ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ, ଘରକୁ ଆସିଥାଏ ଦରିଦ୍ରତା- Vastu Tips

ଆପଣ ମାନେ ସମସ୍ତେ ଜାଣି ଥିବେ କି ସୌର ମଣ୍ଡଳ ର ସବୁ ଗ୍ରହ ନିଜ ର ଶକ୍ତି  ସୂର୍ଯ୍ୟ ଦେବଙ୍କ ଠାରୁ ପାଇଥାନ୍ତି । ଏହା ବି ଜାଣିଥିବେ କି ସବୁ ବ୍ୟକ୍ତିଙ୍କର କୁଣ୍ଡଳୀ କୌଣସି ନା କୌଣସି ଗ୍ରହର ପ୍ରଭାବ ଥାଏ । ଯାହାଫଳରେ କି ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ଓ ଅସଫଳ ହୋଇଥାଏ । କିନ୍ତୁ ବ୍ୟକ୍ତି ଚେଷ୍ଟା କରିଥାଏ କି ସବୁ କାର୍ଯ୍ୟରେ ସଫଳତା ପାଇବା ପାଇଁ ସବୁ ଗ୍ରହକୁ ସାନ୍ତ କରିବାକୁ ପ୍ରୟାସ କରିଥାଏ ।

ଏଥିପାଇଁ ବୁଧୁ ବାର ଦିନ ବୁଧ ଗ୍ରହ , ଗୁରୁ ବାର ଦିନ ବୃହସ୍ପତି ଗ୍ରହ କୁ , ଶୁକ୍ର ବାର ଦିନ ଶୁକ୍ର ଦେବ , ଶନି ବାର ଦିନ ଶନି ଦେବ ଙ୍କୁ ପୂଜା କରିଥାଉ । କିନ୍ତୁ ରବିବାର ଦିନକୁ ଆମେ ଛୁଟି ଦିନ ଭାବରେ ଆମେ ଆରମ କରିଥାଉ ଓ ଆମେ ଏପରି କିଛି କାମ କରିଥାଉ ଯାହାକି ଶାସ୍ତ୍ର ବିରୋଧି ହୋଇଥାଏ ।

ଯାହାଫଳରେ କି ଆମର ଅନିଷ୍ଟ ହୋଇଥାଏ । ଏଥି ପାଇଁ ଆସନ୍ତୁ ଜାଣିବା ରବିବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଯାହାଫଳରେ କି ସୂର୍ଯ୍ୟ ଦେବଙ୍କ ପ୍ରକୋପ ର ସାମ୍ନା କରିବାକୁ ପଡିଥାଏ । ପ୍ରଥମେ ରବିବାର ଦିନ ଭୁଲରେ ବି ଅସ୍ଵସ୍ଥ ଗଛରେ ଜଳ ଅର୍ପଣ କରିବା ଉଚିତ ନୁହେଁ ଯାହାଫଳରେ କି କ୍ଷତି ହୋଇଥାଏ ।  କିନ୍ତୁ ରବିବାର ଦିନ ଅସ୍ଵସ୍ଥ ଗଛ ମୂଳରେ ଧୂପ , ଦୀପ ଅର୍ପଣ କରିପାରିବେ ।

ଦ୍ଵିତୀୟ ରେ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ନିତ୍ୟକର୍ମ ସାରି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ତମ୍ବା ପାତ୍ରରେ କୁକୁମ ଓ ଜଳ ଅର୍ପଣ କରିବା ଉଚିତ ଓ ଭକ୍ତି ର ସହ ଉପାସନା କରନ୍ତୁ ଯାହାଫଳରେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିଥାଏ । ତୃତୀୟରେ ଚୁଟି କାଟିବା ଉଚିତ ନୁହେଁ କି ତେଲ ଲଗାନ୍ତୁ ନାହିଁ । ସୂର୍ଯ୍ୟ ଦେବଙ୍କ କୃପା ପାଇବା ପାଇଁ ରାଶି ତେଲ ଅର୍ପଣ କରନ୍ତୁ । ଯାହା ଦ୍ଵାରା କି ଆପଣଙ୍କ ଭାଗ୍ୟ ଉନ୍ନତି ହେବ ।

ଏବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ ଖାଦ୍ୟ ସେବନ କରିବା ଉଚିତ ନୁହେଁ ରବିବାର ଦିନ ସୂର୍ଯ୍ୟ ଉପାସକ ମାନଙ୍କୁ ମଶୁର ଡାଲି ସେବନ କରିବା ଉଚିତ ନୁହେଁ । ହିନ୍ଦୁ ଶାସ୍ତ୍ରରେ ମସୁର ଡାଲିକୁ ନକରାତ୍ମକ ବ୍ୟଞ୍ଜନ ଭାବରେ ପରି ଗଣନା କରାଯାଇଛି । ଦ୍ଵିତୀୟ ନକରାତ୍ମକ ଜିନିଷ ଯାହାକି ତାମସିକ ଭୋଜନ ଭାବରେ ମାନନ୍ତି ସେଗୁଡିକ ହେଲା ପିଆଜ , ରସୁଣ , ଅଦା ଆଦି ଜିନିଷ ରବିବାର ଦିନ ଏହି ଜିନିଷକୁ ସେବନ କରିବା ଉଚିତ ନୁହେଁ ।

ଆପଣ ଯଦି ସୂର୍ଯ୍ୟ ଦେବଙ୍କ ପରି ତେଜସ୍ଵୀ ସନ୍ତାନ ପାଇବା ପାଇଁ ଚାହୁଁ ଛନ୍ତି ତେବେ ରବିବାର ଦିନ ସୂର୍ଯ୍ୟ ବ୍ରତ ପାଳନ କରନ୍ତୁ । ଆପଣ ସନ୍ଧ୍ୟା ପରେ ବିନା ଲୁଣର ଭୋଜନ ସେବନ କରନ୍ତୁ । ଏହି ଉପାୟ ଆପଣ ସନ୍ତାନ ପ୍ରାପ୍ତି ପାଇଁ କରିପାରିବେ । ରବିବାର ଦିନ ଲାଲ ରଙ୍ଗର ଶାଗ ଓ ମାଛର ସେବନ କରିବା ଉଚିତ ନୁହେଁ । ମାଛ ସୂର୍ଯ୍ୟ ଦେବଙ୍କର ଉପାସକ ହୋଇଥାଏ ଏଥିପାଇଁ ରବି ବାର ଦିନ ମାଛ ଖାଇବା ଉଚିତ ନୁହେଁ । ରୋଗରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ରାଶି ତେଲ ଓ ଲୁଣ ସେବନ କରିବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।