ଥାନ ଗୁଡିକରୁ ଦୂରେଇ ହୋଇ ଯାଆନ୍ତୁ ।

ଯେଉଁ ସ୍ଥାନରେ ବଳି ଦିଆଯାଏ କିମ୍ବା ଭୂତପ୍ରେତ ଭଗାଯାଉଛି ବୋଲି କୁହାଯାଏ ଏପରି ସ୍ଥାନକୁ ମଧ୍ୟ କେବେ ଯାଆନ୍ତୁ ନାହିଁ । ଏହି ସମୟରେ ଯଦି ଆପଣଙ୍କୁ କୌଣସି ନଦୀ, ପୋଖରୀ କିମ୍ବା ଜଙ୍ଗଲ ଦେଇ ଯିବାକୁ ପଡୁଛି କିମ୍ବା ରାତି ୩ଟା ସମୟରେ ଅଚାନକ ନିଦ ଭାଙ୍ଗି ଯାଉଛି ତେବେ ନିଜ କାମ ଶୀଘ୍ର ଶେଷ କରି ଭଗବାନଙ୍କୁ ଅବଶ୍ୟ ସ୍ମରଣ କରନ୍ତୁ । ଯଦି ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲା ତେବେ କମେଣ୍ଟ କରି ଜଣାନ୍ତୁ ଓ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।