ରାମମନ୍ଦିର ପ୍ରତିଷ୍ଠା ଦିନ ପାଖେଇ ଆସୁଥିଲା ବେଳେ ,ଓଡ଼ିଶାର ଏହି ଗାଁରେ ଦେଖିବାକୁ ମିଳିଛନ୍ତି 3 ଗରୁଡ଼ ପକ୍ଷୀ…

ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ଦେଖିକି କାହିଁକି ନାଁ ଆମ ଗାଁ କୁ ଆସିଛନ୍ତି 3ଟି ଗରୁଡ ପକ୍ଷୀ । ଓଡିଶାକୁ ଫେରୁଛନ୍ତି ସବୁ ଗରୁଡ ପକ୍ଷୀ । ହଁ ଦର୍ଶକ ବନ୍ଧୁ ଗୋଟେ କି ଦୁଇଟି ନୁହେଁ ପୁଣି ଥରେ ଗତ କାଲି 3ଟି ଗରୁଡ ପକ୍ଷୀ ଓଡିଶାରେ ଆସି ପହଞ୍ଚି ଯାଇଛନ୍ତି । ବୟସ୍କ ଲୋକେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏ କଥା କେହି ବି ବିଶ୍ଵାସ କରିପାରୁ ନାହାନ୍ତି । ସମସ୍ତେ ଭକ୍ତି ମନରେ ପ୍ରଭୁ ରାମ ଙ୍କ ନାମ ନେଉଛନ୍ତି ତ ଆଉ କେହି ଭଗବାନ ବିଶୁଣୁ ଙ୍କ ପ୍ରଣାମ କରୁଛନ୍ତି ।

ସମସ୍ତେ କହୁଛନ୍ତି ସୁବର୍ଣ୍ଣ ସୁଯୋଗ ଏବେ ଓଡ଼ିଶାକୁ ଫେରି ଆସିଛି । ଓଡିଆ ମାଟିରେ ପହଞ୍ଚିଛନ୍ତି ଗରୁଡ ପକ୍ଷୀ । ଅନ୍ୟ ପଟେ ମହାପ୍ରଭୁ ଜଗନ୍ନାଥଙ୍କର ପରିକ୍ରମା ପ୍ରକ୍ରିୟା ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏବେ ଓଡିଆ ମାଟି କୁ ଗୋଟେ ପରେ ଗୋଟେ ଗରୁଡ ପକ୍ଷୀ ଫେରୁଛନ୍ତି । ସେପଟେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ।

ଆଉ ଏହି ସମୟରେ ପୁରାଣ ରେ ବର୍ଣ୍ଣିତ ହୋଇଥିବା ଏହି ଗରୁଡ ପକ୍ଷୀ ଯିଏ କି ନିଜ ଜୀବନକୁ ଖାତିର ନ କରି ଭଗବାନଙ୍କ ନିକଟରେ ରହିଥାଏ ଆଜି ସେହି ପକ୍ଷୀ ନିଜ ଗାଁ ମାଟି ରେ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଗାଁ ରେ 3ଟି ଗରୁଡ ପକ୍ଷୀଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଲାଗିଛି । ହଜାର ହଜାର ଲୋକ ଏହି ଗରୁଡ ପକ୍ଷୀକୁ ଦେଖିବା ପାଇଁ ଦୂର ଦୂର ସ୍ଥାନରୁ ଆସୁଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିଧା ପଞ୍ଚାୟତ ତିରୁଖିଆ ଗାଁ ରେ ନୂଆବର୍ଷ ଆରମ୍ଭ ରୁ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ ତିରୁଖିଆ ଗାଁ ର କିଛି ଯୁବକ ଚାଷ ଜମି କୁ ଆସି ଥିବା ବେଳେ ଏହି ବିରଳ 3ଟି ଗରୁଡ ପକ୍ଷୀ ଙ୍କୁ ଦେଖିବାକୁ ପାଇଥିଲେ । କେହି ବିଶ୍ଵାସ କରିପାରୁ ନ ଥିଲେ ।

ସେମାନେ ଭାବୁଥିଲେ ଏମିତି ବିରଳ ପକ୍ଷୀ କେଉଁଠୁ ଆସିଲେ କେମିତି ଆସିଲା । ଆଉ ବୟସ୍କ ଲୋକଙ୍କୁ ଡାକି ଦେଖାଇ ଥିଲେ । ଆଉ ସେମାନେ ଆସି କହିଥିଲେ ଏ ହେଉଛି ଭଗବାନଙ୍କ ଗରୁଡ ପକ୍ଷୀ । ଆଉ ତା ପରେ ସମସ୍ତେ କହିଥିଲେ ଜୟ ଜଗନ୍ନାଥ । ଯୁବକ ମାନେ ଗରୁଡ ପକ୍ଷୀ ବିଷୟରେ ଖବର ଦେବା ପରେ ବିଭିନ୍ନ ଗାଁ ରୁ ହଜାର ହଜାର ଲୋକେ ଆସି ଦେଖୁଛନ୍ତି ଏହି ବିରଳ ପକ୍ଷୀ ଙ୍କୁ ଦେଖିବା ପାଇଁ ।

ଗତ କିଛି ଦିନ ତଳେ ମଧ୍ୟ ଏକ ଗରୁଡ ପକ୍ଷୀ ଏକ ପିଲା କୁ ଡାକିଥିଲା । ଆଉ ପିଲା ଟି ନିଜ ଘରକୁ ସେହି ଗରୁଡ ପକ୍ଷୀ କୁ ଆଣିଥିଲା । ଯାହା କି ଖୁବ ଭାଇରାଲ ହୋଇଥିଲା । ଆଉ ପୁଣି ଗତ କାଲି ଏହି ଗାଁରେ ଗରୁଡ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ଯାହାକୁ ଗାଁ ଲୋକେ ଯତ୍ନରେ ତାଳ ଗଛ ମୂଳରେ ରଖିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।