ରାସ୍ତାରେ ଗଲା ବେଳେ କେବେବି ଡିଅଁନ୍ତୁ ନାହିଁ ଏହି 5 ଜିନିଷ, ନହେଲେ ବହୁତ ବଡ ଅସୁବିଧା ହୋଇଯିବ…Anuchinta

ବନ୍ଧୁଗଣ ରାସ୍ତାଘାଟରେ ତ ବହୁତ କିଛି ଜିନିଷ ସବୁ ପଡିକି ରହିଥାଏ । ହେଲେ ରାସ୍ତାରେ ଆମେ ଯିବା ଆସିବା କରିବା ସମୟରେ ଆମକୁ ରାସ୍ତାକୁ ଭଲ ଭାବେ ଦେଖିକି ଯିବା ଉଚିତ । କାରଣ ରାସ୍ତାରେ ଯିବା ସମୟରେ ଏପରି କିଛି ଜିନିଷ ଯଦି ପଡିଥିବାର ଦେଖିବେ । ତେବେ ତାହାକୁ ଭୁଲରେ ମଧ୍ୟ ଡେଇଁକି ଯିବା ଉଚିତ ହୋଇନଥାଏ । ଏହା କରିବା ଦ୍ୱାରା ବହୁତ କ୍ଷତି ହୋଇଥାଏ । ତେବେ ସେହି ସବୁ ଜିନିଷ କ’ଣ କ’ଣ ଯାହା ରାସ୍ତାରେ ପଡିଥିଲେ ତାହାକୁ ଡେଇଁକି ଯିବା ଅନୁଚିତ ଆସନ୍ତୁ ଜାଣିବା ।

1- କିଛି ଲୋକ ମାନେ ଘରେ ଲେମ୍ବୁ ଲଙ୍କା ଟଙ୍ଗାଇଥିବାର ଆପଣ ଜାଣିଥିବେ କିମ୍ବା ଦେଖିଥିବେ । ସେହି ଲୋକମାନେ ଏହି ଲେମ୍ବୁଲଙ୍କାକୁ ଆଡେ ସିଆଡେ ପକାଇ ଥାନ୍ତି । ଯଦି ଆପଣ ସେହି ଗୁଡିକୁ ଦେଖିବେ ରାସ୍ତାରେ ପଡିଥିବାର ତାହାଲେ ଏହାକୁ ଭୁଲ ରେବି ଡେଇଁ କରି ଯିବା ଉଚିତ ନୁହେଁ ।

2- ଦିତୀୟରେ ହେଉଛି ବାଳ ବା ଚୁଟି । ଯଦି ରାସ୍ତାରେ ଚୁଟି ପଡିଥାଏ ତେବେ ଏହାକୁ ଭୁଲ ରେ ଡେଇକରି ଯାଆନ୍ତୁ ନାହିଁ । କାରଣ ରାସ୍ତାରେ ପଡିଥିବା ଏହି ଚୁଟିଗୁଡିକୁ ଅପବିତ୍ର ଜିନିଷ ବୋଲି ମାନାଯାଇଥାଏ । ଯଦି ଖାଦ୍ୟରେ ଚୁଟି ବାହାରିଥାଏ । ତେବେ ଏହାକୁ ବ୍ୟବହାର ହୀନ ବୋଲି କୁହାଯାଏ । ତେଣୁ ଏହାକୁ କେବେ ବି ଡେଇକରି ଯିବେ ନାହିଁ ।

3- ଆମେ ନୀତିଦିନ କିଛି ନା କିଛି ପୂଜା କରିଥାଉ । ଯେଉଁ ସମୟରେ ବଡ ବଡ ପୂଜା ହୁଏ ଅର୍ଥାତ ହୋମ, ଯଜ୍ଞ ଆଦି ପୂଜା କରାଯାଇଥାଏ । ଏହି ପୂଜା ସାମଗ୍ରୀ ଗୁଡିକୁ ମୁଖ୍ୟତଃ ଜଳ ରେ ବିସର୍ଜନ କରିଥାଉ । ମାତ୍ର କିଛି ଲୋକ ଅଛନ୍ତି ଯେଉଁମାନେ ପୂଜା ସରିଲା ପରେ ଏହି ସବୁ ଜିନିଷ କୁ ବାହାରେ ଫୋପାଡ଼ି ଦେଇଥାନ୍ତି । ଆପଣ ମାନେ କେବେ ବି ଏହି ଅବ୍ଯବହ୍ରୁତ ପୂଜା ସାମଗ୍ରୀ ଗୁଡିକୁ ଡେଇକରି ଯାଆନ୍ତୁ ନାହିଁ ।

4- କିଛି ଲୋକ ବାହାରେ ଗାଧୋଉଥିବା ସମୟରେ ଗାଧୁଆ ପାଣିକୁ ରାସ୍ତାରେ ଢାଳି ଦେଇଥାନ୍ତି । ଯଦି ଆପଣ ଜାଣିଛନ୍ତି ଯେ ତାହା ଗାଧୁଆ ପାଣି ଅଟେ, ତେବେ ତାହାକୁ ଡେଇଁ କରି କେବେବି ଯାଆନ୍ତୁ ନାହିଁ ।

5- ଆପଣ ଯଦି କିଛି ପୁଣ୍ୟ କାର୍ଯ୍ୟ କିମ୍ବା ଭଗବାନ ଦର୍ଶନ କରିବାକୁ ଯାଉଛନ୍ତି ତେବେ କିଛି ଅପବିତ୍ର ଜିନିଷକୁ ଛୁଇଁବେ ନାହିଁ । କାରଣ ଭଗବାନଙ୍କ ପାଖକୁ ଯିବା ଏକ ପୁଣ୍ୟ କାମ ସେଥିପାଇଁ ଏହି ସବୁ ଜିନିଷକୁ କେବେବି ଡେଇଁ କରି ଯାଆନ୍ତୁ  ନାହିଁ ।

ବନ୍ଧୁଗଣ ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କର ପସନ୍ଦ ହୋଇଥିବ । ତେବେ ଆମ ପେଜକୁ ଲାଇକ୍ ଟେ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