ରବୀନ୍ଦ୍ର ଜାଡେଜାଙ୍କର ସ୍ତ୍ରୀଙ୍କ ସାମ୍ନାରେ କିଛି ନୁହନ୍ତି ବଲୀଉଡର ହିରୋଇନ, ନିଜେ ହିଁ ଦେଖି ନିଅନ୍ତୁ ଫୋଟୋ ସବୁ

କ୍ରିକେଟ ପଡିଆରେ ନିଜର ବଳ ଓ ବ୍ୟାଟ ଦ୍ଵାରା ବିରୋଧୀ ଟିମକୁ ପରାଜୟ ସ୍ଵୀକାର କରିବା ପାଇଁ ବାଧ୍ୟ କରିଥିବା ଭ୍ରାତୀୟ କ୍ରିକେଟ ଟିମର ଖେଳାଳି ରବୀନ୍ଦ୍ର ଜାଡେଜା କ୍ରିକେଟ ଦୁନିଆର ଜଣେ ଜଣା ଶୁଣା ନାମ ଅଟନ୍ତି । ରବୀନ୍ଦ୍ର ଜାଡେଜା ନିଜ କୌଶଳ ଦ୍ଵାରା ବିରୋଧୀ ଟିମର ମୁଣ୍ଡ ତଳକୁ କରି ଦିଅନ୍ତି । କିନ୍ତୁ ଆଜି ଆମେ ରବୀନ୍ଦ୍ର ଜାଡେଜାଙ୍କ ବିଷୟରେ ନୁହେଁ ତାଙ୍କ ପତ୍ନୀଙ୍କ ବିଷୟରେ କଥା ହେବୁ । ଯାହାଙ୍କ ବିଷୟରେ କୁହାଯାଏ କି ତାଙ୍କ ଆଗରେ ଫିଲ୍ମ ଜଗତର ଅଭିନେତ୍ରୀମାନେ ବି କିଛି ନୁହନ୍ତି ।

ଆପଣଙ୍କୁ କହିଦେଉଛୁ କି ରବୀନ୍ଦ୍ର ଜାଡେଜା ୧୭ ଏପ୍ରିଲ ୨୦୧୬ରେ ୨୬ ବର୍ଷୀୟ ରୀୱା ସୋଲଙ୍କି ଙ୍କ ସହ ବିବାହ କରିଥିଲେ । ଆତିମ୍ୟ ଇଂଷ୍ଟିଚ୍ୟୁଟ ରୁ ଇଞ୍ଜିନିୟରିଂ କରିଥିବା ରୀୱାଙ୍କ ମାତାଙ୍କର ନାମ ଫୁଲ୍ଲବା ସୋଲଙ୍କି ଓ ପିତାଙ୍କର ନାମ ହରଦେବ ସୋଲଙ୍କି ଅଟେ, ଯିଏକି ରାଜକୋର୍ଟର ଏକ କଣ୍ଟ୍ରାକ୍ଟର ଅଟନ୍ତି । ରୀୱା ସୋଲଙ୍କି ନିଜ ମାତା – ପିତାଙ୍କର ଏକ ମାତ୍ର ଝିଅ ଅଟନ୍ତି ।

ଆପଣଙ୍କୁ କହିଦେଉଛୁ କି ରବୀନ୍ଦ୍ର ଜାଡେଜା ଓ ରୀୱା ସୋଲଙ୍କି ବିବାହ କରିବା ପୂର୍ବରୁ ପରସ୍ପରକୁ ଡେଟ କରୁଥିଲେ । ଏହା ପରେ ଏହି ଦୁଇ ଜଣ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ କି ରୀୱା ସୋଲଙ୍କି ଙ୍କୁ କ୍ରିକେଟ ପ୍ରତି ସେମିତି କିଛି ଖାସ ଇଚ୍ଛା ନାହିଁ । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରୁହନ୍ତି । ରୀୱା ସୋଲଙ୍କି ବିଷୟରେ କୁହାଯାଏ କି ସେ ସୁନ୍ଦରତା ମାମଲାରେ ଫିଲ୍ମ ଜଗତର ଅଭିନେତ୍ରୀମାନଙ୍କୁ ବି ପଛରେ ପକାଇ ଦେବେ ।

ରବୀନ୍ଦ୍ର ଜାଡେଜା ଓ ରୀୱାଙ୍କ ଯୋଡି ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ । ଆଗକୁ ଆମ ସାହିର ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।