ଦେଶ ସପକ୍ଷରେ ଖେଳୁଥିବା ସବୁ କ୍ରିକେଟର ମାନଙ୍କର ସ୍ଵପ ଥାଏ କି ସେ ଜବରଦସ୍ତ ପ୍ରଦର୍ଶନ କରି ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ଦେଶର ପ୍ରତିନିଧିତ୍ଵ ଅନ୍ତରାଷ୍ଟ୍ରୀୟ ସ୍ତରରେ କରିବେ । ଭାରତ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ ଖେଳାଳି ଡେବ୍ୟୁ କରିଛନ୍ତି । ଏଥି ମଧ୍ୟରୁ କିଛି ଖେଳାଳି ନିଜର କ୍ୟାରିୟର କୁ ଲମ୍ବା କରିବାରେ ସଫଳ ହୋଇଛନ୍ତି । କିଛି ଭାରତୀୟ ଖେଳାଳି ଏମିତି ଥିଲେ କି ଯେଉଁ ମାନେ ବହୁତ ଶୀଘ୍ର ଫ୍ଲପ ହୋଇ ଯିବାରୁ ଦଳରୁ ବାହାରି ଯାଇଥିଲେ । ଆଜି ଆମେ ଆପଣଣଙ୍କୁ କିଛି ଏମିତି ଫ୍ଲପ କ୍ରିକେଟର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ରାଜା ମହାରାଜା ମାନଙ୍କ ଭଳି ଜୀବନ ବଞ୍ଚୁଛନ୍ତି ।
୧ – ଷ୍ଟୁଆର୍ଟ ବିନ୍ନୀ
ଷ୍ଟୁଅର୍ଟ ବିନ୍ନୀ ଭାରତ ପକ୍ଷରୁ ୬ଟି ଟେଷ୍ଟ ମ୍ୟାଚରେ ୧୯୪ ରନ ଏବଂ ୧୪ଟି ୱାଣ୍ଡେ ମ୍ୟାଚରେ ୨୩୦ ରନ କରିଛନ୍ତି । ଷ୍ଟୁଅର୍ଟ ବିନ୍ନୀ ଙ୍କ ସ୍ତ୍ରୀ ଜଣେ ଆଙ୍କର ଅଟନ୍ତି । ବର୍ତ୍ତମାନ ବିନ୍ନୀ ଙ୍କ ଜୀବନ ଯାପନ କୌଣସି ରାଜା ଙ୍କ ଠାରୁ କମ ନୁହେଁ ।
୨ – ରୋହନ ଗାବସ୍କର
ସୁନୀଲ ଗାବସ୍କର ଙ୍କ ପୁଅ ରୋହନ ଗାବସ୍କର ଙ୍କର କ୍ରିକେଟ କ୍ୟାରିୟର କିଛି ଭଲ ରହିଲା ନାହିଁ । ରୋହନ ୧୧ଟି ୱାଣ୍ଡେ ମ୍ୟାଚରେ କେବଳ ୧୫୧ ରନ କରିବାରେ ସଫଳ ହୋଇଥିଲେ । ରୋହନ ଙ୍କ ବାପା ଜଣେ ଭଲ କ୍ରିକେଟର ହୋଇ ଥିବାରୁ ତାଙ୍କ ପାଖରେ ଟଙ୍କାର କମି ନାହିଁ । ଯେଉଁଥି ପାଇଁ ସେ ଭଲ ନିଜର ଜୀବନ ଯାପନ କରୁଛନ୍ତି ।
୩ – ମନୋଜ ତିଵାରୀ
୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ମନୋଜ ତିଵାରୀ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ମନୋଜ ଶେଷ ୱାଣ୍ଡେ ମ୍ଯାଚ ୨୦୧୫ ମସିହାରେ ଜିମ୍ବାବେ ବିପକ୍ଷରେ ଖେଳି ଥିଲେ । ବର୍ତ୍ତମାନ ସେ ରାଜା ମହାରାଜା ମାନଙ୍କ ଭଳି ଜୀବନ ଯାପନ କରୁଛନ୍ତି ।
୪ – ଯୋଗୀନ୍ଦର ଶର୍ମା
ଯୋଗୀନ୍ଦର ଶର୍ମା ଙ୍କର କ୍ରିକେଟ କ୍ୟାରିୟର ଏତେ ଭଲ ନଥିଲା ଏବଂ ସେ ଅଧିକ ସଫଳ ମଧ୍ୟ ହୋଇ ପାରି ନଥିଲେ । କିନ୍ତୁ ସେ ବର୍ତ୍ତମାନ ଡିଏସପି ହରିୟାଣା ପୋଲିସ ରେ କାର୍ଯ୍ୟ କରୁଛନ୍ତି ।
୫ – ବିନୟ କୁମାର
ଭାରତୀୟ ଦଳ ପାଇଁ ୨୦୧୦ ମସିହାରେ ଡେବ୍ୟୁ କରିଥିବା ବିନୟ କୁମାର ଆଇପିଏଲ ରେ କୋଟି କୋଟି ଟଙ୍କା କମାଇଥିଲେ । ବିନୟ କୁମାର ଙ୍କର ସ୍ତ୍ରୀ ଗୋଟିଏ ସ୍ପୋର୍ଟ୍ସ କମ୍ପାନୀ ଚଳାନ୍ତି ଯେଉଁଥିରୁ ଭଲ ଟଙ୍କା ରୋଜଗାର କରିଥାନ୍ତି । ବିନୟ ଙ୍କର ଜୀବନ ମଧ୍ୟ କୌଣସି ରାଜାଙ୍କ ଠାରୁ କମ ନୁହେଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।