ଆପଣଙ୍କ ରାଶିରୁ ଜାଣନ୍ତୁ ଆପଣଙ୍କ ଲକି ନମ୍ବର -Jyotish Shastra

ପ୍ରତ୍ୟକ ମନୁଷ୍ୟ କୌଣସି ନା କୌଣସି ଲକୀ ନମ୍ବର ଥାଏ । ଯାହାକୁ କି ପ୍ରତ୍ୟେକ ମନୁଷ୍ୟ କିଛି ଜରୁରୀ ଓ କିଛି ଖାସ କାର୍ଯ୍ୟରେ ପ୍ରୟୋଗ କରିଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ଆମ ଗ୍ରହର ରାଶି ଚକ୍ରରେ ୧୨ଟି ରାଶି ଥାଏ । ସବୁ ବ୍ୟକ୍ତିଙ୍କର କୌଣସି ନା କୌଣସି ରାଶି ସହ ସମ୍ପର୍କ ଥାଏ । ରାଶି ଅନୁସାରେ ଆମେ ଯେ କୌଣସି ବ୍ୟକ୍ତି ର ଲକୀ ନମ୍ବର ଜାଣି ହୁଏ । କହି ରଖୁକି ପ୍ରତେକ ନମ୍ବରରେ ଏକ ଉର୍ଜା ଥାଏ ଯାହାକି ସବୁ ବ୍ୟକ୍ତିର ନିଜ ଜୀବନରେ କିଛି ପ୍ରଭାବ ପକାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ରାଶି ଅନୁସାରେ ଲକୀ ନମ୍ବର କଁ ହୋଇଥାଏ । ମେଷ ରାଶି – ଏହି ରାଶିର ଲକୀ ରଙ୍ଗ ଲାଲ ଓ ହଳଦିଆ ହୋଇଥାଏ । ଶୁଭ ବାର – ମଙ୍ଗଳ ବାର, ରବି ବାର, ଗୁରୁ ବାର । ଏହି ଲୋକ ଜନ୍ମରୁ ସାହାସି ଥାଆନ୍ତି । ଏହି ବ୍ୟକ୍ତି ଆତ୍ମ ବିଶ୍ୱାସୀ ଅଟନ୍ତି । ଏମାନଙ୍କ ଲକୀ ନମ୍ବର ୯ ଅଟେ । ଶୁଭ ତାରିଖ ୯, ୧୮ ଓ ୨୭ ।

ବୃଷ ରାଶି

ଏହି ରାଶି ର ଲକି ରଙ୍ଗ ଧଳା ଓ ନୀଳ ଅଟେ । ଶୁଭ ବାର – ଶୁକ୍ରବାର, ଶନିବାର ଓ ବୁଧବାର । ଏହି ରାଶିର ବ୍ୟକ୍ତି ଦେଖିବାକୁ ବହୁତ ଆକର୍ଷକ ଥାଆନ୍ତି । ମେଳାପୀ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି । ଏମାନଙ୍କର ଲକୀ ନମ୍ବର ୬ ଅଟେ । ଲକୀ ତାରିଖ ୬, ୧୫ ଓ ୨୪ ଅଟେ ।

ମିଥୁନ ରାଶ

ଏହି ରାଶିର ଲକୀ ରଙ୍ଗ ସବୁଜ ଅଟେ । ଶୁଭ ଦିନ ବୁଧୁବାର ଅଟେ । ଏମାନେ ମିଳା ମିଶା ସ୍ୱଭାବର ବ୍ୟକ୍ତି ଅଟନ୍ତି । ଏମାନେ ବୁଲିବାକୁ ପସନ୍ଦ କରନ୍ତି । ଏମାନଙ୍କ ଲକୀ ନମ୍ବର ୫ ଅଟେ ଓ ଲକୀ ତାରିଖ ୫, ୧୪ ଓ ୨୩ ଅଟେ ।

କର୍କଟ ରାଶି

ଏହି ରାଶିର ଲକୀ ରଙ୍ଗ ଧଳା ଓ କ୍ରିମ ଅଟେ । ଲକୀ ବାର ସୋମବାର, ମଙ୍ଗଳ ବାର ଓ ଗୁରୁବାର ଅଟେ । ଏମାନେ ବହୁତ ଦୟାଳୁ ଅଟନ୍ତି । ଏମାନଙ୍କ ଲକୀ ନମ୍ବର ୨ ଅଟେ ଓ ଲକୀ ତାରିଖ ୨, ୧୧, ୨୦ ଓ ୨୯ ଅଟେ ।

