ରାମାୟଣ ର ଏହି ଚୌପାଇ ସ୍ନାନ କରି ସାରିବା ପରେ 5ଥର ବୋଲି ଦିଅନ୍ତୁ, ଜୀବନର ସବୁ ଇଚ୍ଛା ହେବ ପୂର୍ଣ୍ଣ

ହିନ୍ଦୁ ଧର୍ମ ରେ ସବୁଠୁ ପ୍ରମୁଖ ଦୁଇଟି ଗ୍ରନ୍ଥ ମନା ଯାଏ । ଏହା ଭିତରୁ ଗୋଟିଏ ଗ୍ରନ୍ଥ ରାମାୟଣ ଅଟେ । ରାମାୟଣ ଭିତରେ ଜୀବନର ଏକ ଅଲଗା ଚିତ୍ରଣ ଦେଖିବାକୁ ମିଳେ । ରାମାୟଣ କୁହେଯେ କୌଣସି ପ୍ରକାରରେ ଶେଷରେ ଖରାପ ଉପରେ ଭଲ ର ହିଁ ବିଜୟ ହେଇଥାଏ । ରାମାୟଣ ଏକ ରାଜ ପରିବାର ଏବଂ ରାଜବଂଶ ର କାହାଣୀ ଅଟେ । ସ୍ଵାମୀ ସ୍ତ୍ରୀ ଭାଇ ଏବଂ ପରିବାର ଅନ୍ୟ ସଦସ୍ୟ ଙ୍କ ନିଜର ସମ୍ପର୍କ ର ଆଦର୍ଶ ଉପରେ ନିର୍ଧାରିତ ଅଟେ ।

ହିନ୍ଦୁ ସଂସ୍କୃତି କେବଳ ରାମାୟଣ କୁ ମାନେ ରାମାୟଣ ରେ ଯେଉଁ ଶିକ୍ଷା କୁହାଯାଇଛି ସେହି ସବୁକୁ ନିଜ ଜୀବନରେ କରିଥାଉ । ରାମାୟଣ ମନୁଷ୍ୟ କୁ ଜୀବନର ସାର କହିଥାଏ । ଏହା ସହିତ ଏହା ବହୁତ ମହତ୍ଵ କୁ ବି ଦର୍ଶାଇ ଥାନ୍ତି । ଯାହାକୁ ଆମେ ଯଦି ଜୀବନରେ ଆପଣାଇ ପାରିବା ତେବେ ଆମ ଜୀବନ ସଫଳ ଏବଂ ସ୍ଥିର ହୋଇ ପାରିବ ।

ଚୌପାଈ

ଜୋ ପ୍ରଭୁ ଦୀନଦୟା’ଲା କହାବା । ଆରତି ହରନ ବେଦ ଜସ ଗାବା ॥
ଜପହିଂ ନାମୁ ଜନ ଆରତ ଭାରୀ । ମିଟହିଂ କୁସଂକଟ ହୋହିଂ ସୁଖାରୀ ॥
ଦୀନଦୟାଲ ବିରଦ ସଂଭାରୀ । ହରହୁ ନାଥ ମମ ସଂକଟ ଭାରୀ ॥

ଉପରୋକ୍ତ ଯେଉଁ ଚୌପାଈ ଲେଖାଯାଇଛି ଏହି ଚୌପାଈ ଏମିତି ଅଟେ ଯାହାକୁ ଆପଣ ସ୍ନାନ କରିବା ପରେ ୫ ଥର କହିଦେଉଛନ୍ତି ଆପଣଙ୍କ ଭାଗ୍ୟ ଖୋଲିଯିବ, ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ସହିତ ନିବାସ କରିବେ ଏବଂ ଏହା ସହିତ ଆପଣଙ୍କ ବୁଦ୍ଧି ବିବେକ ସବୁବେଳେ ରହିବ, ଆପଣଙ୍କ ସବୁ ଖରାପ ସମୟ ଦୂର ହୋଇଯିବ । ଏବଂ ଆପଣଙ୍କ ଜୀବନରେ ସବୁବେଳେ ଶୁଭ ସମୟ ରହିବ । ଆପଣଙ୍କ ମନ କାର୍ଯ୍ୟରେ ଲାଗି ରହିବ । ଏବଂ ସଫଳତା ଆପଣଙ୍କ ପଛରେ ରହିବ ।

ରାମାୟଣ ମନୁଷ୍ୟ କୁ ବଞ୍ଚିବାର ଠିକ ଉପାୟ କହିଥାଏ । ରାମାୟଣ ରେ ସବୁଠାରୁ ଭଲ ଶିକ୍ଷା ଏହା ଅଟେ କି ସବୁବେଳେ ସତର ଜିତ ହୋଇଥାଏ । ଏବଂ ମିଛ ସବୁବେଳେ ପରାଜୟ ହୋଇଥାଏ । ଏହି ଗ୍ରନ୍ଥ ମଧ୍ୟରେ ଆମକୁ ଭଲ ସଂଗତି ର ମହତ୍ଵ ବିଷୟରେ କୁହାଯାଇଛି । ନିଜର ବଡ ଏବଂ ଛୋଟ କୁ ସମ୍ମାନ ଦେବା ପାଇଁ ରାମାୟଣ ରେ କୁହାଯାଇଛି ଏବଂ ସମସ୍ତଙ୍କ ସହ ଏକ ସମାନ ବ୍ୟବହାର କରିବା ପାଇଁ କୁହାଯାଇଛି ।