ରାଶି ଅନୁସାରେ ଜାଣନ୍ତୁ କେଉଁ ମାନେ କେଉଁ ବୟସରେ ହୋଇ ଥାନ୍ତି ଅତ୍ୟନ୍ତ ଧନୀ- Bhrugu Sanhita

ଆଜି କାଲୀ ଦୁନିଆରେ ସବୁ ଲୋକେ ଧନୀ ହେବାକୁ ଚାହାନ୍ତି । ସେମାନେ ଚାହାନ୍ତି ପ୍ରଚୁର ଧନର ଅଧିକାରୀ କିପରି ହେବେ ସେହି ବିଷୟରେ ସବୁ ସମୟରେ ଭାବିଥାନ୍ତି । ସେମାନେ ଧନୀ ବ୍ୟକ୍ତି ହେବା ପାଇଁ ବହୁତ ଜ୍ୟୋତିଷଙ୍କର ପରାମର୍ଶ ମଧ୍ୟ ନେଇଥାନ୍ତି । ଭୃଗୁ ସଂହିତା ଏହାର ଏକ ସରଳ ଉପାୟ କହିଛନ୍ତି । ଯାହା ଦ୍ଵାରା ଆପଣ କିପରି ଧନୀ ହୋପାରିବେ ଏହା କୁହାଯାଇଛି । କେବଳ ଏତିକି ନୁହେଁ ସେଥିରେ ଆଉ ମଧ୍ୟ ଭବିଷ୍ୟତ ଓ ବର୍ତମାନର କଥା କିପରି ଆପଣ ଜାଣି ପାରିବେ ସେହି ବିଷୟରେ ମଧ୍ୟ ଲେଖା ଯାଇଛି ।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାନଙ୍କର ଭାଗ୍ୟ କେଉଁ ସମୟରେ ହୋଇଥାଏ । ସମସ୍ଥଙ୍କର ଜାତକରେ ଏକ ରାଶି ଚକ୍ରରେ ରହିଥାଏ । ୧୨ଟି ରାଶି ଓ ୯ ଟି ଗ୍ରହ ରହିଥାଏ । ସେହି ୯ ଟି ରାଶିର ଘରେ ଚନ୍ଦ୍ର ରେଖା ଥାଏ ବା ଲଗ୍ନ ରେଖା ଥାଏ, ତେବେ ଆପଣ ସେହି ରାଶିର ବ୍ୟକ୍ତି ବୋଲି ମାନିଥାଉ ।

ତେଣୁ ଲଗ୍ନ ଅନୁସାରେ ଜାତକ ୧୨ ପ୍ରକାରର ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶିରେ ଲଗ୍ନ ରେଖା ଥିଲେ । କେଉଁ ଲଗ୍ନର ବ୍ୟକ୍ତି କେଉଁ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି । ଧନ ରୋଜ ଗାର କରିଥାନ୍ତି ।

ମେଷ

ଯଦି ଆପଣଙ୍କର ରାଶିରେ ଲଗ୍ନ ରେଖା ଥିଲେ । ସେମାନେ ୧୨, ୧୬, ୨୮, ୩୨ ଓ ୩୬ ବର୍ଷରେ ସେମାନଙ୍କର ଊର୍ଣ୍ଣତି ହୋଇଥାଏ ।

ବୃଷ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୨୫, ୨୮, ୩୬, ଓ ୪୧ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ମିଥୁନ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୨୨, ୩୨, ୩୫, ୩୬ ଓ ୪୨ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

କର୍କଟ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୧୬, ୨୨, ୨୪, ୨୫, ୨୮, ଓ ୩୨ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ସିଂହ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୧୬, ୨୨, ୨୪, ୨୮, ୩୨ ଓ ୩୬ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

କନ୍ୟା

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୧୬, ୨୨, ୨୫, ୩୨, ୩୩, ୩୪ ଓ ୩୬ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ତୁଳା

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୨୪, ୨୫, ୩୨ ଓ ୩୫ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ବିଚ୍ଛା

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୨୨, ୨୪, ୨୮ ଓ ୩୨  ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ଧନୁ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୧୬, ୨୨, ଓ ୩୨ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ମକର

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୨୫, ୩୩, ୩୫ ଓ ୩୬ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

କୁମ୍ଭ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ୨୫, ୨୮, ୩୬ ଓ ୪୨ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ମୀନ

ଯଦି ଆପଣ ଏହି ରାଶିର ବ୍ୟକ୍ତି ଅଟନ୍ତି ତେବେ ୧୬, ୨୨, ୨୮, ଓ ୩୩ ବର୍ଷ ବୟସରେ ବହୁତ ଊର୍ଣ୍ଣତି କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।