ସମସ୍ତେ ଏହା ଚାହିଁଥାନ୍ତି କି ନିଜ ପୁଅ ଯବାନ ହେବା ମାତ୍ରେ ହିଁ ନିଜ ଘରକୁ ଜଲ୍ଦି ଜଲ୍ଦି ଏକ ବୋହୁ ନେଇ ଆସୁ । କିନ୍ତୁ ଏଥିପାଇଁ ଅଳ୍ପ ଟେନସନ ବି ଥାଏ । ସେମାନେ ଚିନ୍ତା କରନ୍ତି କି ଯେଉଁ ବୋହୁ ତାଙ୍କ ଘରକୁ ଆସିବ ତାହାର ପରିବାର ପ୍ରତି ବ୍ୟବହାର କେମିତି ରହିବ । କଣ ସେ ଆସିବା ଦ୍ଵାରା ଘରକୁ ଖୁସି ଆସିବ ନା ବର୍ବାଦୀ ଆଡକୁ ଅଗ୍ରସର ହେବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ଆପଣଙ୍କୁ ଆପଣଙ୍କର ରାଶି ଅନୁସାରେ ଭବିଷ୍ୟତରେ ମିଳିବାକୁ ଥିବା ବୋହୁର ନେଚର ବିଷୟରେ କହିଦେଉଛୁ ।
ମେଷ :
ଏହି ରାଶିର ଲୋକମାନଙ୍କୁ ବହୁତ ବୁଦ୍ଧିମାନ ଓ ଗୁଣମତୀ ବୋହୁ ମିଳିଥାଏ । ଏହି ବୋହୁମାନେ ନିଜ ପରିବାରର ନାମକୁ କେବେ ବି ଖରାପ କରନ୍ତି ନାହିଁ ।
ବୃଷ :
ଏମାନଙ୍କୁ ଅଳ୍ପ ଚାଲାକ ବାଲା ବୋହୁ ମିଳିଥାଏ । ଏମାନେ ନିଜ ବିଷୟରେ ଅଧିକ ଚିନ୍ତା କରିଥାନ୍ତି । ଏମାନେ କାହକୁ ବି ମୂର୍ଖ ବନାଇ ନିଜର କାମ ବାହାର କରି ଦିଅନ୍ତି ।
ମିଥୁନ :
ଏହି ଲୋକମାନଙ୍କ ଭାଗ୍ୟରେ ଧନୀ ବୋହୁ ଲେଖା ହୋଇଥାଏ । ଏମାନଙ୍କ ଘରେ ଆସିବା ପରେ ପୁରା ପରିବାରର ଭାଗ୍ୟ ଚମକି ଯାଇଥାଏ ।
କର୍କଟ :
ଏହି ରାଶିର ଲୋକମାନଙ୍କୁ ମର୍ଡନ ଚିନ୍ତାଧାରା ବାଲା ବୋହୁ ମିଳିଥାଏ । ଏମାନଙ୍କର ନିଜ ଶାଶୁ ସହିତ ଭଲ ରିଲେଶନ ରହିଥାଏ । ଏମାନେ କେୟାରିଙ୍ଗ ନେଚରର ହୋଇଥାନ୍ତି ।
ସିଂହ :
ଏମାନଙ୍କୁ ଦବଙ୍ଗ ନେଚରର ବୋହୁ ମିଳିଥାଏ । ଘରେ ରାଜ କରିବା ଏମାନଙ୍କ ମାଇଣ୍ଡରେ ଆସିଥାଏ ।
କନ୍ୟା :
ଏମାନଙ୍କ ଘରେ ସଂସ୍କାରୀ ବୋହୁ ଆସିଥାଏ । ଏମାନେ ନିଜ ଶାଶୁଙ୍କର ସମସ୍ତ କଥା ମାନନ୍ତି ।
ମକର :
ଏମାନଙ୍କ ଘରେ ପ୍ରତିଭାଶାଳୀ ବୋହୁ ଆସିଥାଏ । ପରିବାରରେ ଟଙ୍କା ଓ ଉନ୍ନତି ହେବା ପଛରେ ଏମାନଙ୍କର ବହୁତ ବଡ ହାତ ଥାଏ ।
ତୁଳା :
ଏହି ରାଶିର ଲୋକମାନଙ୍କୁ ସୁନ୍ଦର ଓ ସୁଶୀଳ ବୋହୁ ମିଳିଥାଏ । ଏହି ବୋହୁମାନେ ଘରେ ସମସ୍ତଙ୍କ ସହିତ ମିଳିମିଶି ରହିଥାନ୍ତି ।
ଧନୁ :
ଏହି ରାଶିର ଲୋକମାନଙ୍କୁ ଅଧିକ କ୍ରୋଧିତ ହେଉଥିବା ବୋହୁ ମିଳିଥାଏ । ଏହି ବୋହୁମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ।
ବିଛା :
ଏହି ଲୋକମାନଙ୍କୁ ହସମୁଖ ବୋହୁ ମିଳିଥାଏ । ଏମାନେ ଘରକୁ ସୁଖର ସମୁଦ୍ର ନେଇ ଆସନ୍ତି ।
କୁମ୍ଭ :
ଏମାନଙ୍କୁ ଚୁଲବୁଲୀ ଓ ମସ୍ତୀଖୋର ବୋହୁ ମିଳିଥାଏ । ଏମାନଙ୍କ ଦ୍ଵାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ ।
ମୀନ :
ଏମାନଙ୍କୁ ଅଳ୍ପ ସ୍ଵାର୍ଥୀ ବୋହୁ ମିଳିଥାଏ । ଏମାନେ ପରିବାର ପୂର୍ବରୁ ନିଜ ବିଷୟରେ ଚିନ୍ତା କରିଥାନ୍ତି ।