ସିଂହ ରାଶି

ଏହି ରାଶିର ଲକୀ ରଙ୍ଗ ଧଳା, ହଳଦୀ ଓ ମାଟିଆ ହୋଇଥାଏ । ଲକୀବାର ରବିବାର ଓ ବୁଧୁ ବାର ଅଟେ । ଏମାନେ ବହୁତ ସାହାସି ଅଟନ୍ତି । ଏମାନଙ୍କ ଲକୀ ନମ୍ବର ୧ ଥାଏ । ଲକୀ ତାରିଖ ୧, ୧୦, ୧୯ ଓ ୨୮ ହୋଇଥାଏ ।

କନ୍ୟ ରାଶି

ଏହି ରାଶିର ଲକୀ ରଙ୍ଗ ସବୁଜ ଅଟେ । ଲକୀ ବାର ବୁଧୁବାର, ରବିବାର ଓ ଶୁକ୍ରବାର ଅଟେ । ଏମାନେ ବହୁତ ଶାନ୍ତ ସ୍ଵଭଵର ଥାଅନ୍ତି । ଏମାନଙ୍କ ଲକୀ ନମ୍ବର ୫ ଅଟେ । ଲକି ତାରିଖ ୫, ୧୪ ଓ ୨୩ ଅଟେ ।

ତୁଳା ରାଶି

ଏହି ରାଶିର ଲକି ରଙ୍ଗ ଧଳା, କ୍ରିମ ଓ ନୀଳ ଥାଏ । ଲକୀ ବାର ଶୁକ୍ରବାର ଅଟେ । ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି । ଏମାନଙ୍କ ଲକୀ ନମ୍ବର ୬ ଥାଏ । ଲକୀ ତାରିଖ ୬, ୧୫ ଓ ୨୪ ଅଟେ ।

ବିଚ୍ଛା ରାଶି

ଏହି ରାଶିର ଲକୀ ରଙ୍ଗ ଲାଲ ଓ ହଳଦିଆ ଅଟେ । ଲକୀ ବାର ମଙ୍ଗଳବାର ଓ ଗୁରୁବାର ଅଟେ । ଏମାନେ ସ୍ୱଭାବରେ ଉତେଜିତ ଓ ଉଗ୍ର ଥାଆନ୍ତି । ଏମାନଙ୍କ ଲକୀ ନମ୍ବର ୯ ଅଟେ । ଲକୀ ତାରିଖ ୯, ୧୮ ଓ ୨୭ ଅଟେ ।

ଧନୁ ରାଶି

ଏହି ରାଶିର ଲକି ରଙ୍ଗ ଲାଲ, ହଳଦିଆ, ସବୁଜ ଅଟେ । ଲକି ବାର ଗୁରୁବାର ଅଟେ । ଏହି ରାଶିର ଲୋକମାନେ ଦୟାଳୁ ସ୍ଵଭାବର ଅଟନ୍ତି । ଏମାନଙ୍କ ଲକି ନମ୍ବର ୩ ଅଟେ । ଲକି ତାରିଖ ୩, ୧୨, ୨୧ ଓ ୩୦ ଅଟେ ।

ମକର ରାଶି

ଏହି ରାଶିର ଲକି ରଙ୍ଗ ନୀଳ, କଳା ଅଟେ । ଲକି ବାର ଶନିବାର ଅଟେ । ଏହି ରାଶିର ଲୋକମାନେ ବ୍ୟବହାରିକ ଓ ଦାୟିତ୍ଵବାନ ଅଟନ୍ତି । ଏମାନଙ୍କ ଲକି ନମ୍ବର ୮ ଅଟେ । ଲକି ତାରିଖ ୮, ୧୭ ଓ ୨୬ ଅଟେ ।

କୁମ୍ଭ ରାଶି

ଏହି ରାଶିର ଲକି ରଙ୍ଗ ନୀଳ, କଳା ଅଟେ । ଲକି ବାର ଶନିବାର ଓ ଶୁକ୍ରବାର ଅଟେ । ଏହି ରାଶିର ଲୋକମାନେ ପରିଶ୍ରମୀ ଓ ଦୃଢ ନିଶ୍ଚିୟି ଅଟେ । ଏମାନଙ୍କ ଲକି ନମ୍ବର ୮ ଅଟେ । ଲକି ତାରିଖ ୮, ୧୭ ଓ ୨୬ ଅଟେ ।

ମୀନ ରାଶି

ଏହି ରାଶିର ଲକି ରଙ୍ଗ ହଳଦିଆ, ଧଳା ଓ ଲାଲ ଅଟେ । ଲକିବାର ବୃହସ୍ପତିବାର ଅଟେ । ଏହି ରାଶିର ଲୋକମାନେ ବହୁତ ବୁଦ୍ଧିମାନ ଅଟନ୍ତି ଓ ପରିବାର ବହୁତ ଦାୟିତ୍ଵ ରଖନ୍ତି । ଏମାନଙ୍କ ଲକି ନମ୍ବର ୩ ଅଟେ । ଲକି ତାରିଖ ୩, ୧୨, ୨୧ ଓ ୩୦ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।