ରାତିର ଅନ୍ଧାରେ ଘରେ ଛକି ବସିଥିଲା ଭାରତର ସବୁଠୁ ଭୟଙ୍କର ବିଷଧର ସାପ, ଆଉ ତା’ପରେ ହେଲା ଏମିତି…ଦେଖନ୍ତୁ Video

ଭାରତରେ ଅନେକ ପ୍ରକାର ବି-ଷ-ଧ-ର ସାପ ଦେଖାଯାନ୍ତି । ଏହି ସାପ କା-ମୁ-ଡି-ଲେ ସଠିକ ସମୟରେ ଚିକିତ୍ସା ନକଲେ ବ୍ୟକ୍ତିଙ୍କ ମୃ-ତ୍ୟୁ ନିଶ୍ଚିତ ହୋଇଥାଏ । ବି-ଷ-ଧ-ର ସାପ ମାନଙ୍କ ମଧ୍ୟରେ ଚିତି ବା କମନ କ୍ରେଟ ଅନ୍ଯତମ ଅଟେ । କମନ କ୍ରେଟ, କୋବରା ସାପ ଠାରୁ ମଧ୍ୟ ଚାରି ପାଞ୍ଚ ଗୁଣ ଅଧିକ ବି-ଷ-ଧ-ର ହୋଇଥାଏ । ଏହି ସାପକୁ ସାଇଲେଣ୍ଟ କି-ଲ-ର ବୋଲି ମଧ୍ୟ କୁହାଯାଏ । କାରଣ କ୍ରେଟ ସାପ ରାତି ସମୟରେ ଅଧିକ ବାହାରେ । ଖାଦ୍ୟ ତଥା ମୂଷା ବେଙ୍ଗ ଆଦି ସନ୍ଧାନରେ ଅନେକ ସମୟରେ ଏହି ସାପ ଘର ଭିତରେ ପଶିଯାଏ ।

କ୍ରେଟ ସାପର ଦାନ୍ତ ବହୁତ ପତଳା ଏବଂ ତୀକ୍ଷଣ ହୋଇଥାଏ । ଯାହା ଫଳରେ ଏହି ସାପ କା-ମୁ-ଡି-ଲେ ସହଜରେ ଜଣାପଡେ ନାହିଁ । ବିଶେଷ କରି ନିଦରେ ଶୋଇଥିବା ସମୟରେ ବିଲକୁଲ ଜଣା ପଡେ ନାହିଁ । ସେଥିପାଇଁ ଅନେକ ଲୋକଙ୍କ ଶୋଇଥିବା ଅବସ୍ଥାରେ ମୃ-ତ୍ୟୁ ହୋଇଯାଏ । ଉତ୍ତର ପ୍ରଦେଶର ଜୋନପୁରରୁ ପ୍ରାୟ ୧୨୦କିମି ଦୂର ଏକ ଗାଁ ରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସେଠାରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ରାତିରେ ଶୋଇବା ସମୟରେ ଏକ କମନ କ୍ରେଟ ସାପ କା-ମୁ-ଡି ଦେଇଥିଲା ।

ତେବେ ସୌଭାଗ୍ୟବଶତଃ ସେ ସଙ୍ଗେ ସାଙ୍ଗେ ଏହା ଜାଣି ପାରିଥିଲେ ଓ ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇଥିଲା । ତାଙ୍କ ଅବସ୍ଥା ଖୁବ ଗମ୍ଭୀର ଥିଲା । କିନ୍ତୁ ଚିକିତ୍ସା କରିବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ତେବେ ସାପଟି ଯୁବକଙ୍କ ରୋଷେଇ ଘରେ ପଶି ରହିଥିଲା । ତେଣୁ ତାକୁ ଉଦ୍ଧାର କରିବା ପାଇଁ ଘରଲୋକ ଜଣେ ସାପଧରାଳିଙ୍କୁ ଡ଼ାକିଥିଲେ । ସେ ସଫଳ ଭାବେ ସାପଟିକୁ ଉଦ୍ଧାର କରିଥିଲେ ଓ ତାକୁ ଜଙ୍ଗଲରେ ଛାଡିବା ପାଇଁ ନେଇ ଯାଇଥିଲେ ।

ଏହି ସାପ କା-ମୁ-ଡି ଥିବା ସ୍ଥାନ ଫୁଲିବା ସହ ଦରଜ ମଧ୍ୟ ହୋଇଥାଏ । ଅନେକ ସମୟରେ ଲୋକଙ୍କୁ ବାନ୍ତି ମଧ୍ୟ ହୁଏ । ସାପ ଯେପରି ଘରକୁ ପଶି ନ ପାରିବ ସେଥିପ୍ରତି ଧ୍ୟାନ ରଖନ୍ତୁ ଓ ଯଦି ସାପ କା-ମୁ-ଡେ ତେବେ ତୁରନ୍ତ ଚିକିତ୍ସା କରନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।