Rajveer ଙ୍କୁ ମାରିବାକୁ କିଏ କରୁଛି ଷଡଯନ୍ତ୍ର ? ଭିଡିଓ ଜାରି କରି Rajveer ଙ୍କ ମା କଲେ ବିସ୍ଫୋରକ ଖୁଲାସା, ଦେଖନ୍ତୁ video

ରାଜବୀରଙ୍କୁ କିଏ ମାରିବାକୁ ଚାହୁଁଛି ? କିଏ ନିଷ୍ପାପ ଶିଶୁର ଜୀବନ ସହ ଖେଳ ଖେଳୁଛି ? ରାଜବୀରର ମାଆ ସବୁ ଜାଣିବି କାହିଁକି ଚୁପ ଥିଲେ ? ଭାଇରାଲ ଭିଡିଓ ଲିକ୍ ହେବା ପରେ କାହିଁକି ନୀରବତା ଭାଙ୍ଗି ବିସ୍ଫୋରକ ଖୁଲାସା କଲେ ରାଜବୀରଙ୍କ ମାଆ ? ତେବେ ଏହାର କାରଣ ଯାହାବି ହେଉନା କାହିଁକି ଆମେ ପ୍ରଥମରୁ କହି ରଖୁଛୁ ଯେ ଏହି ଘଟଣାକୁ ନେଇ ସମାଲୋଚନା ପଛେ ହେଉ କିନ୍ତୁ ସାହାଯ୍ୟ ବନ୍ଦ ନହେଉ । କାରଣ ସାହାଯ୍ୟ ବନ୍ଦ ହେଲେ ହୁଏତ ରାଜବୀରଙ୍କୁ ବଞ୍ଚାଇବା କଷ୍ଟକର ହୋଇଯିବ ।

ରାଜବୀର ବାପାଙ୍କ ଏକ ଭାଇରାଲ ଭିଡିଓ ଲିକ୍ ହେବା ପରେ ରାଜବୀରଙ୍କ ମାଆ ଏକ ଭିଡିଓ ଜାରି କରି ବିସ୍ଫୋରକ ଖୁଲାସା କଲେ । ସେ କାନ୍ଦି କାନ୍ଦି ରାଜବୀରଙ୍କ ପାଇଁ ସାହାଯ୍ୟ ବନ୍ଦ ନକରିବାକୁ ସମସ୍ତଙ୍କୁ ନିବେଦନ କରିବା ସହ କିଛି ଲୋକ ରାଜବୀରଙ୍କୁ ମାରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଲେ । ସେ କହିଛନ୍ତି କି ତାଙ୍କର ଏବେ ପ୍ରାୟ ତିନି କୋଟିରୁ ଊର୍ଦ୍ଧ୍ଵ ଟଙ୍କା ସଂଗ୍ରହ ହୋଇଥିବାର ଦେଖି କିଛି ଲୋକ ଏପରି କରୁଛନ୍ତି ।

ତାଙ୍କ ସ୍ଵାମୀଙ୍କ ଉପରେ ଲାଗିଥିବା ଆରୋପ ଏକଦମ ଫେକ୍ ଅଟେ ବୋଲି ସେ କହିଛନ୍ତି । ଯାହାବି ହେଉ ପଛେ ରାଜବୀରଙ୍କ ପାଇଁ ଏଖି ସାହାଯ୍ୟ ବନ୍ଦ କରନ୍ତୁ ନାହିଁ ବୋଲି ସେ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି କି ରାଜବୀରଙ୍କ ମା ଯେଉଁ ଚକ୍ରାନ୍ତ କଥା ଉଠାଇଛନ୍ତି ସେହି ଚକ୍ରାନ୍ତ କରୁଛି କିଏ ?

ଯଦି ସେମାନଙ୍କୁ କେହି ହଇରାଣ କରୁଛି ତେବେ ସେମାନେ ପୂର୍ବରୁ ଏଥିପ୍ରତି କଣ ପାଇଁ ସ୍ଵର ଉଠାଇଲେ ନାହିଁ ? ରାଜବୀରଙ୍କ ବାପା କଣ ସତରେ ଜୁସ୍ ପିଉଥିଲେ ? ଏହିପରି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠୁଛି । ଆଉ ଏହି ଘଟଣାରେ ରାଜବୀରଙ୍କ ପାଇଁ ଲୋକଙ୍କ ମନରେ ଯେତିକି ସହାନୁଭୁତି ରହିଛି ତାଙ୍କ ବାପାମାଙ୍କୁ ନେଇ ସେତିକି ସନ୍ଦେହ ମଧ୍ୟ ବଢୁଛି । ତିନି କୋଟି ସତର ଲକ୍ଷ ସହ କାହିଁକି ରାଜବୀରଙ୍କୁ ସରକାରୀ ଡାକ୍ତରଖାନାକୁ ନେଇ ନାହାନ୍ତି ରାଜବୀରଙ୍କ ପିତାମାତା ?

ଜାଗା କାଳିଆଙ୍କ ଭଳି ସରକାର କଣ ରାଜବୀରଙ୍କ ଚିକିତ୍ସା କରିପାରିବେ ନାହିଁ ? ତେବେ ଯାହାବି ହେଉ ବାପାମାଙ୍କ ଭୁଲର ଦଣ୍ଡ ସାନ ଶିଶୁଟିକୁ ନମିଳୁ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।