ରାଜାଙ୍କ ପରିବାରକୁ ଭେଟିଲେ ସାଂସଦ Aparajita Sarangi, ଦେଖନ୍ତୁ ରାଜାଙ୍କ ବାପା ତାଙ୍କୁ କଣ ପ୍ରଶ୍ନ କଲେ ! ଦେଖନ୍ତୁ Video

ଗତ କିଛି ଦିନ ହେବ ଆମ ଓଡିଶାର ରାଜଧାନୀ ଭୁବନେଶ୍ବରରେ ୧୫ ବର୍ଷର ନାବାଳକ ସହ ଘଟିଥିବା ଡ୍ରେନ ଦୁ-ର୍ଘ-ଟ-ଣା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ମା କୁ କହି କିଛି ସମୟ ପାଇଁ ବାହାରକୁ ଯାଇଥିବା ପୁଅ ଜ୍ଯୋତିପ୍ରକାଶ ଓରଫ ରାଜାର ଅତ୍ୟନ୍ତ ଦ-ୟ-ନୀ-ୟ ଭାବେ ମୃ-ତ୍ୟୁ ରାଜଧାନୀ ବାସୀଙ୍କ ମନରେ ଭ-ୟ ଏବଂ ବ୍ୟଥା ଭରି ଦେଇଛି । ଯଦି ଡ୍ରେନଟି ମୁ-କୁ-ଳା ନଥାନ୍ତା ତେବେ ହୁଏତ ଆଜି ଜ୍ଯୋତିର ଜୀବନ ବ-ଞ୍ଚି ଯାଇଥାନ୍ତା । କିନ୍ତୁ ଏନେଇ ଏବେ ପର୍ଯ୍ୟନ୍ତ ଚୁପ ରହିଛନ୍ତି ବିଏମସି ପ୍ରଶାସକ ଏବଂ କମିଶନର ।

ତେବେ ବର୍ତ୍ତମାନ ଡ୍ରେନରେ ଭାସି ଯାଇ ପ୍ରା-ଣ ହ-ରା-ଇ-ଥି-ବା ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଗତ ୬ ବର୍ଷ ମଧ୍ୟରେ ଡ୍ରେନରେ ଭା-ସି ପ୍ରାୟ ୭ ଜଣଙ୍କ ମୃ-ତ୍ୟୁ ହୋଇ ସାରିଛି । ତେବେ ଏଥିପାଇଁ ଦା-ୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଭୁବନେଶ୍ବର ନମ୍ବର ୱାନ ସ୍ମାର୍ଟ ସିଟି ଭାବେ ସମ୍ମାନିତ ହୋଇଛି । କିନ୍ତୁ ୧୩ଟି ପ୍ରାକୃତିକ ନାଳରେ ଯେଉଁ ବ୍ୟବସ୍ଥା ହେବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ନାହିଁ । ଏହା କଣ ପାଇଁ ହୋଇ ନାହିଁ ବୋଲି ମଧ୍ୟ ସେ ପଚାରିଛନ୍ତି ।

୨୦୧୯ ରେ ମୁଖ୍ୟମନ୍ତ୍ରୀ ଭାବଉନେଶ୍ବର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡେ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣାଙ୍ଗ ଯୋଜନା ଦରକାର । ନଚେତ ଏମିତି ଆହୁରି କେତେ ଯେ ଦୁ-ର୍ଘ-ଟ-ଣା ଘ-ଟି-ପାରେ ତାହା କିଏ କହିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଦରକାର ହେଲେ ମଧ୍ୟ ତାହା ଯୋଗାଇ ଦିଆଯିବ । କିନ୍ତୁ ଡ୍ରେନେଜ ସ୍ଥିତିରେ ସ୍ଥାୟୀ ସମାଧାନ ଦରକାର ବୋଲି ସେ କହିଛନ୍ତି ।

ଏହା ସହ ଜ୍ଯୋତି ପ୍ରକାଶଙ୍କ ସାନ ଭାଇକୁ ଏମପି କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇ ଦ୍ଵାଦଶ ଶ୍ରେଣୀ ଯାଏଁ ତା ପାଠପଢା ସଂପୂର୍ଣ୍ଣ ଦାୟିତ୍ଵ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଜ୍ଯୋତିଙ୍କ ପରିବାରକୁ ଯେତେ ଆଶ୍ଵାସନା ଦେଲେ ଓ ଯେତେ ଟଙ୍କା ଦେଲେ ମଧ୍ୟ ତାଙ୍କର କ୍ଷତି ପୂରଣ କରାଯାଇ ପାରିବ ନାହିଁ । ଅପରାଜିତା ଷଡଙ୍ଗୀ ଜ୍ୟୋତିଙ୍କ ପରିବାରକୁ ଭେ-ଟି ତାଙ୍କ ସହ ଦୁଃଖ ବାଣ୍ଟିଛନ୍ତି । ଆମ ପୋଷ୍ଟ ଆପଣଙ୍କୁ କିପରି ଲାଗିଲା ଆମ କୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।