ଏହି ଛୋଟ ଝିଅଟି ରାହୁଲ ଗାନ୍ଧୀଙ୍କ ଫୋଟୋକୁ ଚପଲରେ ପିଟିଲା, କାରଣ ଜାଣିଲେ ଆପଣ ବି କରିବେ ସେହି ଝିଅକୁ ସଲାମ

ସୁପ୍ରୀମ କୋର୍ଟର ନିଷ୍ପତି ପରେ ପୁଣି ଥରେ ରାଫେଲ ଡିଲର ମୁଦା ଗରମ ହୋଇ ଯାଇଛି । ଯେତେବେଳେ କି ରାଫେଲ ଡିଲକୁ ନେଇ ବିଜେପି ଏବଂ କଂଗ୍ରେସ ପରସ୍ପର ସାମ୍ନା ହୋଇଛନ୍ତି ଏବଂ ବର୍ତ୍ତମାନ ଏହି କଥାକୁ ନେଇ ସାଧାରଣ ଜନତା ପ୍ରତିକ୍ରିୟା ଦେଉଛନ୍ତି । ରାଫେଲ ଡିଲରେ ସୁପ୍ରୀମ କୋର୍ଟ କ୍ଲୀନ ଚିଟ ଦେଇଛନ୍ତି, କିନ୍ତୁ ଏହି ମୁଦା ଥମିବାର ନାମ ନେଉ ନାହିଁ । ଏହି ସବୁ ମଧ୍ୟରେ ସୋସିୟାଲ ମିଡିୟାରେ ଗୋଟିଏ ଛୋଟ ଝିଅର ଭିଡିଓ ବହୁତ ଭାଇରାଲ ହେଉଛି । ତେବେ ଚାଲାନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ।

ରାଫେଲ ଡିଲକୁ ନେଇ ଯେତେବେଳେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କୁ ଘେରିଛନ୍ତି, ସେତେବେଳୁ ହିଁ ତାଙ୍କର ଆଲୋଚନା ହେଉଛି । ଏହି ଆଲୋଚନା ତେବେ ଠୁ ବଢି ଯାଇଛି ଯେବେ ରାହୁଲ ପିଏମ ମୋଦୀଙ୍କୁ ଚୌକିଦାର ଚୋର ବୋଲି ସମ୍ବୋଧିତ କରିଛନ୍ତି ଏବଂ ଏହା ପରେ ସୁପ୍ରୀମ କୋର୍ଟ ପିଏମ ମୋଦୀଙ୍କୁ ପୁରା କ୍ଲୀନ ଚିଟ ଦେଇ ସାରିଛନ୍ତି ଏବଂ ଏହା ପରେ ଦେଶର ଛୋଟ ପିଲାମାନେ ବି ରାହୁଲ ଗାନ୍ଧୀଙ୍କୁ ଘୃଣା କରିବାରେ ଲାଗିଛନ୍ତି ଏବଂ ଏହାର ପ୍ରମାଣ ମଧ୍ୟ ଅଛି, ଯାହାକି ସୋସିୟାଲ ମିଡିୟାରେ ବର୍ତ୍ତମାନ ଭାଇରାଲ ହେଉଛି ।

ରାହୁଲଙ୍କର ଫଟୋକୁ ଚପଲରେ ମାରୁଛି ଏହି ଝିଅ

ଏହି ଝିଅଟି ରାହୁଲ ଗାନ୍ଧୀ ଉପରେ ଏଥିପାଇଁ ରାଗିଛି, କାରଣ ରାହୁଲ ପିଏମ ମୋଦୀଙ୍କୁ ଚୋର ବୋଲି କହିଛନ୍ତି ଏବଂ ଏତିକି ନୁହେଁ ରାହୁଲ ରାଫେଲ ଡିଲକୁ ନେଇ ପିଏମ ମୋଦୀଙ୍କର ଛବିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଯେଉଁ ରାଫେଲ ଡିଲକୁ ନେଇ ରାହୁଲ ଇଲେକ୍ସନ ଜିତିଲେ ସେହି ରାଫେଲ ସୁପ୍ରୀମ କୋର୍ଟ ରେ ରାହୁଲଙ୍କ ଅସ୍ତିତ୍ଵକୁ ବୁଡାଇ ଦେଲା ।

ବିଜେପି ସମର୍ଥକମାନେ ଦେଇଛନ୍ତି ଏହିଭଳି ପ୍ରତିକ୍ରିୟା

ଯେତେବେଳେ ସୋସିୟାଲ ମିଡିୟାରେ ଏହି ଫଟୋ ଭାଇରାଲ ହେଇଛି ସେହି ସମୟରୁ ହିଁ ବିଜେପି ସମର୍ଥକମାନେ ରାହୁଲ ଗାନ୍ଧିଙ୍କର ଥଟ୍ଟା କରୁଛନ୍ତି । ଟ୍ବିଟରରେ ବିଜେପି ସମର୍ଥକମାନେ ରାହୁଲ ଗାନ୍ଧୀଙ୍କୁ କହି ଦେଇଛନ୍ତି କି ତୁମର ମିଛ ସମସ୍ତେ ଜାଣି ସାରିଛନ୍ତି । ଏବଂ ଦେଖ ତୁମେ ଯାହା ବିଷୟରେ ମିଛ କହୁଛ ଆଜି ଏହାର ପରିଣାମ ତୁମକୁ ମିଳିଛି, କାରଣ ମୋଦୀ ଜନତାଙ୍କର ନେତା ଅଟନ୍ତି ଏବଂ ଏହି ଝିଅର ତୁମ ପ୍ରତି ଘୃଣା, ଏହି କଥାର ସଂକେତ ଅଟେ କି ତୁମେ ହାରିଯାଇଛ ।

ଝିଅଟିର ଏହି ପ୍ରତିକ୍ରିୟା ଉପରେ ଆପଣଙ୍କ ମନ୍ତବ୍ୟ କଣ? ନିଶ୍ଚୟ ଜଣାଇବେ କମେଣ୍ଟ ବକ୍ସ ରେ। ଆମ ସହ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଓ ଏହି ପୋଷ୍ଟ ଟି ଭଲ ଲାଗିଲେ ଶେୟାର କରନ୍ତୁ।