ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି Bikes, ଆଗରୁ କେବେବି ଦେଖି ନଥିବେ ଏସବୁ ବାଇକ, ଥରୁଟେ ନିଶ୍ଚୟ ଦେଖନ୍ତୁ

କୁହନ୍ତି କି କୌଣସି ମଣିଷ ର ଗୋଡ ମଝିରେ ଯଦି କୌଣସି ଆକର୍ଷିତ ଜିନିଷ ଅଛି ତାହା ହେଉଛି ତାହାର ବାଇକ ଏବଂ ଏହା ସତ ଅଟେ, କେତେକ ଲୋକ ନିଜର ବାଇକକୁ ନିଜର ଜୀବନଠାରୁ ମଧ୍ୟ ବେସୀ ସମ୍ଭାଳି ରଖନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ବାଇକ ବିଷୟରେ କହିବାକୁ ଯାଉଛୁ ଯାହାର ଦାମ ଆକାଶ ଛୁଆଁ ଏବଂ ସ୍ପୀଡ ମାମଲାରେ ଏମାନେ ପବନ ସହ କଥା କୁହନ୍ତି ।

ଏହାର ଦାମ ୫ ଲକ୍ଷ ୫୦ ହଜାର ଡଲାର ଅଟେ । ଏହା ଏକ କାଂସେପ୍ଟ ସୁପରବାଇକ ଅଟେ ଯାହାକି ୦ ରୁ ୬୦ km/s ସ୍ପୀଡ ୨.୫ ସେକେଣ୍ଡ ରେ ଯାଇପାରିବ ।

ଏହାର ଟପ ସ୍ପୀଡ ୩୦୦ ମାଇଲ ପ୍ରତି ଘଣ୍ଟା ଅଟେ । ଏହି ବାଇକ ରୁ ଆପଣ ଏକ ନ୍ୟୁକ୍ଳିୟର ଏହା ପଛରେ ଛାଡ଼ିପାରିବେ କିନ୍ତୁ ଦୁଖର କାରଣ ଏହାକୁ ଚଳାଇବା ପାଇଁ ଆଇନ ସହମତି ଦିଏ ନାହିଁ ।

Harley Davidson Cosmic Starship

ଏହାର ଦାମ ୧.୫ ମିଲିୟନ ଡଲାର ଅଟେ । ୧ ମିଲିୟନ ଦାମ ଥିବା ଏହା ପ୍ରଥମ ଆମେରିକା ବାଇକ ଅଟେ । ଏହି ପ୍ରସିଦ୍ଧ ଚିତ୍ରଶିଳ୍ପୀ ଜୈକ ଆର୍ମସ୍ଟ୍ରାଂଗ ରଙ୍ଗ କରିଛନ୍ତି । ଯାହାଙ୍କର ସବୁ ଚିତ୍ର ୩ ଲକ୍ଷରୁ ୩ ମିଲିୟନ ଡଲାର ପର୍ଯ୍ଯନ୍ତ ବିକ୍ରି ହୋଇଥାଏ ।

The Yamaha BMS :

ଏହାର ଦାମ ୩ ମିଲିୟନ ଡଲାର ଅଟେ । ୧୭୦୦ ଶିଶି ଇଞ୍ଜିନ ଥିବା ଏହି ବାଇକ ଶକ୍ତିଶାଳୀ ଅଟେ କିନ୍ତୁ ଅଦ୍ଭୁତ ନୁହେଁ । ଏହାର ସିଟରେ ଲାଲୀ ରଙ୍ଗର ଭେଲଭେଟ ର କପଡା ଲାଗିଥାଏ ଏବଂ ବାକି ସବୁ ଜାଗାରେ ୨୪ କ୍ୟାରେଟ ର ସୁନା ଲାଗିଛି । ଏହି ଗାଡିକୁ କିଣିବା ମାନେ ନିଜର ଷ୍ଟାଟସକୁ ଦୁନିଆ ସାମନ୍ନାରେ ଦେଖେଇବା ।

Hildebrand & Wolfmuller :

ଏହାର ଦାମ ୩.୫ ମିଲିୟନ ଡଲାର ଅଟେ । ଏହି ବାଇକର ନିର୍ମାଣ କେବଳ ୧୮୮୪ ରୁ ୧୮୯୭ ମଧ୍ୟରେ ହୋଇଥିଲା । ଏହା ଦୁନିଆ ର ପ୍ରଥମ ନିର୍ମିତ ମୋଟରସାଇକଲ, ନା ଏହାର ସ୍ପୀଡ ବେସୀ ଅଟେ ଏବଂ ନା ଏହାର ବେସୀ ଓଜନ କିନ୍ତୁ ଏହାର ମଡେଲ୍ସ କେବଳ ମ୍ୟୁଜିୟମ ରେ ଦେଖିବାକୁ ମିଳେ ।

Ecosse ES1 Superbike :

ଏହାର ଦାମ ୩.୬ ମିଲିୟନ ଡଲାର ଅଟେ । ଏହି ବାଇକ କୁ ଚଳାଇବା ପାଇଁ ଆପଣଙ୍କୁ Ecosse ହେଡକ୍ୱାର୍ଟର ରେ ଦୁଇ ସପ୍ତାହ ଟ୍ରେନିଂଙ୍ଗ ନେବାକୁ ପଡିଥାଏ ।

1949 AJS Porcupine E90

ଏହାର ଦାମ ୭ ମିଲିୟନ ଅଟେ । ଏହି ବାଇକ ୧୯୪୯ ମସିହାରେ ୱର୍ଲ୍ଡ ଚୈଂପିୟନଶିପ ଜିତିଥିଲା ।

Neiman Marcus Limited Edition Fighter

ଏହାର ଦାମ ୧୧ ମିଲିୟନ ଡଲାର ଅଟେ । ପୂର୍ବରୁ ଏହାର ଦାମ 1 ଲକ୍ଷ 10 ହଜାର ଡଲାର ଥିଲା।