ଲକଡାଉନରେ ଅସୁବିଧାରେ ପଡିଥିବା ମହିଳାକୁ ରାସନର ଲୋଭ ଦେଖାଇ ପୁଲିସବାଲା କଲା ରେପ, ଆଉ ଏବେ ତାର…

ଲକଡାଉନରେ ହଇରାଣ ହେଉଥିବା ମହିଳାକୁ ରାସନର ଲୋଭ ଦେଇ ତାଙ୍କ ସହିତ ରେପ କରିବାର ଭୟାନକ ଘଟଣାର ସାମ୍ନାକୁ ଆସିଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ମାମଲାରେ ଆରୋପି ଅନ୍ୟ କେହି ନୁହେଁ, ଅଥବା ଆମର ରକ୍ଷା କରୁଥିବା ଜଣେ ପୋଲିସକର୍ମୀ ଅଟେ । ମାମଲାର ଗମ୍ଭୀରତାକୁ ଦେଖି ଆରୋପି ପୋଲିସବାଲାକୁ ଗିରଫ୍ କରି ନିଆ ଯାଇଛି ।

ଘଟଣା ବିଷୟରେ ମିଳିଥିବା ସୂଚନା ଅନୁସାରେ ମହିଳା ଏକ ଶ୍ରମିକ ଅଟେ ଓ ଲକଡାଉନ କାରଣରୁ ବର୍ତ୍ତମାନ ସେ ବେରୋଜଗାର ହୋଇ ଯାଇଛି । କୁହାଯାଉଛି କି ଏହି ଘଟଣା ବିଳାସପୁରର ଅଟେ । ମିଡିଆ ରିପୋର୍ଟ ଅନୁସାରେ ଜିଲ୍ଲାର ଏକ ଥାନାରେ ଥିବା ପୋଲିସବାଲା ମହିଳାର ଘରକୁ ପହଞ୍ଚିଲା । ଏହା ପରେ ପୋଲିସ ବାଲା ସେହି ମହିଳାକୁ କହିଲା କି ସେ ତାକୁ ଖାଦ୍ୟସାମଗ୍ରୀ ଦେବ । ଏହା ପରେ ସେ ମହିଳାକୁ ନିଜ ସହିତ ଏକ ଗାଡିରେ ବସାଇ ନେଇଗଲା । ସେହି ଗାଡିରେ ଡ୍ରାଇଭର ପୂର୍ବରୁ ହିଁ ଥିଲା ।

Image courtesy: Google

ମହିଳା ନିଜର ବୟାନରେ କହିଲା କି ଗତ ଶୁକ୍ରବାର ଦିନ ପୋଲିସବାଲା ତାକୁ ଖାଦ୍ୟସାମଗ୍ରୀ ଦେବାର କଥା କହି ଏକ କ୍ୱାର୍ଟରରେ ନେଇ ଗଲା ଓ ସେଠି ତାହା ସହିତ ଦୁଷ୍କର୍ମ କରିଲା । ମହିଳାର ଏହା ବି ଆରୋପ ଅଟେ କି ରେପ ପରେ ପୋଲିସ ବାଲା ତାକୁ ପୁଣିଥରେ ତାଙ୍କ ଘରେ ଛାଡି ଚାଲିଗଲା ।

ମହିଳା ଦ୍ଵାରା ଥାନାରେ ଏକ ପୋଲିସ କର୍ମୀ ଉପରେ ଏହିଭଳି ଗମ୍ଭୀର ଆରୋପ ଲଗାଇବା ପରେ ସେଠିକାର ପ୍ରଶାସନରେ ହଙ୍ଗାମା ମଚିଗଲା । ଏହା ପରେ ଆରୋପି ପୋଲିସ କର୍ମୀକୁ ସଙ୍ଗେ ସଙ୍ଗେ ଗିରଫ୍ କରି ନିଆଗଲା । ଏହି କ୍ଷେତ୍ରର ଡ଼ିଏସପି ମୁଖ୍ୟାଳୟ (ବିଳାସପୁର) ସଞ୍ଜୟ ଶର୍ମା ଏହି ମାମଲାରେ ପୃଷ୍ଟି କରିଛନ୍ତି ଓ କହିଲେ କି ଆରୋପି ପୋଲିସକର୍ମୀ ଅଜୟ କୁମାରକୁ ଗିରଫ୍ କରି ତାଙ୍କ ସହିତ ପୁଛତାଛ କରୁଛନ୍ତି । ପୋଲିସର ଏହା ବି କହିବା ଅଟେ କି ଏହି ମାମଲାରେ ବର୍ତ୍ତମାନ ଆଗକୁ ବି ଯାଞ୍ଚ ଚାଲିଛି ।

Image courtesy: Google

ଆପଣଙ୍କୁ କହିଦେଉଛୁ କ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବର୍ତ୍ତମାନ ଦେଶରେ ଲକଡାଉନ ଜାରି କରାଯାଇଛି, ଲକଡାଉନ ସମୟରେ ସବୁଠୁ ଅଧିକ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡୁଛି । ରୋଜଗାର ନ ହେବା କାରଣରୁ ଦୈନିକ ଶ୍ରମିକମାନଙ୍କ ସାମ୍ନାରେ ଖାଦ୍ୟର ବଡ ସମସ୍ୟା ଉତ୍ପନ୍ନ ହୋଇଛି । କିନ୍ତୁ ସରକାର ଲଗାତର ଏହା କହୁଛନ୍ତି କି ଶ୍ରମିକମାନଙ୍କ ପାଇଁ ଲଗାତାର ବ୍ୟବସ୍ତା କରା ଯାଉଛି ।

Image courtesy: Google

କେନ୍ଦ୍ର ସରକାର ବର୍ତ୍ତମାନ ହିଁ ଦେଶର ଅର୍ଥ ବ୍ୟବସ୍ଥାରେ ଜୀବନ ଦେବା ପାଇ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ସରକାରଙ୍କ ଏହା ବି କହିବା ଅଟେ କି ଏହି ପ୍ୟାକେଜ ଅନୁସାରେ ଗରିବ, ଶ୍ରମିକ, ଚାଷୀ, ଉଦ୍ୟୋଗ ସମତେ ସମସ୍ତ କ୍ଷେତ୍ରର ଲୋକମାନଙ୍କୁ ସାହାର୍ଯ୍ୟ ମିଳିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।