ଯେଉଁ ମାନଙ୍କ ପାଖରେ ନାହିଁ ରାସନ କାର୍ଡ ସେମାନଙ୍କ ପାଇଁ ସରକାର କରିଲେ ବଡ ଘୋଷଣା, ଜାଣିଲେ ଖୁସି ହୋଇଯିବେ ଆପଣ

ଆପଣ ସମସ୍ତଙ୍କୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ରାସନ କାର୍ଡ ବିଷୟରେ ଆସିଥିବା ଖୁସି ଖବର ବିଷୟରେ ଜଣାଇବାକୁ ଚାହୁଁଛୁ । ଜେମିତି କି ଆମେ ସମସ୍ତେ ଜାଣିଛୁ କି ଆମ ଦେଶରେ ଚାଲୁଥିବା ଖାଦ୍ୟ ସୁରକ୍ଷା ଯୋଜନା ଗରିବଙ୍କ ପାଇଁ ଲାଭକରି ସାବ୍ୟସ୍ତ ହୋଇଛି କିନ୍ତୁ ଆଜି ବି ବହୁତ ଗରିବ ଲୋକ ଏହି ଯୋଜନାର ଲାଭ ଉଠାଇପାରୁ ନାହାନ୍ତି । ଏମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସୁଅଛି ଯାହା ବିଷୟରେ ଆମେ ଆପଣଙ୍କୁ ତଳେ ବିସ୍ତାରିତ ରୂପରେ ଜଣାଇ ଦେଉଛୁ ।

ଆପଣଙ୍କୁ ଜଣାଇ ଦେଉଛୁ କି ଆପଣଙ୍କୁ ନିଜର ରାସନ କାର୍ଡର ଷ୍ଟାଟସ ଦେଖିବା ପାଇଁ ବାରମ୍ବାର ଅଫିସ ଓ ଜନସେବା କେନ୍ଦ୍ରର ଚକ୍କର କାଟିବାକୁ ପଡିବନି , ଏବେ ଆପଣଙ୍କୁ ଘରେ ବସି ଏହା ବିଷୟରେ ଜାଣିପାରିବେ ତାହା ବି କିଛି ମିନିଟରେ । ଆପଣଙ୍କୁ ଜଣାଇ ଦେଉଛୁ କି ମିଳିଥିବା ସୂଚନା ଅନୁସାରେ ଏବେ ଆପଣ ଏହା ବିଷୟରେ ଆପଣଙ୍କ ମୋବାଇଲ ରୁ ଜାଣି ପାରିବେ ।

ଆପଣଙ୍କୁ ଜଣାଇ ଦେଉଛୁ କି ଏଥି ପାଇଁ ଆପଣଙ୍କୁ ମୋବାଇଲର ୱେବ ସର୍ଚରେ ରାସନ କାର୍ଡ ଲେଖି ସର୍ଚ କରିବାକୁ ହେବ ଖୋଲିଥିବା ପେଜରେ ଆପଣଙ୍କୁ ଉପରେ ଦିଆଯାଇଥିବା ଲିଙ୍କରେ କ୍ଲିକ କରିବାକୁ ହେବ, କିମ୍ବା ଆପଣ ତଳେ ଦିଆଯାଇଥିବା ଲିଂକରେ ଡାଇରେକ୍ଟ ଯାଇପାରିବେ।  ଏବଂ ଏହା ପରେ ଖୋଲିଥିବା ପେଜରେ ରାସନ କାର୍ଡ ର ସୁଚିରେ ନିଜର ନାମ ଦେଖିପାରିବେ ଓ ଘରେ ବସି ଜାଣିପାରିବେ ଆପଣଙ୍କ ରାସନ କାର୍ଡର ଷ୍ଟାଟସ କଣ, ଏହା ସହିତ ଆପଣ ଅନ୍ୟ କୌଣସି ବିଷୟରେ ମଧ୍ୟ ଜାଣି ପାରିବେ ।

http://www.pdsodisha.gov.in/TPDS/Reports/RationCardListReport.aspx

ଆପଣଙ୍କୁ ଜଣାଇ ଦେଉଛୁ କି ଏହା ରାସନ କାର୍ଡର ମୁଖ୍ୟ ୱେବ ଯେଉଁଠି ଆପଣ ଆପଣକର ଡ଼ିଲରର ନାଁ ବି ଜାଣି ପାରିବେ ଓ ଯଦି ଆପଣଙ୍କୁ କୌଣସି ସମସ୍ୟା ଅଛି ତେବେ ଆପଣ ଏଠାରେ ଅଭିଯୋଗ ମଧ୍ୟ କରିପାରିବେ । ଏଠାରେ ଦିଆଯାଉଥିବା ଅଭିଯୋଗ ଉପରେ ବହୁତ ଜଲଦି ଧ୍ୟାନ ଦିଆଯାଇଥାଏ ଓ ଆପଣଙ୍କର ସମସ୍ୟାର ନିବାରଣ କରାଯାଇଥାଏ । ଆପଣଙ୍କୁ ଆମର ଏହି ପୋଷ୍ଟ କିପରି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ ଓ ଖବରର ତାଜା ଅପଡେଟ ପାଇଁ ଆଜି ଆମ ପେଜକୁ ଲାଇକ କରନ୍ତୁ ।